Odisha Link
Bridging the Missing Links in Odisha
Browsing Tag

3 days

ଆସନ୍ତା ୧୭ ଯାଏଁ ଆଖଣ୍ଡଳମଣି ଦର୍ଶନ ବନ୍ଦ

ଭଦ୍ରକ: ଆରଡି ଆଖଣ୍ଡଳମଣି ମନ୍ଦିରରେ ଆସନ୍ତା ୧୭ ତାରିଖ ଯାଏଁ ବନ୍ଦ ରହିବ ସାଧାରଣ ଦର୍ଶନ। ଆଜି ଦିନ ୧୨ଟାରୁ ଆଖଣ୍ଡଳମଣିଙ୍କ ମନ୍ଦିର ଯିବାକୁ ବାରଣ କରାଯାଇଛି। ଏନେଇ ଭଦ୍ରକ ଜିଲ୍ଲାପାଳ ପୀତାମ୍ବର ସାମଲ ସୂଚନା ଦେଇଛନ୍ତି। ଆସନ୍ତା ୧୭ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କୁ ମନ୍ଦିର ପ୍ରବେଶ…

୩ ଦିନ ପାଇଁ ଭିସୁଟ୍ ବନ୍ଦ

ବୁର୍ଲା: ୩ ଦିନ ଯାଏଁ ବନ୍ଦ ରହିବ ଭିସୁଟ୍। ଭିସୁଟରୁ ଏକାଧିକ କରୋନା ପୋଜେଟିଭ ଚିହ୍ନଟ ହେବା ପରେ ୩ ଦିନ ଯାଏଁ ବନ୍ଦ ନିଷ୍ପତ୍ତି ନେଲେ ଭିସୁଟ କତ୍ତୃପକ୍ଷ। ଗତକାଲି ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ କରୋନା ସମ୍ପର୍କିତ ବୈଠକ ହୋଇଥିଲା। ଏହି ବୈଠକରେ ଆସନ୍ତା ସୋମବାର ଦିନ ଯାଏ…

୩ ଦିନ ଯାଏଁ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଆଗାମୀ ୩ ଦିନ ଯାଏଁ ରାଜ୍ୟର ଉତ୍ତର, ଆଭ୍ୟନ୍ତର, କେନ୍ଦ୍ରୀୟ, ଉପକୂଳ ଓ ଦକ୍ଷିଣର ବହୁ ଜିଲ୍ଲାରେ ଝଡ଼ ତୋଫାନ ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏକ ସତର୍କ ସୂଚନା ଜାରି କରାଯାଇଛି। ପ୍ରବଳ ବର୍ଷା ହେବାର ସମ୍ଭାବନାକୁ…

କଟକ ଡିସିପି ଅଫିସ୍‌ ସଟ୍‌ଡାଉନ୍

କଟକ: କଟକ ଡିସିପି ଅଫିସ୍‌ ସଟ୍‌ଡାଉନ୍। ୩ ଦିନ ଯାଏଁ ଡିସିପି ଅଫିସ୍‌କୁ ସଟ୍‌ଡାଉନ୍‌ ଘୋଷଣା। କଲେ ଡିସିପି ପ୍ରତୀକ ସିଂହ। ଡିସିପି ଅଫିସ୍‌ରୁ ଏକାଧିକ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଥିବାରୁ ଡିସିପି ଅଫିସ୍‌କୁ ୩ ଦିନ ଯାଏଁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଡିସିପି ଅଫିସ୍‌ର ୧୫ ଜଣ କର୍ମଚାରୀ…

ବରଗଡ଼ ଜିଲ୍ଲାପାଳ ଅଫିସ ୩ ଦିନ ଯାଏ…

ବରଗଡ଼: ଦିନକୁ ଦିନ ରାଜ୍ୟରେ ହୁ ହୁ ହୋଇ ବଢୁଛି କରୋନା ଆକ୍ରାନ୍ତ ସଂଖ୍ୟା। ଆଜି ବରଗଡ଼ ଜିଲ୍ଲାରୁ ୧୫୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବରଗଡ଼ ଜିଲ୍ଲାପାଳଙ୍କ ଅଫିସରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଫଳରେ ଜିଲ୍ଲାପାଳଙ୍କ ଅଫିସକୁ ୩ ଦିନ ପାଇଁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି।…

ୟେସ୍ ବ୍ୟାଙ୍କ୍ ଟଙ୍କା ଉଠାଣ ଉପରୁ ହଟିବ…

ନୂଆଦିଲ୍ଲୀ: ୟେସ୍ ବ୍ୟାଙ୍କରେ ଟଙ୍କା ରଖିଥିବା ଲୋକଙ୍କ ପାଇଁ ଖୁସି ଖବର। ଖୁବ୍‌ ଶୀଘ୍ର ୟେସ୍ ବ୍ୟାଙ୍କ୍ ଟଙ୍କା ଉଠାଣ ଉପରୁ ହଟିବ କଟକଣା। ଏନେଇ କାଲି ବିଳମ୍ୱିତ ରାତ୍ରିରେ ବିଜ୍ଞପ୍ତି ପ୍ରକାଶ ପାଇଛି। ନିୟମ ଅନୁଯାୟୀ ବିଜ୍ଞପ୍ତି ପ୍ରକାଶ ପାଇବାର ୩ ଦିନ ଭିତରେ ଆରବିଆଇ ଯେଉଁ କଟକଣା ଲଗାଇଥିଲା ତାହା…