କୃଷିକୁ ନେଇ ଚିନ୍ତାବ୍ୟକ୍ତ କଲେ…
ଭୁବନେଶ୍ୱର: ମହାମାରୀ କରୋନା ଭାଇରସ୍ର ମୁକାବିଲା କରିବା ପାଇଁ ସାରା ଦେଶ ଲକ୍ଡାଉନ୍। କରୋନା ପାଇଁ ଦିନକୁ ଦିନ କୃଷିକାର୍ଯ୍ୟ ବ୍ୟାଘତ ହେବାରେ ଲାଗିଛି। ଏହାରି ମଧ୍ୟରେ କୃଷିକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ। ଲକ୍ଡାଉନ୍ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…