Odisha Link
Bridging the Missing Links in Odisha
Browsing Tag

Ban

ବାଣ ବିକ୍ରି ଓ ଫୁଟାଇବା ଉପରେ ରୋକ୍

ଭୁବନେଶ୍ବର: ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା। ନଭେମ୍ବର ୧୦ରୁ ନଭେମ୍ବର ୩୦ ପର୍ଯ୍ୟନ୍ତ ବାଣ ବିକ୍ରି ଓ ଫୁଟାଇବା ଉପରେ ରୋକ୍‌ ଲଗାଇଲେ ସ୍ବତନ୍ତ୍ର ରିଲିଫ୍ କମିଶନର। ଏନେଇ ରାଜ୍ୟ ତମାମ କଟକଣା ଜାରି କଲେ ସ୍ବତନ୍ତ୍ର ରିଲିଫ୍ କମିଶନର। ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କ ସୂଚନା ମୁତାବକ, ବାଣ ବିକ୍ରି…

ଚଳିତ ବର୍ଷ ହେବନି ବାଲିଯାତ୍ରା

କଟକ: ଚଳିତ ବର୍ଷ ହେବନି କଟକ ପ୍ରସିଦ୍ଧ ବାଲିଯାତ୍ରା। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ବାଲିଯାତ୍ରା ହେବନାହିଁ। ଏନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନି ସୂଚନା ଦେଇଛନ୍ତି। ଏଥିସହ ସାମୁହିତ ବୋଇତ ବନ୍ଦାଣ ଉତ୍ସବ ଉପରେ ମଧ୍ୟ ବାରଣ କରାଯାଇଛି। କଟକରେ କରୋନା ସଂକ୍ରମଣକୁ ଏବଂ ଭିଡକୁ…

ପାକିସ୍ତାନରେ ବ୍ୟାନ୍ ହେଇପାରେ ଟିକ୍ ଟକ୍

ନୂଆଦିଲ୍ଲୀ: ଭାରତ, ଆମେରିକା ପରେ ପରେ ଏବେ ପାକିସ୍ତାନରେ ବ୍ୟାନ୍ ହେଇପାରେ ଚାଇନିଜ୍‌ ଆପ୍ ଟିକ୍ ଟକ୍। ଅଶାଳୀନ ଓ ଅଶ୍ଳୀଳ କମେଣ୍ଟକୁ ନେଇ ପାକିସ୍ତାନ ସରକାର ଚାଇନିଜ୍‌ ଆପ୍ ଟିକ୍ ଟକ୍‌ କୁ ବ୍ୟାନ୍‌ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଖୁବଶୀଘ୍ର ଏ ନେଇ ସରକାରୀ ଘୋଷଣା କରାଯିବ ବୋଲି ଗଣମାଧ୍ୟମ…

ଖୋର୍ଦ୍ଧା ନିଜିଗଡ ତାପଙ୍ଗକୁ…

ଭୁବନେଶ୍ୱର: ଗତ କିଛି ଦିନ ହେବ ପର୍ଯ୍ୟଟନସ୍ଥଳୀ ଭାବି ଯୁବପିଢିଙ୍କ ସୁଅ ଛୁଟି ଥିବା ଖୋର୍ଦ୍ଧା ଜିଲ୍ଲା ନିଜିଗଡ଼ ତାପଙ୍ଗ କୁ ନିଷିଦ୍ଧାଞ୍ଚଳ ଘୋଷଣା କଲା ଜିଲ୍ଲା ପ୍ରଶାସନ। ନିଷିଦ୍ଧାଞ୍ଚଳ ଘୋଷଣା ପୂର୍ବକ ଜିଲ୍ଲା ପ୍ରଶାସନ ତାପଙ୍ଗ ନଯିବାକୁ କଟକଣା ଜାରି କରିଛି ଖୋର୍ଦ୍ଧାର ଏହି ସ୍ଥାନଟି ନିକଟରେ ଏକ…

ଆମେରିକାରେ ଟିକ୍‌ଟକ୍‌, ଓ୍ଵିଚାଟ୍ ଉପରେ…

ନୂଆଦିଲ୍ଲୀ: ଭାରତ ପରେ ଆମେରିକାରେ ଚାଇନିଜ୍ ଆପ୍‌ ଟିକ୍‌ଟକ୍‌ ଓ ଓ୍ଵିଚାଟ୍ ଉପରେ ଲାଗିଲା କଟକଣା। ରାଇଟର୍ସର ରିପୋର୍ଟ ଅନୁଯାୟୀ ଡୋନାଲ୍ଡ ଟ୍ରମ୍ପ ସେପ୍ଟେମ୍ବର ୨୦ରୁ ଆମେରିକାରେ ଟିକ୍‌ଟକ୍‌ ଏବଂ ଓ୍ଵିଚାଟ୍ ଉପରେ କଟକଣା ଲଗାଇବାକୁ ଘୋଷଣା କରିଛନ୍ତି। ଅର୍ଥାତ ସେପ୍ଟେମ୍ବର ୨୦ରୁ ଆମେରିକାରେ…

ଡିଜିଟାଲ ଷ୍ଟ୍ରାଇକ୍‌: ପବ୍‌-ଜି ସମେତ ଆଉ…

ନୂଆଦିଲ୍ଲୀ: ପୁଣି ଆସିଲା ବଡ଼ ଖବର। କେନ୍ଦ୍ର ସରକାରଙ୍କର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। ସୀମାରେ ଭାରତ-ଚୀନ ମଧ୍ୟରେ ଜାରି ରହିଥିବା ତିକ୍ତତା ମଧ୍ୟରେ କେନ୍ଦ୍ର ସରକାରଙ୍କର ଆଉ ଏକ ବଡ଼ ନିଷ୍ପତ୍ତି । ସବୁଠୁ ଅଧିକ ବୃବହୃତ ଗେମିଂ ମୋବାଇଲ ଆପ୍‌ ପବ୍‌-ଜି ଆପ୍‌ ସମେତ ୧୧୮ ମୋବାଇଲ ଆପ୍‌କୁ ବ୍ୟାନ ଘୋଷଣା…

ଗଞ୍ଜାମରେ ହେବନି ଗଣେଶ ପୂଜା

ଗଞ୍ଜାମ: କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ଗଞ୍ଜାମରେ ହେବନି ଗଣେଶ ପୂଜା। ପୂଜା ଉପରେ ରୋକ ଲାଗାଇଛନ୍ତି ଗଞ୍ଜାମ ଜିଲ୍ଲାପାଳ। ଏନେଇ ଜିଲ୍ଲାପାଳ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଅତି ଜରୁରୀ କାମ ନଥିଲେ ଘରୁ ନ ବାହାରିବାକୁ ଲୋକଙ୍କୁ ପରାମର୍ଶ ଦେବା ସହ କରୋନା ସଂକ୍ରମଣ ରୋକିବାକୁ ଲୋକଙ୍କ ସହଯୋଗ…

ତାଳଚେରରେ ଗଣେଶ ପୂଜା ମନା

ତାଳଚେର: ପ୍ରତିବର୍ଷ ତାଳଚେରରେ ଗଣେଶ ପୂଜା ଧୁମଧାମରେ ପାଳିତ ହୋଇଥାଏ। ମାତ୍ର ଚଳିତ ବର୍ଷ କରୋନା ମହାମାରୀ ପାଇଁ ତାଳଚେରରେ ଗଣେଶ ପୂଜା ଉପରେ ରୋକ ଲଗାଇଛି ତାଳଚେର ପ୍ରଶାସନ। ଚଳିତ ବର୍ଷ ଗଣେଶ ପୂଜା ଉପରେ ରୋକ୍ ଲଗାଇଛନ୍ତି ତାଳଚେର ଉପଜିଲ୍ଲାପାଳ। କୋଭିଡ ୧୯ର ଭୟାବହତାକୁ ନଜରରେ ରଖି ପ୍ରଶାସନ ଏଭଳି…

ଭାରତର ଆଉ ଏକ ଡିଜିଟାଲ ଷ୍ଟ୍ରାଇକ୍, ଆଉ…

ନୂଆଦିଲ୍ଲୀ: ଏଲଏସିରେ ଚୀନ ସହିତ ସୀମା ବିବାଦ ଲାଗି ରହିଥିବା ବେଳେ ଭାରତର ଆଉ ଏକ ଡିଜିଟାଲ ଷ୍ଟ୍ରାଇକ୍।ପୂର୍ବରୁ ୫୯ଟି ଚାଇନା ଆପ୍‌କୁ ନିଷିଦ୍ଧ ଘୋଷଣା କରିଥିବା ଭାରତ ଏବେ ଆଉ ୪୭ଟି ଆପ୍‌ କୁ ବ୍ୟାନ କରିବାକୁ ଯାଉଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବା ନେଇ…

ଗଜପତି ପରେ ୨ ଜିଲ୍ଲାବାସୀଙ୍କୁ ଅନୁଗୁଳ…

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଭୟଙ୍କର ରୂପ ନେଉଛି ମହାମାରୀ କରୋନା ଭାଇରସ୍। ରାଜ୍ୟର ସମସ୍ତ ଜିଲ୍ଲାରେ କରୋନା ସ୍ଥିତି ବେକାବୁ। ଏହାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ନେଉଛନ୍ତି ବଡ଼ ପଦକ୍ଷେପ। କରୋନା ଭୟାବହତାକୁ ନଜରରେ ରଖି ବିଭିନ୍ନ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଜ ନିଜର ସୀମାଗୁଡ଼ିକ ସିଲ…