Odisha Link
Bridging the Missing Links in Odisha
Browsing Tag

Agriculture Minister

କେନ୍ଦ୍ରକୁ କୃଷିମନ୍ତ୍ରୀ ଅରୁଣଙ୍କ ଚିଠି,…

ଭୁବନେଶ୍ବର: ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବା ପାଇଁ ଦାବି କଲେ ଓଡ଼ିଶା ସରକାର। ଏନେଇ ଆଜି କୃଷି ମନ୍ତ୍ରୀ ଅରୁଣ ସାହୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ଦାବି କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ,…

କୃଷକ ଆନ୍ଦୋଳନ ପ୍ରସଙ୍ଗରେ ମୁହଁ ଖୋଲିଲେ…

ନୂଆଦିଲ୍ଲୀ: ନୂତନ କୃଷି ନୀତିକୁ ନେଇ କୃଷକ ମାନଙ୍କ ଆନ୍ଦୋଳନ ଦିନକୁ ଦିନ ତୀବ୍ରତର ହେଉଛି। ଅନେକ ସଙ୍ଗଠନ ଓ ରାଜନୖେତିକ ଦଳ ସେମାନଙ୍କ ସମର୍ଥନରେ ବାହାରୁଛନ୍ତି। ଏପରିକି କୃଷି ନୀତିକୁ ପ୍ରତ୍ୟାହାର କରିବା ଜିଦରେ ଅଡି ବସିଛନ୍ତି ଚାଷୀ। ସେପଟେ ଆଜି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ତୋମାର ଏକ…

ଜାତୀୟ ବାଉଁଶ ମିଶନରେ ଓଡ଼ିଶାକୁ ତିନି…

ଭୁବନେଶ୍ୱର: ଜାତୀୟ ବାଉଁଶ ମିଶନ ଅଧୀନରେ ଗତ ତିନି ବର୍ଷରେ ଓଡ଼ିଶାକୁ ୬.୭୭ କୋଟି ଟଙ୍କା ଅନୁଦାନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ତୈଳ ଓ ପ୍ରାକୃତିକ ବାସ୍ପ ତଥା ଇସ୍ପାତ ମନ୍ତ୍ରୀ…

ଅକ୍ଷିମୁଠି ଅନୁକୂଳ କଲେ କୃଷିମନ୍ତ୍ରୀ…

ନୟାଗଡ଼: ଆଜି ପବିତ୍ର ଅକ୍ଷୟ ତୃତୀୟ ଅବସରରେ ରାଜ୍ୟରେ ରବି ଫସଲ ପାଇଁ ଚାଷ କାର୍ଯ୍ୟ ଆରମ୍ଭ କରିଛନ୍ତି କୃଷକ ସମାଜ। ଏ ଅବସରରେ ନୟାଗଡ଼ ସହର ନିକଟସ୍ଥ ଜଣେ ଚାଷୀଙ୍କ ଜମିରେ ନିଜେ ଜମି ଚାଷ କରିବା ସହ ଧାନ ବୁଣି ଅକ୍ଷିମୁଠି ଅନୁକୂଳ କରିଛନ୍ତି କୃଷି ମନ୍ତ୍ରୀ ଡ. ଅରୁଣ କୁମାର ସାହୁ। ପରମ୍ପରା ଅନୁସାରେ…

ଭିଡିଓ କନ୍‌ଫରେନ୍ସିଂରେ ଏକାଠି ହେଲେ…

ଭୁବନେଶ୍ବର: କରୋନା ମୁକାବିଲା ସମୟରେ ଦେଶର ବିଭିନ୍ନ ରାଜ୍ୟର କୃଷିମନ୍ତ୍ରୀ ଓ ସଚିବମାନଙ୍କର ବୈଠକ ଅନୁଷ୍ଠିତ ହୋଇଯାଇଛି। ଭିଡିଓ କନଫରେନ୍ସିଂ ଜରିଆରେ ଆଜି ଅପରାହ୍ନ ୪ଟାରେ ଅନୁଷ୍ଠିତ ଏହି ବୈଠକରେ ଓଡ଼ିଶାର କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, କୃଷି ଉତ୍ପାଦକ କମିଶନର ପ୍ରଦୀପ୍ତ…

ରାଜ୍ୟର ୫୧ ଲକ୍ଷ ୫୨୯୦ ଚାଷୀ ପାଇଛନ୍ତି…

ଭୁବନେଶ୍ୱର: ରାଜ୍ୟ ସରକାରଙ୍କର କାଳିଆ ଯୋଜନାରେ ଏ ପର୍ଯ୍ୟନ୍ତ ମୋଟ ୫୧ ଲକ୍ଷ ୫୨୯୦ ଜଣ ଚାଷୀଙ୍କୁ ଟଙ୍କା ମିଳିଛି। ଏହି ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ। କାଳିଆ ଯୋଜନା ସମ୍ପର୍କରେ ବିଧାୟକ ତାରା ବାହିନୀପତି, ଅଶ୍ୱିନୀ ପାତ୍ର ଓ ଅନ୍ତ ଜେନାଙ୍କ ପ୍ରଶ୍ନରେ ମନ୍ତ୍ରୀ ଶ୍ରୀ ସାହୁ ଏଭଳି ତଥ୍ୟ…