Odisha Link
Bridging the Missing Links in Odisha
Browsing Tag

Ayodha Case

ସୁପ୍ରିମକୋର୍ଟରେ ଖାରଜ ହେଲା ଅଯୋଧ୍ୟା…

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟ ଅଯୋଧ୍ୟା ମାମଲା ରାୟକୁ ନେଇ ଦାଖଲ ହୋଇଥିବା ରିଭ୍ୟୁ ପିଟିସନ ଗୁଡ଼ିକୁ ଖାରଜ କରିଛନ୍ତି। ସୁପ୍ରିମକୋର୍ଟରେ ମୋଟ୍ ୧୯ଟି ରିଭ୍ୟୁ ପିଟିସନ ପଡ଼ିଥିଲା। ମୁଖ୍ୟ ବିଚାରପତିଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଖାରଜ କଲେ। https://twitter.com/ANI/status/1205077667189379074…

ଅଯୋଧ୍ୟା ମାମଲାରୁ ହଟିଲେ ରାଜୀବ ଧୱନ୍‌,…

ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟରେ ଅଯୋଧ୍ୟା ମାମଲାରେ ମୁସଲିସ୍‌ ପକ୍ଷ ପାଇଁ ଲଢ଼ୁଥିବା ବରିଷ୍ଠ ଓକିଲ ରାଜୀବ ଧଓ୍ବନ୍‌ ଏହି ମାମଲାରୁ ଓହରିଛନ୍ତି। ସେ ନିଜେ ହିଁ ଏହି ବିଷୟରେ ଘୋଷଣା କରିଛନ୍ତି। ସେ ବିନା ଦ୍ୱିଧାରେ ଏହାକୁ ଗ୍ରହଣ କରିଥିବା କହିଛନ୍ତି। ତେବେ ତାଙ୍କୁ ବାହାର କରାଯିବାର କାରଣ ଭୁଲ ଭାବେ…

ଅଯୋଧ୍ୟା ମାମଲା ପୁଣି ସୁପ୍ରିମକୋର୍ଟରେ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଅଯୋଧ୍ୟା ମାମଲା ପୁଣି ଥରେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଗତ ନଭେମ୍ବର ୯ ତାରିଖରେ ଅଯୋଧ୍ୟା ମାମଲାର ଶୁଣାଣି ସୁପ୍ରିମକୋର୍ଟ କରିଥିଲେ। ତେବେ ଆଜି(ସୋମବାର) ଏହି ରାୟକୁ ଚ୍ୟାଲେଞ୍ଜ କରାଯାଇଛି। ଆଜି ରାୟର ପୁନର୍ବିଚାର ଲାଗି ଜମିୟତ ଉଲେମା-ଏ-ହିନ୍ଦ ନାମକ ମୁସଲମାନ ସଂଗଠନ…

ଅଯୋଧ୍ୟା ରାୟ: କିଏ କଣ କହିଲେ ଜାଣନ୍ତୁ

ନୂଆଦିଲ୍ଲୀ: ସାରା ଦେଶ ଆଗରେ ଅଯୋଧ୍ୟା ରାୟ ପ୍ରକାଶ ପାଇସାରିଲାଣି। ଏନେଇ ଦେଶରୁ ବାର୍ତ୍ତା ଆସୁଛି। ଏହି ଅବସରରେ ବିଭିନ୍ନ ବିଶିଷ୍ଟ ବ୍ୟକ୍ତି ମତ ରଖୁଛନ୍ତି। ପ୍ରମୁଖ ଦାୟିତ୍ୱରେ ଥିବା ଏବଂ ବିଭିନ୍ନ ଚର୍ଚ୍ଚିତ ରାଜନୀତିକ ବ୍ୟକ୍ତି କଣ କହିଲେ ଅଯୋଧ୍ୟା ରାୟକୁ ନେଇ ଜାଣନ୍ତୁ। ଲାଲକୃଷ୍ଣ ଆଡଭାନୀ: ମୁଁ…

ଅଯୋଧ୍ୟା ରାୟ ଶୁଣାଣି ପରେ ଏପରି କହିଲେ…

ହାଇଦ୍ରାବାଦ: ଆଜି ବହୁଚର୍ଚ୍ଚିତ ଅଯୋଧ୍ୟା ମାମଲାର ଚୂଡ଼ାନ୍ତ ରାୟ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ରାୟ ଶୁଣାଣି ପରେ ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ୍‌ ଓୱେସି ଶନିବାର ଅଯୋଧ୍ୟା ରାୟକୁ ନେଇ ଅସନ୍ତୋଷ ଜାହିର କରିବା ସହ ପୂର୍ବତନ ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଜେଏସ୍‌ ବର୍ମାଙ୍କୁ ଉଦ୍ଧୃତ କରି…

ଅଯୋଧ୍ୟା ରାୟ: ଭାରତୀୟଙ୍କ ଶାନ୍ତି ଓ…

ନୂଆଦିଲ୍ଲୀ: ଆଜି ଅଯୋଧ୍ୟା ମାମଲାର ଚୂଡ଼ାନ୍ତ ନିଷ୍ପତ୍ତି ଶୁଣାଇଛନ୍ତି ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ଖଣ୍ଡପୀଠ। ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ନେଟ ଟୁଇଟ ଯୋଗେ ବାର୍ତ୍ତା ଦେଇଛନ୍ତି। ମୋଦି କହିଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ କାହାର ଜିତ ବା…

ଅଯୋଧ୍ୟା ଶୁଣାଣିକୁ ସ୍ବାଗତ ଜଣାଇଲେ ମୋହନ…

ନୂଆଦିଲ୍ଲୀ: ଅଯୋଧ୍ୟା ଜମି ବିବାଦକୁ ନେଇ ଆଜି ସୁପ୍ରିମକୋର୍ଟ ଐତିହାସିକ ରାୟ ଦେଇଛନ୍ତି। ଏବେ ଏହାକୁ ନେଇ ବିଭିନ୍ନ ମହଲରୁ ଭିନ୍ନ ଭିନ୍ନ ପ୍ରକାର ପ୍ରତିକ୍ରିୟା ପ୍ରକାଶ ପାଉଛି। ରାଷ୍ଟୀୟ ସ୍ବୟଂ ସେବକ ସଂଘର ମୁଖ୍ୟ ମୋହନ ଭାଗବତ ଏହି ରାୟକୁ ସ୍ବାଗତ ଜଣାଇଛନ୍ତି। ଦୀର୍ଘ ଦଶନ୍ଧୀ ଧରି ଚାଲିଥିବା ଏହି…

ଅଯୋଧ୍ୟା ବିବାଦ: ଆରମ୍ଭରୁ ଆଜି…

ନୂଆଦିଲ୍ଲୀ: ଆଜି ଅଯୋଧ୍ୟା ଜମି ବାବଦ ମାମଲାର ରାୟ ଶୁଣାଣି ହେବ। ଦୀର୍ଘ ୭ ଦଶନ୍ଧି ଧରି ଚାଲିଥିବା ଅଯୋଧ୍ୟା ଜମି ବାବଦ ମାମଲାର ଶୁଣାଣି ପୂର୍ବରୁ ଶେଷ ହୋଇଛି। ଅନେକ ଥର କୋର୍ଟ ବାହାରେ ଏହାର ସମାଧାନ କରିବାକୁ ଉଦ୍ୟମ ହୋଇଥିଲେ ହେଁ ଏହା ବିଫଳ ହୋଇଥିଲା। ସୁପ୍ରିମକୋର୍ଟ ଦୀର୍ଘ ୪୦ ଦିନ କାଳ ନିୟମିତ…

ଅଯୋଧ୍ୟା ବିବାଦ: ଆରମ୍ଭରୁ ଆଜି…

ନୂଆଦିଲ୍ଲୀ: ଆଜି ଅଯୋଧ୍ୟା ଜମି ବାବଦ ମାମଲାର ରାୟ ଶୁଣାଣି ହେବ। ଦୀର୍ଘ ୭ ଦଶନ୍ଧି ଧରି ଚାଲିଥିବା ଅଯୋଧ୍ୟା ଜମି ବାବଦ ମାମଲାର ଶୁଣାଣି ପୂର୍ବରୁ ଶେଷ ହୋଇଛି। ଅନେକ ଥର କୋର୍ଟ ବାହାରେ ଏହାର ସମାଧାନ କରିବାକୁ ଉଦ୍ୟମ ହୋଇଥିଲେ ହେଁ ଏହା ବିଫଳ ହୋଇଥିଲା। ସୁପ୍ରିମକୋର୍ଟ ଦୀର୍ଘ ୪୦ ଦିନ କାଳ ନିୟମିତ…

ଅଯୋଧ୍ୟା ରାୟ: ଆସନ୍ତାକାଲି ସକାଳ ସାଢେ…

ନୂଆଦିଲ୍ଲୀ: ଆସନ୍ତାକାଲି ହେଉଛି ଶନିବାର। ଆସିବ ବହୁ ପ୍ରତୀକ୍ଷିତ ଐତିହାସିକ ଅଯୋଧ୍ୟା ମାମଲା ରାୟ। ଏହି ମାମଲାର ରାୟ ସକାଳ ୧୦.୩୦ ସମୟରେ ଆସିବ ବୋଲି ଜାତୀୟ ଗଣମାଧ୍ୟମମାନଙ୍କରେ ଖବର ପ୍ରକାଶ ପାଇଛି। https://twitter.com/ANI/status/1192828827753275392 ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି…