ବସ୍ରେ ଯାତ୍ରା କଲେ ଅରବିନ୍ଦ…
ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଭିନ୍ନ ରୂପ। ବସରୁ ବସ୍ ବୁଲୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଗତକାଲି ଦିଲ୍ଲୀରେ ମହିଳାଙ୍କ ପାଇଁ ଦିଲ୍ଲୀ ସରକାର ମାଗଣା ବସ୍ ସେବା ଯୋଗାଇ ଦେଇଛନ୍ତି। ମାଗଣା ବସ୍ ସେବା ଦ୍ୱାରା ମହିଳାମାନେ କ’ଣ ସୁବିଧା ଓ ଅସୁବିଧାର…