Odisha Link
Bridging the Missing Links in Odisha
Browsing Tag

Aditya Dash

ଦିବ୍ୟାଶ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ବର: ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ପତ୍ନୀଙ୍କ ଆତ୍ମହତ୍ୟା ଉଦ୍ୟମ। ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଦିବ୍ୟାଶ୍ରୀ। କଟକ ସ୍ଥିତ ଘରେ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ନେଇ ସୂଚନା ମିଳିଛି। ନିଦ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି। ତେବେ ଆତ୍ମହତ୍ୟା ଉଦ୍ୟମ ପରେ…

ବିଦ୍ୟାଶ୍ରୀ ଓ ବିସ୍ମିତଙ୍କ ନାମରେ ଏତଲା…

ବାଲେଶ୍ବର: ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଆସିଲା ନୂଆ ମୋଡ଼। ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ଓ ବନ୍ଧୁ ବିସ୍ମିତଙ୍କ ନାମରେ ମାମଲା। ଆଦିତ୍ୟଙ୍କ ପୂର୍ବତନ ପ୍ରେମିକା ଚିନ୍ମୟୀ ମହାପାତ୍ର ବାଲେଶ୍ୱର ଖଇରା ଥାନାରେ ଉଭୟଙ୍କ ନାମରେ ଏତଲା ଦାୟର କରିଛନ୍ତି। ଚିନ୍ମୟୀଙ୍କ ଅଭିଯୋଗ ଅନୁଯାୟୀ ପୁଲିସ…

ସମାଜସେବୀ ଆଦିତ୍ୟଙ୍କ ମୃତ୍ୟୁର ହେବ…

ଭୁବନେଶ୍ବର: ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ। ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ପୁଲିସ ଡିଜିପି ନିର୍ଦେଶ ଦେଇଛନ୍ତି। ଗୁରୁବାର ସକାଳେ ଏନେଇ ପୁଲିସ ମହାନିର୍ଦେଶକ ଅଭୟ ଟ୍ବିଟ କରି ସୂଚନା ଦେଇଛନ୍ତି। ପୁଲିସ ଡିଜିପିଙ୍କ ଟ୍ବିଟ…

ଆଦିତ୍ୟ ମୃତ୍ୟୁ ମାମଲା: ଡାଏରୀରେ…

ଭୁବନେଶ୍ବର: ସମାଜସେବୀ ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନି। ଶ୍ରୀ ଦାସଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ଏଯାଏଁ ସ୍ପଷ୍ଟ ହୋଇ ନାହିଁ। ତାର ତଦନ୍ତ ଚାଲିଛି। ଏସବୁ ମଧ୍ୟରେ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାରେ ଜିଆରପି ପୋଲିସକୁ ଆଜି ଆଉ ଏକ ନୂଆ ତଥ୍ୟ ମିଳିଛି।…

ଆଦିତ୍ୟ ଦାସ ମୃତ୍ୟୁ ମାମଲାର ତଦନ୍ତ…

ଭୁବନେଶ୍ବର: ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଆଦିତ୍ୟଙ୍କର ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ଏନେଇ ଟେର ପାଉନି ଜିଆରପି ପୁଲିସ୍। ଫଳରେ ଦିନକୁ ଦିନ ଆଦିତ୍ୟ ମୃତ୍ୟୁ ମାମଲା ଭିନ୍ନ ମୋଡ଼ ନେବାରେ ଲାଗିଛି। ସମାଜସେବୀ ଆଦିତ୍ୟଙ୍କ ମୃତ୍ୟୁ ମାମଲାକୁ ନଜରରେ ରଖି…

ରହସ୍ୟ ଘେରରେ ଆଦିତ୍ୟଙ୍କ ମୃତ୍ୟୁ: ପତ୍ନୀ…

ଭୁବନେଶ୍ବର: ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ ୧୩ ଦିନ ବିତି ଯାଇଥିଲେ ମଧ୍ୟ କେଉଁ କାରଣରୁ ଆଦିତ୍ୟଙ୍କ ମୃତ୍ୟୁ ହୋଇଛି ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ଅପରପକ୍ଷେ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମାଲାକୁ ନେଇ ଚାଲିଛି ଜୋରଦାର ତଦନ୍ତ। ଗତକାଲି ମୃତ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ, ବାପା ଓ…

ବାହାଘରକୁ ମାସେ ପୂରିନି, ଜୀବନ ହାରିଲେ…

ଭୁବନେଶ୍ବର: ଅନ୍ରକୁ ବଞ୍ଚିବାର ମହତ୍ତ୍ବ ଓ ଜୀବନର ମାନେ ବୁଝାଉଥିଲେ; ଭାଙ୍ଗିପଡ଼ିଥିବା ମଣିଷକୁ ଆଶ୍ବାସନାର ଆଶାବାଡ଼ି ଧରାଉଥିଲେ ଯୁବ ସମାଜସେବୀ ଆଦିତ୍ୟ ଦାଶ। ସେଥିପାଇଁ ଖୁଉବ୍‌ କମ ବୟସରୁ ସେ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପ୍ରେରଣା ପାଲଟିଥିଲେ। ଫେସବୁକରେ ତାଙ୍କର ୮୦ ହଜାରରୁ ଅଧିକ ଅନୁଗାମୀ ଥିବା ବେଳେ…