Odisha Link
Bridging the Missing Links in Odisha
Browsing Tag

Ban

ଟିକ୍‌ଟକ୍ ସମେତ ୫୯ଟି ଚାଇନିଜ୍ ଆପ୍…

ନୂଆଦିଲ୍ଲୀ: ଚାଇନା ମୋବାଇଲ ଆପ୍‌ ବିପକ୍ଷରେ ଭାରତ ସରକାର ନେଲେ କଡ଼ା ଆଭିମୁଖ୍ୟ। ତଥ୍ୟ ଚୋରି ଅଭିଯୋଗରେ ଟିକ୍‌ଟକ୍‌ ସମେତ ୫୯ଟି ଚାଇନା ମୋବାଇଲ୍‌ ଆପ୍‌କୁ ଭାରତରେ ବ୍ୟାନ୍ ଘୋଷଣା କରାଯାଇଛି। ଦେଶର ଏକତା ଓ ସାର୍ବଭୌମତ୍ବ ଏବଂ ସୁରକ୍ଷା ପ୍ରତି ବିପଦ ଥିବାରୁ ଏହି ଆପକୁ ନିଷିଦ୍ଧ ଘୋଷଣା କରିଛନ୍ତି…

ଏ ହେଉଛନ୍ତି ଆଜୀବନ ବ୍ୟାନ ହୋଇଥିବା…

ଓଏଲ୍‌ ବ୍ୟୁରୋ: ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସଲିମ ମଲିକଙ୍କ ଆଜି ହେଉଛି ଜନ୍ମଦିନ। ସେ ଆଜି ୫୭ ବର୍ଷରେ ପାଦ ଥାପିିଛନ୍ତି। ସେ ୧୯୬୩ ମସିହାରେ ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ। ସେ ପାକିସ୍ତାନ କ୍ରିକେଟ ଟିମ୍‌ ପାଇଁ ୧୦୩ ଟେଷ୍ଟ ମ୍ୟାଚ୍‌ ଖେଳି ୧୫ ଶତକ ସହାୟତାରେ ୫୭୬୮ ରନ୍‌…

କରୋନା ପାଇଁ ଲକ୍ଷ୍ନୌରେ ମାଛ ମାଂସ…

ଲକ୍ଷ୍ନୌ: ଚାଇନା ପରେ ଏବେ ଭାରତରେ କାୟା ବିସ୍ତାର କଲାଣି କରୋନା ଭାଇରସ। ବର୍ତ୍ତମାନ ସୁଦ୍ଧା ଭାରତରେ କରୋନା ଭାଇରସରେ ଆକ୍ରାନ୍ତ ସଂଖ୍ୟା ୨୯ କୁ ବୃଦ୍ଧି ପାଇଲାଣି। ଏହାକୁ ଦୃଷ୍ଟିରେ ରଖି କରୋନା ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି। ଏଥିସହ କଞ୍ଚା ମାଂସକୁ ନଛୁଇଁବା ଓ ଭଲ…

ବିମୁଦ୍ରୀକରଣକୁ ପୁରିଲା ତିନି ବର୍ଷ;…

ନୂଆଦିଲ୍ଲୀ: ବିମୁଦ୍ରୀକରଣକୁ ଆଜି ୩ ବର୍ଷ ପୂରୁଛି। ୨୦୧୬ ନଭେମ୍ବର ୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅର୍ଥନୀତିରେ ସେତେବେଳେ ପ୍ରଚଳନ ଥିବା ୧୦୦୦ ଏବଂ ୫୦୦ ଟଙ୍କିଆ ନୋଟକୁ ଅଚଳ ଘୋଷଣା କରିଦେଇଥିଲେ। ଏହା ବଦଳରେ ନୂଆ ୨୦୦୦ ଟଙ୍କିଆ ଏବଂ ୫୦୦ ଟଙ୍କିଆ ନୋଟର ପ୍ରଚଳନ କରାଯାଇଥିଲା।…

ଓଡ଼ିଆ କ୍ରିକେଟର ରାଜେଶଙ୍କ ଉପରୁ ଉଠିଲା…

ଭୁବନେଶ୍ବର: ଓଡ଼ିଆ ପୁଅ ରାଜେଶ ମହାନ୍ତିଙ୍କ ଉପରୁ ଉଠିଲା ବାସନ୍ଦ ନିର୍ଦ୍ଦେଶ। ବିସିସିଆଇ ରାଜେଶଙ୍କ ଉପରୁ ଉଠାଇଛି ବାସନ୍ଦାଦେଶ। ଜାଲ୍‌ ବୟସ ପ୍ରମାଣପତ୍ର ଯୋଗୁଁ ଘରୋଇ କ୍ରିକେଟରୁ ବାସନ୍ଦ ହୋଇଥିବା ଓଡ଼ିଶା ରଣଜୀ ଦଳର ଦ୍ରୁତ ବୋଲର ରାଜେଶ ମହାନ୍ତିଙ୍କ ଉପରୁ ସମସ୍ତ ଦଣ୍ଡ ଉଠାଇ ନେଇଛି ବିସିସିଆଇ।…

ଆଜିଠୁ ଏହି ରାଜ୍ୟରେ ବ୍ୟାନ ହେଲା ଗୁଟଖା

କୋଲକାତା: ଆଜିଠାରୁ ପଶ୍ଚିମବଙ୍ଗରେ ଗୁଟଖା ବ୍ୟାନ। ଏନେଇ ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଗୁଟଖା ଓ ତମ୍ବାଖୁ ତଥା ନକୋଟିନ ଯୁକ୍ତ ପାନ ମସଲାର ଉତ୍ପାଦନ ଓ ବିକ୍ରି ନେଇ କଟକଣା ଜାରି କଲେ ପଶ୍ଚିମବଙ୍ଗ ସରକାର। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ନିକଟରେ ଜାରି…

ମଦ ବିକ୍ରି ବନ୍ଦ ପ୍ରସଙ୍ଗ: ଅଶୋକ ଗେହଲଟ…

ଜୟପୁର: ରାଜ୍ୟରେ ମଦ ବିକ୍ରି ବନ୍ଦ କରିହେବ ନାହିଁ। ଯଦି ବନ୍ଦ ହେବ ତେବେ ରାଜ୍ୟରେ ଅସାଧୁ ଉପାୟରେ ମଦ ବିକ୍ରି ବଢ଼ିଯିବ। ଏଭଳି କହିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ ଅବସରରେ ରାଜସ୍ଥାନ ସରକାର କିଛି ଗୁଟଖା ଓ ପାନ ମସଲା ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।…

ଇ-ସିଗାରେଟ ବ୍ୟାନ୍

ନୂଆଦିଲ୍ଲୀ: ଇ-ସିଗାରେଟକୁ ନିଷିଦ୍ଧ ଘୋଷଣା କଲେ କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଦେଶର ଯୁବପୀଢି ଦିନକୁ ଦିନ ଇଲେକ୍ଟ୍ରୋନିକ ସିଗାରେଟର ମୋହରେ ପଡୁଥିବାରୁ ସରକାର ଏହି ନିଷ୍ପତ୍ତ ନିଆଯାଇଥିବା…

ଟିକ୍‌ଟକ୍‌ କଟକଣା ହଟିଲା

ନୂଆଦିଲ୍ଲୀ: ଗୁଗଲ୍‌ ପ୍ଲେ ଷ୍ଟୋର ଏବଂ ଆପଲ୍‌ ଆପ୍‌ ଷ୍ଟୋରରୁ ବହୁ ଲୋକପ୍ରିୟ ଆପ୍ଲିକେସନ୍‌ ‘ଟିକ୍‌ଟକ୍‌’ ବାଦ୍ ପଡ଼ିବା ପରେ ଏବେ ଟିକ୍‌ଟକ୍‌ପ୍ରେମୀଙ୍କ ପାଇଁ ଆଶ୍ୱସ୍ତିର ଖବର ଆସିଛି। ଗତ ସପ୍ତାହରେ ହିଁ ଏହାକୁ ବ୍ୟାନ କରିଥିବା ମାଡ୍ରାସ୍‌ ହାଇକୋର୍ଟ ଏହି ବ୍ୟାନ୍‌ ହଟାଇଛନ୍ତି। କୋର୍ଟ ବିଶଦ…