Odisha Link
Bridging the Missing Links in Odisha
Browsing Tag

2 arrested

ରିୟାଙ୍କ ଡ୍ରଗ୍‌ ଲିଙ୍କ୍‌ ମାମଲା : ୨…

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଯାଞ୍ଚ କରୁଛି ସିବିଆଇ। ମୃତ୍ୟୁ ରହସ୍ୟ ଜଟିଳ ହୋଇ ଚାଲିଥିବା ବେଳେ, ମାମଲାରେ ଛନ୍ଦି ହୋଇ ଯାଇଥିବା ରିୟା ଚକ୍ରବର୍ତ୍ତୀଙ୍କ ଡ୍ରଗ୍‌ ଲିଙ୍କ୍‌ ଘଟଣା ସାମ୍ନାକୁ ଆସିଥିଲା। ଏବେ ଏହି ମାଲାରେ ଏନ୍‌ସିବି ୨ ଜଣଙ୍କୁ ଗିରଫ କରିଛି। ଏନ୍‌ସିବି…

ଦେଶୀ ମଦ ବୋଝେଇ ଭ୍ୟାନ୍ ଜବତ, ୨ ଗିରଫ

ଭଦ୍ରକ: ଚୋରା ମଦ ଚାଲାଣ ବେଳେ ୭ ଶହ ଲିଟର ଦେଶୀ ମଦ ଜବତ। ଏକ ପିକ୍‌ଅପ୍ ଭ୍ୟାନ୍‌ରୁ ୭ ଶହ ଲିଟର ଦେଶୀ ମଦ ଜବତ କରିଛି ଅବକାରୀ ବିଭାଗର ଭ୍ରାମ୍ୟମାଣ ଟିମ୍। ଗାଡିରେ ଥିବା ଡ୍ରାଇଭର ଓ ସହଯୋଗୀ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଅବକାରୀ ଟିମ୍ ସେମାନଙ୍କୁ ଗିରଫ କରିଛି। ଗିରଫ ଦୁଇ ଜଣ ହେଲେ ସିମୁଳିଆ…

ଖଣ୍ଡଗିରିରୁ ଜବତ ହେଲା ଧଳା ଜହର

ଭୁବନେଶ୍ବର: ରାଜଧାନୀରେ ଚାଲିଛି ବେଧଡକ ବ୍ରାଉନସୁଗାର କାରବାର। ଆଜି ଖଣ୍ଡଗିରି ଅଞ୍ଚଳରେ ରେଡ୍ କରି ୨ ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୧୫୦ ଗ୍ରାମ୍ ବ୍ରାଉନସୁଗାର ଜବତ କରିଛି କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ବାଡ୍। ବାଲେଶ୍ବରରୁ ବ୍ରାଉନସୁଗାର ଆଣି ରାଜଧାନୀର…

ମଦ ମାଫିଆ ମାମୁ ଓ ଭଣଜା ଗିରଫ

ଭୁବନେଶ୍ୱର: ନକଲି ବିଦେଶୀ ମଦ ମାଫିଆ ଗ୍ୟାଙ୍ଗର ମୁଖ୍ୟ ମାମୁ ଓ ଭଣଜାଙ୍କୁ ଗିରଫ କରାଯାଇଛି। କଟକ ଅବକାରୀ ବିଭାଗ ପକ୍ଷରୁ ବାଲେଶ୍ୱରରୁ ଚଢଉ କରି ସେମାନଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ମାମୁ ସୁରେଶ ମହାନ୍ତି ଓ ଭଣଜା ଅଜିତ ମହାନ୍ତି। ଅବକାରୀ ବିଭାଗ ନକଲି ମଦ କାରଖାନା ସହ ମଦ ତିଆରି ସରଞ୍ଜାମ ଜବତ…