Odisha Link
Bridging the Missing Links in Odisha

ବଜ୍ରପାତରେ ଚାଲିଗଲା ୩ ଜୀବନ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ନନ୍ଦିପାଦା ଥାନା ଇଞ୍ଚୋଳରେ ଜଣଙ୍କର ମୃତ୍ୟୁ ହୋଇଛି। ସେହିଭଳି ବାହାରିପୁରରେ ଜଣେ ଏବଂ ରାମଚନ୍ଦ୍ରପୁର ଥାନା ଗଡବାନ୍ଧୋଗଡା ସାପୁଆସାହିରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ବିଲରେ କାମ କରୁଥିବା ସମୟରେ ବଜ୍ରପାତ ହୋଇଥିଲେ । ବଜ୍ରାଘାତରେ ସମସ୍ତଙ୍କର ମୃତ୍ୟୁ ହୋଇଛି ।

Comments are closed.