Odisha Link
Bridging the Missing Links in Odisha
Browsing Tag

2 arrested

ରାଜଧାନୀରେ ସେକ୍ସ ରାକେଟ୍ ଠାବ, ୨ ଯୁବତୀ…

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ସେକ୍ସ ରାକେଟ୍ ଠାବ। ଭୁବନେଶ୍ବର ଲକ୍ଷ୍ମୀସଗାର ଥାନା ଅନ୍ତର୍ଗତ ସାଇଶ୍ରୀ ଏନକ୍ଲେଭରେ ସେକ୍ସ ରାକେଟ୍ ଠାବ ହୋଇଛି। ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନା ମୁତାବକ, ଭୁବନେଶ୍ବର ଲକ୍ଷ୍ମୀସଗାର ଥାନା ଅନ୍ତର୍ଗତ ସାଇଶ୍ରୀ ଏନକ୍ଲେଭରେ ସେକ୍ସ ରାକେଟ୍…

ପୁଣି ଜଙ୍ଗଲରେ ନିଆଁ ଲଗାଇ ୨ ଗିରଫ

ଅନୁଗୁଳ: ରାଜ୍ୟରେ ବିଭିନ୍ନ ଜଙ୍ଗଲରେ ନିଆଁ ନ ଲିଭି ଥିବା ବେଳେ ଦୁବୃର୍ତ୍ତମାନଙ୍କର ଜଙ୍ଗଲରେ ନିଆଁ ଲଗାଇବା ଘଟଣା ଚିନ୍ତା ସୃଷ୍ଟି କରୁଛି। ଏଭଳି ଏକ ଘଟଣା ଘଟିଛି ପାଲଲହଡା ଖମାର ଗୁରୁସୁଲେଇ ଜଙ୍ଗଲରେ। ଆଜି ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି ଖମାର ବନ ବିଭାଗ। ଗିରଫ ୨…

ବାଣୀବିହାର ଗୋଷ୍ଠୀ ସଙ୍ଘର୍ଷ ମାମଲା, ୨…

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟରେ ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ମାମଲାରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଦ୍ୱୟ ହେଲେ ସମ୍ବଲପୁରର ଅଖିଳେଶ କୁମାର ଯାଦବ ଓ ପୁରୀ ସଦର ଥାନା ଅଞ୍ଚଳର ମନୋରଞ୍ଜନ ସ୍ୱାଇଁ । ଅଖିଲେଶ ସତ୍ୟବିହାରରେ ରହୁଥିଲେ । ସୂଚନା ଅନୁସାରେ, ଗତ ୧୮ ତାରିଖ ରାତି ସାଢ଼େ…

ଜମିବାଡ଼ି ଗଣ୍ଡଗୋଳକୁ ନେଇ ହତ୍ୟାକାଣ୍ଡ,…

ସାଲେପୁର: ସାଲେପୁର ଥାନା ମାଛୁଆତି ଗାଁ ରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିବାଡ଼ି ଗଣ୍ଡଗୋଳକୁ ନେଇ ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି। ମୃତକ ହେଲେ ସତ୍ୟପ୍ରକାଶ ମଲ୍ଲିକ। ପୁଲିସ ଅଭିଯୁକ୍ତ ନାବାଳକ ଓ ତାର ମାଆକୁ ଥାନାରେ ଅଟକ ରଖିଛି । ସୂଚନା ଅନୁସାରେ, ଗତକାଲି ରାତିରେ ସତ୍ୟାପ୍ରକାଶ ମଲ୍ଲିକଙ୍କୁ…

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ୨ ଗିରଫ

ଭୁବନେଶ୍ବର: ଯଦୁପୁରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ପୁଲିସ ଦୁଇଜଣଙ୍କୁ ଗିରଫ କରିଛି। ଗତକାଲି ଖବର ସଂଗ୍ରହ କରିବାକୁ ଯାଇଥିବା କିଛି ସାମ୍ବାଦିକଙ୍କ ଉପରେ ଏହି ଆକ୍ରମଣ ହୋଇଥିଲା। ଏହାର ପ୍ରତିବାଦରେ ରାସ୍ତା ରୋକ କରିଥିଲେ ଜନସାଧାରଣ। ପ୍ରକାଶ ଯେ, ଏକ ଘରୋଇ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି…

୮୫ହଜାର ଟଙ୍କାର ଜାଲ୍ ନୋଟ ଜବତ, ୨ ଗିରଫ

ବାରିପଦା: ରାଜ୍ୟରେ ଜାଲ୍ ନୋଟ କାରବାର ବଢ଼ିବାରେ ଲାଗିଛି। ମୟୁରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନା ପୋଲିସ ଏକ ଜାଲ୍‌ ନୋଟ୍‌ ରାକେଟ ଟାବ କରିଛି। ଜାଲି ନୋଟ କାରବାର କରୁଥିବା ୨ ଅଭିଯୁକ୍ତକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ଠାରୁ ୮୫ହଜାର ଟଙ୍କାର ଜାଲି ନୋଟ ଜବତ ହୋଇଛି। ଏହା ସହିତ ସେମାନଙ୍କ…

ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି…

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ସକ୍ରିୟ ଥିବା ଦୁଇ ବନ୍ଧୁକ ବେପାରୀଙ୍କୁ କ୍ରାଇମବ୍ରାଞ୍ଚ୍ ଏସଟିଏଫ୍ ଗିରଫ କରିଛି। ଏମାନଙ୍କଠାରୁ ୫ଟି ପିସ୍ତଲ, ୨ଟି ରିଭଲଭର ଓ ଗୋଟିଏ ଏୟାର ଗନ୍ ଓ ୧୨ ରାଉଣ୍ଡର ଗୁଳି ଜବତ ହୋଇଛି। ଗିରଫ ହୋଇଥିବା ବନ୍ଧୁକ ବେପାରୀଙ୍କ ନାମ ରାକେଶ ଜେନା ଓ ବିକାଶ ବେହେରା। ତେବେ…

ମିଠା ବ୍ୟବସାୟୀ ହତ୍ୟା ଘଟଣା : ଆଉ ୨…

ଭୁବନେଶ୍ୱର: ସାମନ୍ତରାପୁରରେ ମିଠା ବ୍ୟବସାୟୀ ହତ୍ୟା ଘଟଣା ସହ ସଂପୃକ୍ତ କମିସନରେଟ୍‌ ପୁଲିସ୍‌‌ ଆଉ ୨ଜଣଙ୍କୁ ଗିରଫ କରିଛି। ଏହି ଘଟଣା ଅଭିଯୋଗରେ ପୁଲିସ ଆଉ ୨ ଜଣଙ୍କୁ ଗିରଫ କରିଛି। ଉଭୟଙ୍କୁ ବ୍ରହ୍ମପୁରରୁ ଗିରଫ କରାଯାଇଥିବାର ସୂଚନା ମିଳିଛି। ଏହି ଦୁଇ ଜଣ ଯୁବକ ମିଠା ଦୋକାନୀଙ୍କୁ ହତ୍ୟା କରିବା…

ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ, ୨…

ଭଦ୍ରକ: କାର୍ଯ୍ୟରତ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଦୁଇ ଭାଇଙ୍କୁ ଗିରଫ କରିଛି ପୋଲିସ। ଗିରଫ ଦୁଇ ଜଣ ହେଲେ ଧାମନଗର ମେଡିକାଲ ନିକଟ ଶ୍ୟାମପୁର ଗ୍ରାମର ଦେବେନ୍ଦ୍ର ମହାପାତ୍ର ଓ ମହେନ୍ଦ୍ର ମହାପାତ୍ର। ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳରେ ଘଟିଛି ଘଟଣା।…

୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଲମତାପୁଟ: କୋରାପୁଟ ଜିଲ୍ଲା ଜଲାପୁଟ ଅଞ୍ଚଳରୁ ଅଧ କୋଟି ଟଙ୍କାର ଗଞ୍ଜେଇ ଜବତ ହୋଇଛି। ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୨ ଅଟକ ଅଛନ୍ତି। ଗଞ୍ଜେଇ ବିହାର ଚାଲାଣ ବେଳେ ଲମତାପୁଟ ପୋଲିସ ଜବତ କରିଛି। ଗଞ୍ଜେଇ ଚାଲାଣ ନେଇ ଖବର ମିଳିବା ପରେ କୋରାପୁଟ ଏସପିଙ୍କ ନିର୍ଦ୍ଦେଶରେ ନନ୍ଦପୁର ଏସଡିପିଓ ଏବଂ ଲମତାପୁଟ…