Odisha Link
Bridging the Missing Links in Odisha
Browsing Tag

Balipatna

ହମ୍ପସରେ ଛିଟିକି କାର୍ ଆଗରେ ପଡ଼ିଲେ…

ବାଲିପାଟଣା : ଘନ କୁହୁଡ଼ି କାରଣରୁ କାର ଆଗକୁ ଆସି ଗଲେ ସ୍କୁଟି ଚାଳକ। କାରଟି ତାଙ୍କ ଗୋଡ଼ରେ ଚଢ଼ି ଯାଉଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକେ ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଆହାତ ହେଲେ ସରୋଜ କାନ୍ତ ଆଚାର୍ଯ୍ୟ। ଏହି ଦୁର୍ଘଟଣାଟି ଭୁବନେଶ୍ୱର ଉପକଣ୍ଠ…

ଲିଭିନଥିଲା ମା’ର ଚିତା, ୪…

ଭୁବନେଶ୍ବର: ଜଣେ ପ୍ରସୂତୀ ମାଆର ମୃତ୍ୟୁ ପରେ ଶ୍ମଶାନରେ ଜଳୁଥିଲା ଚିତା। ଅନ୍ୟପଟେ ମା'ଛେଉଣ୍ଡ ହୋଇଗଲେ ୧୫ ଦିନର ଶିଶୁ କନ୍ୟା ସହ ୩ ଝିଅ। ଅନ୍ୟପଟେ ଅସହାୟ ଗରିବ ସ୍ଵାମୀ ଅନ୍ୟ ଉପାୟ କିଛି ନପାଇ ପତ୍ନୀର ମୃତ୍ୟୁ ପରେ ୧୫ ଦିନର କନ୍ୟା ସହ ତିନି କନ୍ୟାଙ୍କୁ ଚାଇଲ୍ଡ ଲାଇନକୁ ଟେକି ଦେଇଛନ୍ତି। ଏମିତି ଏକ…

ବାଇକ୍ ଉପରେ ମାଡିଗଲା ହାଇଓ୍ବା

ବାଲିପାଟଣା : ବାଲିପାଟଣା ଟଙ୍କପାଣି ବ୍ରିଜ୍ ଉପରେ ଏକ ଦୁର୍ଘଟଣା ହୋଇଛି । ହାଇଓ୍ବା ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ନିଆଳି ଅଞ୍ଚଳର ବିଜୟ କୁମାର ଜେନା । ବିଜୟ ଦୈନିକ ଖବର କାଗଜର ଅଫିସରେ କାର୍ଯ୍ୟରତ ଥିଲେ । ଅଫିସକୁ ବାଇକ ଯୋଗେ ଯାଉଥିବା ବେଳେ ତାଙ୍କ ଉପରେ ଏକ ହାଇୱା…