Odisha Link
Bridging the Missing Links in Odisha
Browsing Tag

Arvind Kejriwala

ମୁଡ୍‌ ଅଫ୍‌ ଦି ନେସନ୍‌ ପୋଲ୍: ଆଗରେ…

ନୂଆଦିଲ୍ଲୀ: ପ୍ରକାଶ ପାଇଛି ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେର ମୁଡ୍‌ ଅଫ୍‌ ଦି ନେସନ୍‌ ପୋଲ୍। ପ୍ରକାଶିତ ପୋଲ ଅନୁଯାୟୀ ଜାନୁଆରୀ ୨୦୨୦ରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ବୋଲି ସର୍ବାଧିକ ଲୋକ ମତ ଦେଇଛନ୍ତି। ୧୮% ଭୋଟ୍‌ ସହ ଯୋଗୀ ଆଦିତ୍ୟନାଥ ତାଲିକାର…

ପ୍ରାର୍ଥୀପତ୍ର ଦାଖଲ କଲେ କେଜ୍ରିଓ୍ୱାଲ,…

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ। ସେ ଆଜି ନୂଆଦିଲ୍ଲୀ ବିଧାନସଭା ଆସନ ପାଇଁ ଜାମନଗର ହାଉସ ପହଞ୍ଚି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ହେଲେ ଏହାକୁ ବିରୋଧ କରି କିଛି ସ୍ୱାଧୀନ ବିଧାୟକ ପ୍ରାର୍ଥୀ ନାରାବାଜି କରିଛନ୍ତି।…

କେଜ୍ରିଓ୍ୱାଲ ହେଲେ ଲେଟ୍, ଆସନ୍ତାକାଲି…

ନୂଆଦିଲ୍ଲୀ: ନାମାଙ୍କନ ଦାଖଲ କରିବା ପାଇଁ ରୋଡ ଶୋରେ ବାହାରିିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ହେଲେ କରିପାରିଲେନି ନାମାଙ୍କନ ଦାଖଲ। ରୋଡ୍ ଶୋ କାରଣରୁ ବିଳମ୍ୱ ହୋଇଯାଇଥିଲା। ନିର୍ଦ୍ଧାରିତ ସମୟ ୩ଟାରେ କେଜ୍ରିଓ୍ୱାଲ୍ ପହଞ୍ଚିପାରିନଥିଲେ ତେଣୁ ଆସନ୍ତାକାଲି କେଜ୍ରିଓ୍ୱାଲ…

ସେନା ଦିବସରେ ଶୁଭେଚ୍ଛା ଜଣାଇଲେ…

ନୂଆଦିଲ୍ଲୀ: ଆଜି ସାରା ଦେଶ ପାଳନ କରୁଛି ୭୨ତମ ସେନା ଦିବସ। ଏହି ଅବସରରେ ଭାରତୀୟ ଯବାନ ମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମେତ ବିରୋଧୀ ନେତା, ଜନସାଧାରଣ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମଧ୍ୟ ଭାରତୀୟ ଯବାନ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।…

ଦିଲ୍ଲୀବାସୀ ଆମ କାମ ଦେଖି ଭୋଟ୍‌ ଦେବେ:…

ନୂଆଦିଲ୍ଲୀ: ଆଜି ଅପରାହ୍ନରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ। ଯାହାକୁ ନେଇ ରାଜନୈତିକ ଦଳ ଗୁଡ଼ିକ ଅଙ୍କକଷା ଆରମ୍ଭ କରିଲେଣି। ନିର୍ବାଚନ ତାରିଖ ଘୋଷଣା ହେବା ପରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରରିଓ୍ବାଲ। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ…

‘ସାର ମଫଲର କାହିଁ?’ର ଉତ୍ତର ରଖିଲେ…

ନୂଆଦିଲ୍ଲୀ: କିଛିଦିନ ହେବ ଦିଲ୍ଲୀରେ ପ୍ରବଳ ଶୀତ ଅନୁଭୂତ ହେଉଛି। ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଜଣେ ଟୁଇଟ କରି ମଫଲର କାହିଁ ବୋଲି ଜବାବ ମାଗିଛନ୍ତି। ଅନ୍ୟପଟେ ମଫଲର ହେଉଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଟ୍ରେଡମାର୍କ। ଅରୁଣ ଅରୋରା ନାମକ ଟୁଇଟର…

କେଜରିଓ୍ବାଲଙ୍କ ଫ୍ରୀ ଇଣ୍ଟରନେଟ ସେବା…

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ସରକାର ଦିଲ୍ଲୀରେ ମାଗଣା ୱାଇଫାଇ ସ୍କିମ୍‌ ଆରମ୍ଭ କରିଛନ୍ତି। ଏହାକୁ ଶୁଭରାମ୍ଭ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ହେଲେ ଅରବିନ୍ଦଙ୍କ ଏହି ଫ୍ରୀଓ୍ବାଇଫାଇ ସ୍କିମ୍‌ର ଆରମ୍ଭ ଠିକ୍‌ ଭାବରେ ହୋଇନାହିଁ। ଏପରିକି ଭୁଲ ତିଥିରେ ଫ୍ରୀ ଓ୍ବାଇଫାଇ ଯୋଜନା…

ଆପ୍‌ର ରଣନୀତି ସମ୍ଭାଳିବେ ପ୍ରଶାନ୍ତ

ନୂଆଦିଲ୍ଲୀ: ଆସନ୍ତାବର୍ଷ ହେବ ଦିଲ୍ଲୀ ବିଧାନସଭା ନିର୍ବାଚନ। ଏଥିପାଇଁ ରୋଡମ୍ୟାପ୍‌ ପ୍ରସ୍ତୁତ କରୁଛି ଶାସକ ଦଳ ଆମ୍‌ ଆଦମୀ ପାର୍ଯୀ। ଏଥର ରାଜନୀତିକ ରଣନୀତି ପ୍ରସ୍ତୁତ କରିବା ପାଇଁ ଦିଲ୍ଲୀର ଶାସକ ଦଳ ଆମ୍ ଆଦମୀ ପାର୍ଟି ଜଣାଶୁଣା ନିର୍ବାଚନ ରଣନୀତି ବିଶେଷଜ୍ଞ ପ୍ରଶାନ୍ତ କିଶୋରଙ୍କ ଇଣ୍ଡିଆନ…

ଦିଲ୍ଲୀ: ଯୁଗ୍ମ-ଅଯୁଗ୍ମ ନିୟମ ନମାନି…

ନୂଆଦିଲ୍ଲୀ: ଆଜିଠୁ ଦିଲ୍ଲୀରେ ଲାଗୁ ହୋଇଛି ଯୁଗ୍ମ-ଅଯୁଗ୍ମ ନିୟମ। ଏଥି ସହିତ ଦିଲ୍ଲୀରେ ଦେଖିବାକୁ ମଳିଛି ଯୁଗ୍ମ ଅଯୁଗ୍ମ ରାଜନୀତି। କିଛିଟା ପ୍ରଦୂଷଣକୁ ରୋକିବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ଦିଲ୍ଲର ସରକାର। ହେଲେ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଉଥିବା ବେଲେ ଦିଲ୍ଲୀରେ ବାକ୍‌ ଯୁଦ୍ଧ ରାଜନୀତି…

ଦିଲ୍ଲୀ: ବଢ଼ିଲା ବାୟୁ ପ୍ରଦୂଷଣ, ନଭେମ୍ବର…

ନୂଆଦିଲ୍ଲୀ: ଦେଶର ରାଜଧାନୀ ଏବେ ଧୂଆଁମୟ। ଦିନକୁ ଦିନ ସହରରେ ପ୍ରଦୂଷଣ ମାତ୍ରା ବଢ଼ିବାରେ ଲାଗିଛି। ଏସବୁକୁ ନଜର ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ ସ୍କୁଲ୍‌ ପିଲାମାନଙ୍କୁ ମାସ୍କ ବା ମୁଖା ବଣ୍ଟନ କରିଛନ୍ତି। ଏଥିସହିତ ରାଜଧାନୀରେ ପ୍ରଦୂଷଣ ମାତ୍ରା ବଢ଼ିବାରୁ ନଭେମ୍ବର ୫ ତାରିଖ ଯାଏଁ ସମସ୍ତ…