Odisha Link
Bridging the Missing Links in Odisha

କଟକ ଡିସିପି ଅଫିସ୍‌ ସଟ୍‌ଡାଉନ୍

କଟକ: କଟକ ଡିସିପି ଅଫିସ୍‌ ସଟ୍‌ଡାଉନ୍। ୩ ଦିନ ଯାଏଁ ଡିସିପି ଅଫିସ୍‌କୁ ସଟ୍‌ଡାଉନ୍‌ ଘୋଷଣା। କଲେ ଡିସିପି ପ୍ରତୀକ ସିଂହ। ଡିସିପି ଅଫିସ୍‌ରୁ ଏକାଧିକ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଥିବାରୁ ଡିସିପି ଅଫିସ୍‌କୁ ୩ ଦିନ ଯାଏଁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଡିସିପି ଅଫିସ୍‌ର ୧୫ ଜଣ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

Comments are closed.