Odisha Link
Bridging the Missing Links in Odisha
Browsing Tag

ବିଜେଡି

ନବୀନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ନୟାଗଡ଼…

ନୟାଗଡ଼: ସ୍ଥାନୀୟ ବିଧାୟକଙ୍କୁ ଧନ୍ୟବାଦ ଦିଆଗଲା, ଅଥଚ ମୁଖ୍ୟମନ୍ତ୍ରୀ ବଞ୍ଚି ଥାଉ ତାଉ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ନୟାଗଡ଼ ବିଜେଡି। ଜିଲ୍ଲାରେ ଜଣେ ବିଜେଡି ନେତ୍ରୀଙ୍କ ଏତାଦୃଶ ତ୍ରୁଟି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନିକଟରେ ଦଳର ସାଂଗଠନିକ…

ବିଜେଡି ସରକାରକୁ ଅପଦସ୍ଥ କରୁଛନ୍ତି ଅରୂପ…

ଭୁବନେଶ୍ବର: ଦଳ ଓ ସରକାରଙ୍କ ଗରିମା ବଢ଼ାଇବା ଉଦ୍ୟମ କରି ଓଲଟା ଅଡ଼ୁଆରେ ପକାଉଛନ୍ତି "ଓଡ଼ିଶା ମୋ ପରିବାର" ରାଜ୍ୟ ଆବାହକ ଅରୂପ ପଟ୍ଟନାୟକ। ଦଳର ଦକ୍ଷତା ପ୍ରମାଣିତ କରିବାକୁ ଯାଇ ନିକଟରେ ସରକାରଙ୍କ ଅପାରଗତାକୁ ସାମନାକୁ ଅଆଣିଛନ୍ତି ଅରୂପ। ରାଜ୍ୟ ସରକାର ଓ ବରିଷ୍ଠ ଅଧିକାରୀମାନେ ଯାହା କରିପାରୁନାହାନ୍ତି…

ମେ ୨୯, ପ୍ୟାରୀ ବାବୁ ଓ ବିଜେଡି

ଭୁବନେଶ୍ବର: ୨୦୧୨ ମସିହା ପରଠୁ ମେ' ମାସ ଓଡ଼ିଶା ରାଜନୀତି ଓ ରାଜ୍ୟବାସୀଙ୍କ ପାଇଁ ଏକ ଅଭୁଲା ମାସ। ୨୦୧୨ରେ ପ୍ରଥମେ ଓଡ଼ିଶା ରାଜନୀତିରେ ବାତ୍ୟା ହୋଇଥିଲା। ପରେ ମେ' ମାସରେ ହିଁ  ୩ଟି ବାତ୍ୟା ଦେଖିଛନ୍ତି ଓଡ଼ିଶାବାସୀ। ହେଲେ ୨୯ ତାରିଖ ଓଡ଼ିଶାବାସୀ ଓ ରାଜ୍ୟ ରାଜନୀତି ପାଇଁ ଏକ ସ୍ମରଣୀୟ ତାରିଖ। ଯେମିତି…

ପିପିଲି ଉପନିର୍ବାଚନ: ନିର୍ବାଚନୀ ରାଲି…

ଭୁବନେଶ୍ବର: ପିପିଲି ଉପନିର୍ବାଚନ ପାଇଁ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ମେ ୧୩ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ହେବ। ଏନେଇ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ କମିସନ ବିଜ୍ଞପ୍ତି ଜାରି କରିଛନ୍ତି। ଏହାରି ମଧ୍ୟରେ ପିପିଲି ଉପନିର୍ବାଚନ ନେଇ ଶାସକ ବିଜେଡି ଦଳ ପକ୍ଷରୁ ଏକ ବଡ…

ପ୍ରଦୀପ ପାଣିଗ୍ରାହୀଙ୍କ ଜନବିରୋଧୀ…

ଭୁବନେଶ୍ବର: ବିଜୁ ଜନତା ଦଳରୁ ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଜନବିରୋଧୀ କାର୍ଯ୍ୟ ପାଇଁ ଦଳ ଦୂରେଇ ଦେଇଥିଲା ବୋଲି ପୂର୍ବରୁ ସୂଚନା ରହିଥିଲା। ତେବେ ତାଙ୍କ ବିରୋଧରେ କ'ଣ ଜନବିରୋଧୀ କାର୍ଯ୍ୟର ଅଭିଯୋଗ ରହିଛି ବୋଲି ଦଳକୁ ପାଲଟା ପ୍ରଶ୍ନ କରିଥିଲେ ପ୍ରଦୀପଙ୍କ ପତ୍ନୀ। ଏ ନେି…