Odisha Link
Bridging the Missing Links in Odisha
Browsing Tag

accused

ପରୀ ହତ୍ୟା ମାମଲା: ଅପରାଧ ସ୍ବୀକାର କଲା…

ନୟାଗଡ଼: ବହୁ ଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟା ମାମଲାରେ ଏକ ବଡ଼ ପ୍ରମାଣ ସାମ୍ନାକୁ ଆସିଛି। ହତ୍ୟା ଘଟଣାରେ ନେଇ ନାବାଳକ ଅଭିଯୁକ୍ତ ସ୍ୱୀକାରୋକ୍ତିର ଭିଡିଓ ଏବେ ସାମ୍ନାକୁ ଆସିଛି। ପରୀକୁ କିପରି ହତ୍ୟା କରିଥିଲା, କେମିତି ଫିଙ୍ଗିଥିଲା ଏବଂ ପ୍ରମାଣ ନଷ୍ଟ ପାଇଁ କରିଥିବା ସବୁ ଯୋଜନା ବଖାଣିଛି ନାବାଳକ…

କଟକ ନାବାଳିକା ଦୁଷ୍କର୍ମ ଘଟଣା, ଗିରଫ…

କଟକ: କଟକ ନାବାଳିକା ଗଣ ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ଦୁଇ ଜଣ ହିଁ ଅଭିଯୁକ୍ତ। ଏ ନେଇ ସାମ୍ବାଦିକ ସମ୍ମିଳନୀରେ ଡିସିପି ପ୍ରତୀକ୍ ସିଂ ସୂଚନା ଦେଇଛନ୍ତି। ଗିରଫ ଦୁଇ ଅଭିଯୁକ୍ତ ହେଲେ ସନ୍ତୋଷ ବେହେରା ଓ ରାକେଶ ରାଉତ। ଡିସିପି ପ୍ରତୀକ୍ ସିଂ କହିଛନ୍ତି ଯେ, ଦୁଇ ଅଭିଯୁକ୍ତ ଏବଂ…

କଟକ ନାବାଳିକା ଗଣଦୁଷ୍କର୍ମ: ଚିକେନ୍…

କଟକ: କଟକ ନାବାଳିକା ଦୁଷ୍କର୍ମ ଘଟଣାର୨ ଜଣ ଅଭିଯୁକ୍ତ ଗିରଫ। ୨ ଜଣ ଅଭିଯୁକ୍ତ ହେଲେ ଟିକି ଓ ରାକା। ପାଟଣା ଗ୍ରାମର ଦୁଇ ଅଭିଯୁକ୍ତ ସନ୍ତୋଷ କୁମାର ବେହେରା ଓରଫ ଟିକି ଏବଂ ରାକା। ଏହି ଦୁଇ ଅଭିଯୁକ୍ତ ଦିନରେ ରଙ୍ଗ ମିସ୍ତ୍ରୀ କାମ କରୁଥିବାବେଳେ ପ୍ରାୟ ଚାରି ମାସ ପୂର୍ବରୁ ରାସ୍ତାକଡ଼ରେ ଏକ ଚିକେନ୍…

ହାଥରସ୍‌ ଗଣଦୁଷ୍କର୍ମ ମାମଲାର ଦୋଷୀଙ୍କୁ…

ନୂଆଦିଲ୍ଲୀ: ନିର୍ଭୟାଙ୍କ ଦୋଷୀଙ୍କୁ ଫାଶିରେ ଝୁଲାଇଥିବା ପବନ ଜଲ୍ଲାଦ ହାଥରସ ଯାଇ ପାରନ୍ତି। ସେ ପୀଡିତ ପରିବାରଙ୍କୁ ଭେଟିବାକୁ ଚାହାନ୍ତି। ପବନଙ୍କ କହିବାନୁଯାୟୀ, ପୀଡିତାଙ୍କ ମୃତ୍ୟୁ ଖବର ଶୁଣି ସେ ମର୍ମାହତ। ସେ ନିଜ ବେଦନା ବଖାଣି କହିଛନ୍ତି ଯେ, ସେ ନିର୍ଭୟା ମାଙ୍କୁ ଦେଖିଛନ୍ତି। ସେ ସେହି…

ପୁଲଓ୍ବାମା ଅଭିଯୁକ୍ତ ନିଟ୍ ପରୀକ୍ଷା…

ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ବିସ୍ଫୋରକ ଯୋଗାଣରେ ସାହାଯ୍ୟ କରିଥିବା ଅଭିଯୁକ୍ତ ନିଟ୍ ପରୀକ୍ଷା ପାଇଁ ମାଗିଲା ଅନୁମତି। ଯୁବକ ଜଣଙ୍କ ସେପ୍ଟେମ୍ବର ୧୩ରେ ହେବାକୁ ଥିବା ନିଟ୍ ପରୀକ୍ଷା ଦେବା ପାଇଁ ଜମ୍ମୁର ଏନଆଇଏ ସ୍ପେଶାଲ କୋର୍ଟରୁ ଅନୁମତି ମାଗିଛି। ଅଭିଯୁକ୍ତର ନାଁ ୱେଜ ଉଲ ଇସଲାମ…

ଏସ୍‌ସିବି ଆଇସିୟୁରୁ ଅଭିଯୁକ୍ତ ଚମ୍ପଟ୍

କଟକ: ଏସ୍‌ସିବି ଆଇସିୟୁରେ ଚିକିତ୍ସାଧୀନ ଜଣେ ଅଭିଯୁକ୍ତ ଚମ୍ପଟ ମାରିଛି। ଆଇସିୟୁ ବେଡ୍‌ରେ ହ୍ୟାଣ୍ଡକପ୍ ଲାଗି ରହିଥିଲେ ମଧ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛି। ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ପକ୍ଷରୁ ଖୋଲତାଡ଼ ଚାଲିଛି। ସୂଚନାଯୋଗ୍ୟ ଯେ, ଗତ ୪ ତାରିଖରେ ମଦ ଦୋକାନରୁ ଚୋରି ଅଭିଯୋଗରେ ତାଙ୍କୁ ପଚରାଉଚରା…

ଭିଡିଓ କନଫରେନ୍ସିଂ ଜରିଆରେ ଅପରାଧୀଙ୍କୁ…

ଭୁବନେଶ୍ବର: ଏଣିକି ଜେଲରେ ରହି ଭିଡିଓ କନଫରେନ୍ସିଂ ଜରିଆରେ ଅପରାଧୀ ଓ ଅଭିଯୁକ୍ତମାନଙ୍କୁ ଜେରା କରାଯିବ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏ ସଂପର୍କରେ ଗୃହ ବିଭାଗକୁ ଚିଠି ଲେଖିଛି ଆଇନ ବିଭାଗ। ପ୍ରାଥମିକ ପର୍ଯ୍ୟାୟରେ ନୟାଗଡ ଓ ଅନୁଗୁଳ ଜିଲ୍ଲାରେ ଭିଡିଓ କନଫେରନ୍ସିଂ ମାଧ୍ୟମରେ ଏହି ଜେରା କରାଯିବ।…