Odisha Link
Bridging the Missing Links in Odisha
Browsing Tag

Aditya Death Case

ଆଦିତ୍ୟ ମୃତ୍ୟୁ ମାମଲା: ହତ୍ୟାର ପ୍ରମାଣ…

ଭୁବନେଶ୍ବର: ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣା। ଦିନ ଗଡ଼ିବା ସହ ଘଟଣାରେ ନୂଆ ନୂଆ ଟ୍ୱିଷ୍ଟ ସାମ୍ନାକୁ ଆସୁଛି । ହାଇକୋର୍ଟରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିଛି କ୍ରାଇମବ୍ରଞ୍ଚ। ଅଦ୍ୟାବିଧି ହତ୍ୟା ନେଇ କୌଣସି ପ୍ରମାଣ ମିଳି ନଥିବା ଜଣାଲଲା କ୍ରାଇମବ୍ରାଞ୍ଚ। ଅପ୍‌ ଟୁ ଡେଟ୍‌ ଷ୍ଟାଟସ…

ବିଦ୍ୟାଶ୍ରୀ ଓ ବିସ୍ମିତଙ୍କ ନାମରେ ଏତଲା…

ବାଲେଶ୍ବର: ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଆସିଲା ନୂଆ ମୋଡ଼। ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ଓ ବନ୍ଧୁ ବିସ୍ମିତଙ୍କ ନାମରେ ମାମଲା। ଆଦିତ୍ୟଙ୍କ ପୂର୍ବତନ ପ୍ରେମିକା ଚିନ୍ମୟୀ ମହାପାତ୍ର ବାଲେଶ୍ୱର ଖଇରା ଥାନାରେ ଉଭୟଙ୍କ ନାମରେ ଏତଲା ଦାୟର କରିଛନ୍ତି। ଚିନ୍ମୟୀଙ୍କ ଅଭିଯୋଗ ଅନୁଯାୟୀ ପୁଲିସ…

ତଦନ୍ତ ଚାଲିଛି, ପଦକ୍ଷେପ ନେବୁ: ଏଡିଜି

ଭୁବନେଶ୍ବର: ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା ଏବେ ନୂଆ ମୋଡ଼ ନେଉଛି। ତଦନ୍ତ ନେଇ କ୍ରାଇମବ୍ରଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ତଦନ୍ତ ଚାଲିଛି, ଯିଏ ବି ଆସିବେ ଉଚିତ ପଦକ୍ଷେପ ନେବୁ। ସୂଚନାଯୋଗ୍ୟ ଯେ, ଆଦିତ୍ୟଙ୍କ ବାପା ଓ ମାଙ୍କ…

ମୋ ପୁଅ ମୃତ୍ୟୁରେ ସଂପୃକ୍ତ ଅଛି ସାଇକୋ…

ଭୁବନେଶ୍ବର: ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣା ଏବେ ନୂଆ ମୋଡ଼ ନେଇଛି। ସାଇକୋ ଲେଡି ସଂପର୍କରେ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଲେ ଆଦିତ୍ୟଙ୍କ ମା। ଆଦିତ୍ୟ ମୃତ୍ୟୁରେ ସଂପୃକ୍ତ ଯୁବତୀର ହାତ ଥିବା ସନ୍ଦେହ କଲେ। ସଂପୃକ୍ତ ଯୁବତୀ ଆଦିତ୍ୟଙ୍କୁ ଏକତରଫା ଭଲ ପାଉଥିଲା । ବାହା ନହେଲେ ହାତ…

ଆଦିତ୍ୟ ମୃତ୍ୟୁ ପଛରେ ସାଇକୋ ଲେଡ଼ି!

ଭୁବନେଶ୍ବର: ବହୁ ଚର୍ଚ୍ଚିତ ତଥା ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା ଏବେ ନୂଆ ମୋଡ଼ ନେଇଛି। ଜଣେ ସାଇକୋ ଲେଡ଼ିକୁ ନେଇ ସନ୍ଦେହ ବ୍ୟକ୍ତି କରିଛନ୍ତି ଆଦିତ୍ୟଙ୍କ ବାପା। ଆଦିତ୍ୟ ବାପାଙ୍କ କହିବା ଅନୁଯାୟୀ ଜଣେ ଯୁବତୀ ଆଦିତ୍ୟଙ୍କୁ ବାହାଘର ପୂର୍ବରୁ ବ୍ଲାକମେଲିଂ କରୁଥିଲେ। ସେ ଆଦିତ୍ୟଙ୍କୁ ଏକତରଫା ଭଲ…

ଆଦିତ୍ୟ ଦାଶ ମୃତ୍ୟୁ ମାମଲା : ହାଇକୋର୍ଟ…

ଭୁବନେଶ୍ବର: ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାର ନୂଆ ମୋଡ୍‌। ହାଇକୋର୍ଟର ଦ୍ବାରସ୍ଥ ହେଲେ ଆଦିତ୍ୟଙ୍କ ବାପା, ମା ଓ ପତ୍ନୀ ବିଦ୍ୟାଶ୍ରୀ। ସିବିଆଇ ତଦନ୍ତ ଦାବି ନେଇ ହାଇକୋର୍ଟରେ ଆବେଦନ କଲେ ପରିବାର ବର୍ଗ। ଗତ କାଲି ବିଦ୍ୟାଶ୍ରୀ ଲାଏ ଡିଟେକ୍ସନ୍ ଟେଷ୍ଟ ଦେଇଥିଲେ। ବର୍ତ୍ତମାନ…

ଆଦିତ୍ୟ ଦାଶ ମୃତ୍ୟୁ ମାମଲା : ସହଯୋଗୀଙ୍କ…

ଭୁବନେଶ୍ବର: ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା ଘଟଣା ଆଜି ଆଉ ପାଦେ ଆଗକୁ ଆଗେଇଛି। ଆଦିତ୍ୟଙ୍କ ୩ ସହଯୋଗୀଙ୍କ ଲାଇ ଡିଟେକ୍ଦନ ଟେଷ୍ଟ ଆରମ୍ଭ ହୋଇଛି। ସହଯୋଗୀ ପପୁ, ବିକାଶ ଓ ଦୀକୁଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଆରମ୍ଭ ହୋଇଛି। ଏନେଇ ଭୁବନେଶ୍ବର ଫରେନସିକ୍‌ ଲ୍ୟାବରେ ଟେଷ୍ଟ ଚାଲିଛି।…

ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ସରିଲା…

ଭୁବନେଶ୍ବର: ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଆଜି ତାଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସଟ ଟେଷ୍ଟ ସରିଛି। ଭୁବନେଶ୍ବର ଫରେନସିକ ଲ୍ୟାବରେ ଦିବ୍ୟାଙ୍କ ଲାଇ ଟେଷ୍ଟ ହୋଇଛି। ପ୍ରାୟ ପାଞ୍ଚ ଘଣ୍ଟା ଧରି ଚାଲିଥିଲା ଲାଇ ଡିଟେକସନ ଟେଷ୍ଟ। ଏଥିରେ ବିଦ୍ୟାଶ୍ରୀଙ୍କୁ ୭୦ଟି ପ୍ରଶ୍ନ ପଚରା ଯାଇଥିବା…

ଆଦିତ୍ୟ ଦାଶ ମୃତ୍ୟୁ ମାମଲା :…

ଭୁବନେଶ୍ବର: ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲ ଆଜି ଆଉ ପାଦେ ଆଗକୁ ଆଗେଇଛି। ସମାଜସେବୀ ଅଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଇ ଡିକେକ୍ସନ ଟେଷ୍ଟ ଆରମ୍ଭ ହୋଇଛି। ଏନେଇ ଭୁବନେଶ୍ବର ଫରେନସିକ୍‌ ଲ୍ୟାବରେ ଜାଇ ଡିକେକ୍ସନ ଟେଷ୍ଟ ଆରମ୍ଭ କରାଯାଉଛିି। ଏହି ଲାଇ ଡିଟେକ୍ସନ ଟେଷ୍ଟରେ…

ଆଦିତ୍ୟ ଦାଶ ମୃତ୍ୟୁ ମାମଲା : ଲାଏ…

ଭୁବନେଶ୍ବର: ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚର ଚିଠି। ଲାଏ ଡିଟେକସନ ଟେଷ୍ଟ ପାଇଁ ଫରେନସିକ୍‌ ବିଭାଗକୁ ଚିଠି ଲେଖିଲା କ୍ରାଇମବ୍ରାଞ୍ଚ । ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କର ହୋଇପାରେ ଲାଏ ଡିଟେକ୍ସନ ଟେଷ୍ଟ। ଏହା ସହିତ ବିକାଶ, ପପୁ ଓ ପ୍ରୀତମଙ୍କର ହୋଇପାରେ ଲାଏ ଡିଟେକସନ…