Odisha Link
Bridging the Missing Links in Odisha

ଆସନ୍ତା ୧୭ ଯାଏଁ ଆଖଣ୍ଡଳମଣି ଦର୍ଶନ ବନ୍ଦ

ଭଦ୍ରକ: ଆରଡି ଆଖଣ୍ଡଳମଣି ମନ୍ଦିରରେ ଆସନ୍ତା ୧୭ ତାରିଖ ଯାଏଁ ବନ୍ଦ ରହିବ ସାଧାରଣ ଦର୍ଶନ। ଆଜି ଦିନ ୧୨ଟାରୁ ଆଖଣ୍ଡଳମଣିଙ୍କ ମନ୍ଦିର ଯିବାକୁ ବାରଣ କରାଯାଇଛି। ଏନେଇ ଭଦ୍ରକ ଜିଲ୍ଲାପାଳ ପୀତାମ୍ବର ସାମଲ ସୂଚନା ଦେଇଛନ୍ତି।

ଆସନ୍ତା ୧୭ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କୁ ମନ୍ଦିର ପ୍ରବେଶ ଉପରେ ବାରଣ କରାଯାଇଛି। କେବଳ ରୀତିନୀତି ଅନୁସାରେ ସେବାୟତ ପୂଜା କରିପାରିବେ। ଜଣେ ସେବାୟତ ଚିହ୍ନଟ ପରେ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।

Leave A Reply

Your email address will not be published.