Odisha Link
Bridging the Missing Links in Odisha
Browsing Tag

Balesore

ଲକ୍‌ଡାଉନ୍: ‘ଆଚ୍ଛା’…

ବାଲେଶ୍ବର: ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ସାରା ଦେଶ ୨୧ ଦିନ ଲକ୍‌ଡାଉନ୍‌। ଏହି ସମୟରେ ସମସ୍ତ ଜନସାଧାରଣଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି ସରକାର। ଅପରପକ୍ଷେ ଲକ୍‌ଡାଉନ୍ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଅନ୍ୟ ରୋଗୀମାନେ। ଏଭଳି ସମୟରେ ବାଲେଶ୍ଵର ରକ୍ତଭଣ୍ଡାରରେ ରକ୍ତ ଆଭାବ…

କରୋନା ମୁକାବିଲା: ସହାୟତାର ହାତ ବଢ଼ାଇଲେ…

ବାଲେଶ୍ୱର: ମହାମାରୀ କରୋନାକୁ ନେଇ ସାରା ବିଶ୍ବ ଚିନ୍ତିତ। ଭାରତରେ କରୋନାର ମୁକାବିଲା କରିବା ପାଇଁ ୨୧ ଦିନ ପାଇଁ ସାରା ଦେଶ ଲକ୍‌ଡାଉନ୍। ଏହି ସମୟରେ ଲୋକଙ୍କୁ ବାହାରକୁ ବାହାରିବାକୁ ପାଇଁ ମନା କରାଯାଇଛି। ସେପଟେ ଘର ଚଳାଇବା ପାଇଁ ଗରିବ ଓ ସାଧାରଣ ଲୋକଙ୍କୁ ନାହିଁ ନଥିବା ସମସ୍ୟା ଭୋଗିଲେଣି। ଆଉ…

ସଚେତନତା ହିଁ ବାୟୁ ପ୍ରଦୂଷଣ ରୋକିବାର…

ବାଲେଶ୍ୱର: ବାୟୁ ପ୍ରଦୂଷଣ ଦ୍ୱାରା ସର୍ବାଧିକ ପ୍ରଭାବିତ ଭାରତର ୧୨୨ଟି ସହର (ନନ-ଆଟେନମେଣ୍ଟ ସହର) ମଧ୍ୟରୁ ବାଲେଶ୍ୱର ଅନ୍ୟତମ। ଚିକାଗୋ ବିଶ୍ୱବିଦ୍ୟାଳୟର ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ଅନୁସାରେ ବାୟୁ ପ୍ରଦୂଷଣ ରୋକା ଯାଇ ପାରିଲେ ବାଲେଶ୍ୱର ଅଧିବାସୀଙ୍କ ହାରାହାରି ପରମାୟୁରେ ତିନି ବର୍ଷ ବୃଦ୍ଧି…

ମାଟ୍ରିକ ପରୀକ୍ଷାରେ ନକଲି ପରୀକ୍ଷାର୍ଥୀ

ବାଲେଶ୍ବର: ଆଜି ଆରମ୍ଭ ହୋଇଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା। ମାଟ୍ରିକ ପରୀକ୍ଷାରେ ଦେଖିବାକୁ ମିଳିଛି ନକଲି ପରୀକ୍ଷାର୍ଥୀ। ପରୀକ୍ଷା କେନ୍ଦ୍ରରୁ ଧରା ପଡିଛି ନକଲି ପରୀକ୍ଷାର୍ଥୀ। ବସ୍ତା ବ୍ଲକ ପାଉଁଶକୁଲି ଆର.ଏନ୍. ହାଇସ୍କୁଲ୍‌ରେ ଧରା ପଡିଛନ୍ତି ନକଲି ପରୀକ୍ଷାର୍ଥୀ। ଡି.ଇ.ଓ ସ୍କ୍ବାର୍ଡ ଦ୍ବାରା…

ଟ୍ରକକୁ ଧକ୍କା ଦେଲା କଣ୍ଟେନର, ଡ୍ରାଇଭର…

ବାଲେଶ୍ବର: ବାଲେଶ୍ୱର ଜିଲ୍ଲାର ଜଳେଶ୍ୱରରେ ଗତକାଲି ରାତିରେ ଏକ କଣ୍ଟେନର ଟ୍ରକ୍‌ ପଛରେ ଧକ୍କା ହେବାରୁ ଟ୍ରକ୍‌ ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି। ତାଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ଲକ୍ଷ୍ମଣନାଥ ଟୋଲଗେଟ୍‌ ନିକଟରେ ଏହି ଦୁର୍ଘଟଣା…

ଫାର୍ମ ହାଉସ୍‌ରେ ନିଆଁ, ୨୦ଲକ୍ଷ ଟଙ୍କାର…

ନୀଳଗିରି: ଫାର୍ମ ହାଉସ୍‌ରେ ନିଆଁ ଲାଗି ୨୦ଲକ୍ଷ ଟଙ୍କାର ସମ୍ପତି ନଷ୍ଟ। ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡ ସିକିଡ଼ିଆ ଗ୍ରାମରେ ଏକ ଫାର୍ମ ହାଉସରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୧୦୦ରୁ ଉର୍ଦ୍ଧ୍ବ ଛେଳି ଜୀବନ୍ତ ଦଗ୍ଧ ହୋଇଥିବା ଜଣାପଡିଛି। କେହି ଦୁର୍ବୃର୍ତ୍ତ ରାଗ ରଖି ନିଆଁ ଲଗାଇଦେଇଥିବା…

ଅଗ୍ନି-୩ର ସଫଳ ପରୀକ୍ଷଣ

ଭୁବନେଶ୍ବର: ବାଲେଶ୍ଵରର ଚାନ୍ଦିପୁର ସ୍ଥିତ ଅବଦୁଲ କଲାମ ଦ୍ଵୀପର ସମ୍ବନିତ ପରୀକ୍ଷଣ ଘାଟିରୁ ପରମାଣୁ ସଂପନ୍ନ ଅଗ୍ନି-୩ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି। ପ୍ରଥମ ଥର ପାଇଁ ସନ୍ଧ୍ୟା ସମୟ ୭ଟା ୧୭ ମିନିଟରେ ୪ ନମ୍ବର ଲଞ୍ଚପ୍ୟାଡରୁ ଅଗ୍ନି-୩ର ବ୍ୟାବହାରିକ ପରୀକ୍ଷଣ କରାଯାଇଛି। ଭାରତୀୟ ପ୍ରତିରକ୍ଷା…

ବାଲେଶ୍ବର ଗ୍ୟାସ୍‌ ଲିକ୍‌ ଘଟଣା:…

ବାଲେଶ୍ୱର: ସିଲ୍ ହେଲା ଫାଲକନ ମେରାଇନ୍ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରି। ବାଲେଶ୍ୱର ଜିଲ୍ଲା ଖନ୍ତପଡ଼ା ଥାନା ଅନ୍ତର୍ଗତ ପଣପଣାରେ ଥିବା ଫାଲ୍‌କନ୍‌ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କ୍ଲୋରିନ୍‌ ଗ୍ୟାସ୍ ଲିକ୍ ଯୋଗୁ ଗତକାଲି ୭୦ରୁ ଉର୍ଦ୍ଧ୍ବ ମହିଳା କର୍ମଚାରୀ ଅଣନିଃଶ୍ୱାସୀ ହୋଇ ଅସୁସ୍ଥ ହୋଇପଡ଼ିଥିଲେ। ଏହି ଘଟଣାରେ…

ଆମୋନିଆ ଗ୍ୟାସ୍‌ ଲିକ୍‌ ହୋଇ ୭୦ ଅସୁସ୍ଥ

ସୋର: ଖନ୍ତାପଡ଼ାରେ ଘଟିଛି ଅଭାବନୀୟ ଅଘଟଣ। ଚିଙ୍ଗୁଡି ପ୍ରୋସେସିଂ ଫ୍ୟାକ୍ଟିରେ ଆମୋନିଆ ଗ୍ୟାସ୍‌ ଲିକ୍‌ ହେବା ଫଳରେ ୭୦ ଜଣ ଅସୁସ୍ଥ। ଖନ୍ତାପଡ଼ାରେ ଥିବା ଚିଙ୍ଗୁଡ଼ି ଫ୍ୟାକ୍ଟିରେ ଆମୋନିଆ ଗ୍ୟାସ୍‌ ଲିକରୁ ଅଘଟଣ। ମିଳିଥିବା ଖବର ଅନୁସାରେ ଅଣନିଶ୍ବାସୀ ହୋଇ ଫ୍ୟାକ୍ଟିରେ ୭୦ରୁ ଉର୍ଦ୍ଧ୍ବ କର୍ମଚାରୀ ଅସୁସ୍ଥ…

୨ଟି ଗୋରୁ ବୋଝେଇ ଟ୍ରକ୍ ଜବତ

ବାଲେଶ୍ବର: ବାଲେଶ୍ବରରୁ ୨ ଗୋରୁ ବୋଝେଇ ଟ୍ରକ୍ ଜବତ କରାଯାଇଛି। ଶେରଗଡ ଟୋଲ୍ ଗେଟ୍ ନିକଟରେ ଗୋରୁ ବୋଝେଇ ଟ୍ରକ୍ ଅଟକାଇଲେ ବଜରଙ୍ଗ ଓ ବିଶ୍ବ ହିନ୍ଦୁ ପରିଷଦର କର୍ମୀ। ଜବତ ୨ଟି ଟ୍ରକରେ ୨୦୦ରୁ ଅଧିକ ଗୋରୁ ଥିବା ଜଣାପଡିଛି। ସମସ୍ତ ଗୋରୁଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନରେ ରଖାଯାଇଛି।…