Odisha Link
Bridging the Missing Links in Odisha
Browsing Tag

3rd wave

ଭାକ୍ସିନ ନେଲେ ଗୁରୁତର ହେବା ଆଶଙ୍କା…

ଭୁବନେଶ୍ୱର: କରୋନାର ୨ୟ ଲହର ପ୍ରକୋପ କମି ନଥିବା ବେଳେ ୩ୟ ଲହରର ଆଶଙ୍କା ବଢିଲାଣି। ଡେଲ୍‌ଟା ପ୍ଲସ ଭାରିଏଣ୍ଟ ୩ୟ ଲହର ନେଇ ଆସିବ ବୋଲି କୁହାଯାଉଛି। ଏନେଇ ଡ଼ିଏମଇଟି ସିବିକେ ମହାନ୍ତି କହିଛନ୍ତି, ନୂଆ ଭାରିଏଣ୍ଟ ଡେଲଟା ପ୍ଲସ କେତେ ବିପଦ ତାହା ବର୍ତ୍ତମାନଠାରୁ କହିବା ମୁସ୍କିଲ। ତେବେ ଡେଲ୍ଟା ପ୍ଲସ…

ତୃତୀୟ ଲହର ଆସିବାର ସମ୍ଭାବନା ରହିଛି,…

ଭୁବନେଶ୍ବର: କରୋନା ତୃତୀୟ ଲହର ନେଇ ଡିଏମଇଟି କହିଛନ୍ତି ଯେ, ତୃତୀୟ ଲହର ଆସିବାର ସମ୍ଭାବନା ରହିଛି। ଅନଲକ୍ ପ୍ରକ୍ରିୟା ଆରମ୍ଭ ହେବାପରେ କିଛି ଲୋକ କୋଭିଡ୍ ନିୟମ ଭାଙ୍ଗୁଥିବାର ଦେଖାଯାଉଛି। ସେମାନେ ଭାବୁଛନ୍ତି ଯେମିତି ମହାମାରୀ ଚାଲିଯାଇଛି।  ଯାହା ଆମ ପାଇଁ ବିପଦ ସୃଷ୍ଟି କରିପାରେ। ଲୋକମାନେ ଯଦି…

ବିଶେଷଜ୍ଞଙ୍କ ଆଶଙ୍କା ଡେଲଟା ପ୍ଲସ୍…

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ଦେଶରେ ଡେଲଟା ପ୍ଲସକୁ ନେଇ ଆଶଙ୍କା ଜାରି ରହିଛି। ବିଶ୍ୱର ୧୦ଟି ଦେଶରେ ଡେଲଟା ପ୍ଲସ୍ ଭାଇରସ୍ ଚିହ୍ନଟ ହୋଇଥିବା ବେଳେ ତୃତୀୟ ଲହର ଆଣିବାର ସମ୍ଭାବନା ରହିଛି। ବର୍ତ୍ତମାନ ସୁଦ୍ଧା ଏହା ଆମେରିକା, ବ୍ରିଟେନ, ପର୍ତ୍ତୁଗାଲ, ଜାପାନ, ରୁଷ ଓ ଚୀନ ଭଳି ଦେଶର ବ୍ୟାପିଥିବାବେଳେ…

ଅକ୍ଟୋବରରେ ଆସିପାରେ କରୋନାର ତୃତୀୟ ଲହର

ନୂଆଦିଲ୍ଲୀ: ଭାରତରେ କୋଭିଡର ତୃତୀୟ ଲହରକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ରୟଟର, ବିଶ୍ୱର ୪୦ ଜଣ ବିଶେଷଜ୍ଞଙ୍କୁ ନେଇ ଏକ ସର୍ଭେ କରିଛି। ଏହି ସର୍ଭେରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମନାକୁ ଆସିଛି। ଜୁନ୍ ୩ ତାରିଖରୁ ୧୭ ତାରିଖ ମଧ୍ୟରେ ବିଶ୍ୱର ୪୦ଜଣ ବିଶିଷ୍ଟ…

ଦିଲ୍ଲୀରେ କରୋନାର ତୃତୀୟ ଲହର,…

ନୂଆଦିଲ୍ଲୀ: ଅଣାୟତ କଲାଣି ମହାମାରୀ କରୋନା। ଗତ କିଛିଦିନ ମଧ୍ୟରେ ଦେଶର ରାଜଧାନୀରେ ଦ୍ରୁତ ଗତିରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦେଶରେ ମୋଟ କରୋନା ରୋଗୀଙ୍କ ସଂଖ୍ୟା ୮୩ ଲକ୍ଷ ଅତିକ୍ରମ କରିଥିବା ବେଳେ ଦିଲ୍ଲୀରେ ମୋଟ ରୋଗୀଙ୍କ ସଂଖ୍ୟା ୪ ଲକ୍ଷରୁ ଉର୍ଦ୍ଧ୍ବ ରହଛି। ଏହାକୁ ନେଇ ଦିଲ୍ଲୀ…