Odisha Link
Bridging the Missing Links in Odisha
Browsing Tag

Article 370

କଶ୍ମୀର ପାଇଁ ଜୀବନ ଦେବାକୁ ପଛେଇବୁ…

ନୂଆଦିଲ୍ଲୀ: ରାଜ୍ୟସଭା ପରେ ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍ ଆଜି ଲୋକସଭାରେ ଉପସ୍ଥାପିତ ହୋଇଛି ।ଏହି ବିଲ୍‌କୁ ଗତକାଲି ରାଜ୍ୟସଭାରେ ମଞ୍ଜୁରୀ ମିଳିସାରିଛି। ଏହି ବିଲ୍‌ରେ ଜମ୍ମୁ-କଶ୍ମୀରକୁ ଦୁଇଭାଗ କରି ଜମ୍ମୁ-କଶ୍ମୀର ଓ ଲଦାଖକୁ କେନ୍ଦ୍ରଶାସିତ ଅଞ୍ଚଳ କରିବାର ପ୍ରାବଧାନ ରହିଛି। ବିରୋଧଙ୍କ ହଟ୍ଟଗୋଳ…

ପାକିସ୍ତାନ ସଂସଦରେ ମୁଖ୍ୟ ପ୍ରସଙ୍ଗ…

ଇସ୍‌ଲାମାବାଦ୍‌: ଭାରତ ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଛନ୍ତି। ଅପରପକ୍ଷେ ଭାରତର ନିଷ୍ପତ୍ତିରେ ପାକିସ୍ତାନ ଛାନିଆ ହୋଇଯାଇଛି। ସେଥିପାଇଁ ଭାରତର ଏଭଳି ନିଷ୍ପତ୍ତିକୁ ଗତକାଲି ବିରୋଧ କରୁଥିବା ପାକିସ୍ତାନ ଆଜି ଏହାକୁ ଦେଶର ସଂସଦରେ ମୁଖ୍ୟ ପ୍ରସଙ୍ଗ ଭାବେ ଉପସ୍ଥାପନ କରିଛି। ଭାରତ ସରକାର…

ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍‌…

ନୂଆଦିଲ୍ଲୀ: ରାଜ୍ୟସଭା ପରେ ଜାମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍ ଆଜି ଲୋକସଭାରେ ଆଗତ ହୋଇଛି। ରାଜ୍ୟସଭା ପରି ଲୋକସଭାରେ ମଧ୍ୟ ଗୃହମନ୍ତ୍ରୀ ଅମିତ ଶାହା ଏହି ବିଲ୍ ଗୃହରେ ଆଗତ କରିଛନ୍ତି। ସେହିପରି ସାଧାରଣ ବର୍ଗର ଆର୍ଥିକ ଅନଗ୍ରସରଙ୍କ ପାଇଁ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ ନିମନ୍ତେ ଜାମ୍ମୁ-କଶ୍ମୀର…

ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍‌ ଆଜି…

ନୂଆଦିଲ୍ଲୀ: ରାଜ୍ୟସଭା ପରେ ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍ ଆଜି ଲୋକସଭାରେ ଉପସ୍ଥାପନ ହେବ। ଏହି ବିଲ୍‌କୁ ଗତକାଲି ରାଜ୍ୟସଭାରେ ମଞ୍ଜୁରୀ ମିଳିସାରିଛି। ଏହି ବିଲ୍‌ରେ ଜମ୍ମୁ-କଶ୍ମୀରକୁ ଦୁଇଭାଗ କରି ଜମ୍ମୁ-କଶ୍ମୀର ଓ ଲଦାଖକୁ କେନ୍ଦ୍ରଶାସିତ ଅଞ୍ଚଳ କରିବାର ପ୍ରାବଧାନ ରହିଛି। ଜମ୍ମୁ-କଶ୍ମୀରକୁ…

୩୭୦ ଉଚ୍ଛେଦ ପରେ ସବୁଠି ହାଇଆଲର୍ଟ ଜାରି…

ନୂଆଦିଲ୍ଲୀ: ୩୭୦ ଉଚ୍ଛେଦ ପରେ ଆଲର୍ଟ ଜାରି କଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ। ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବ, ଡିଜିପି ଏବଂ ପୁଲିସ କମିଶନ୍‌ଙ୍କୁ ଏନେଇ ଆଲର୍ଟ ଜାରି କରିଛି। ଏଥିସହିତ ବାୟୁ ସେନା, ସ୍ଥଳ ସେନା ଓ ନୌସେନାକୁ ମଧ୍ୟ ହାଇଆର୍ଲଟ ଜାରି କରାଯାଇଛି। ଆବଶ୍ୟକ…

ଭାରତର ନିଷ୍ପତ୍ତି, ପାକିସ୍ତାନ ଛାନିଆ

ଇସ୍‌ଲାମାବାଦ: ଆଜି ମୋଦି ସରକାର ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଭାରତ ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦କୁ ଉଚ୍ଛେଦ କରିଛନ୍ତି। ଏଥିସହ ଜମ୍ମୁ-କଶ୍ମୀରକୁ ରାଜ୍ୟ ବଦଳରେ କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ଦେବାକୁ ସଂକଳ୍ପ ଆଗତ କରିଛନ୍ତି। ଏହାବାଦ୍‌ ଜମ୍ମୁ-କଶ୍ମୀରରୁ ଲଦାଖ ମଧ୍ୟ ଅଲଗା ହେବ। ଏବଂ…