Odisha Link
Bridging the Missing Links in Odisha
Browsing Tag

Bar

ବାର୍‌ରେ ଜମିଥିଲା ଆସର, ତାପରେ…

ଭୁବନେଶ୍ବର: କରୋନା କଟକଣାକୁ ଫୁ କରି ବାର୍‌ରେ ଜମିଥିଲା ଆସର। ପରେ କୋଭିଡ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ସିଲ୍‌ ହେଲା ରାଜଧାନୀର ଜନପଥରେ ଥିବା ମ୍ୟାଡ୍‌ ମୁଲ ବାରକୁ ସିଲ୍‌ କରିଛି ବିଏମ୍‌ସି। ନାଇଟ୍‌ କର୍ଫ୍ୟୁ ନିୟମ ଉଲ୍ଲଂଘନ ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସୂଚନା ରହିଛି। ରାଜ୍ୟରେ…

ଖୋଲିବ ବାର୍ ଓ ବିୟର ପାର୍ଲର

ଭୁବନେଶ୍ୱର: ଏଣିକି ଖୋଲିବ ବାର୍ ଓ ବିୟର ପାର୍ଲର। ରାଜ୍ୟରେ କରୋନା ସଂକ୍ରମଣ ମାମଲା ହ୍ରାସ ପାଉଥିବାରୁ ରାଜ୍ୟ ସରକାର ଆଜି ସମସ୍ତ ରେଷ୍ଟୁରାଣ୍ଟ, ହୋଟେଲ, କ୍ଲବରେ ଥିବା ବାର ସମେତ ବିୟର ପାର୍ଲରକୁ ତତ୍କାଳ ପ୍ରଭାବରୁ ଖୋଲିବାକୁ ଅନୁମତି ଦେଇଛନ୍ତି। କଣ୍ଟେନମେଣ୍ଟ ଜୋନ୍ ମଧ୍ୟରେ ଥିବା କୌଣସି ବାର୍…

ଜନ୍ମଦିନ ପାର୍ଟି ପାଳନ ବେଳେ ସିଲ୍ ହେଲା…

ଭୁବନେଶ୍ବର: ଭୁବନେଶ୍ବର ଇନଫୋସିଟି ସ୍ଥିତ ଇକୋସ୍ ବାର୍‌ ସିଲ୍। କୋଭିଡ୍ କଟକଣାର ଉଲଂଘନ ହୋଇଥିବା ଅଭିଯୋଗରେ କମିଶନରେଟ୍ ପୋଲିସ୍ ଉକ୍ତ ବାରକୁ ସିଲ୍ କରିଛି। ବାରରେ ଏକ ଜନ୍ମଦିନ ପାର୍ଟି ପାଳନ କରାଯାଉଥିଲା। ପାର୍ଟିରେ ଅଧିକ ସଂଖ୍ୟକ ଲୋକ ସାମିଲ ହେବା ସହ ସାମାଜିକ ଦୂରତ୍ୱକୁ ପାଳନ କରିନଥିଲେ।…

କରୋନା କଟକଣା ମଧ୍ୟରେ ଖୋଲିଲା…

ଭୁବନେଶ୍ୱର: ଅନ୍‌ଲକ୍‌ ୪ ରେ ରାଜ୍ୟରେ କିଛି କରୋନା ନିୟମରେ ପରିବର୍ତ୍ତନ ହୋଇଛି। କରୋନା କଟକଣା ମଧ୍ୟରେ ଆଜି ରେଷ୍ଟୁରାଣ୍ଟ ଓ ବାର୍‌ ଖୋଲିଛି। ଏଣିକି ରାଜ୍ୟରେ ହୋଟେଲ, ବାର ଓ ରେଷ୍ଟୁରାଣ୍ଟରେ ଗ୍ରାହକ ମାନେ ବସି ଖାଇ ପାରିବେ। ଗତକାଲି ରାଜ୍ୟ ସରକାର ଏନେଇ ବିଜ୍ଞପ୍ତି ପ୍ରକାଶ କରିବା ପରେ ଆଜି…

ରେଷ୍ଟୁରାଣ୍ଟ୍, ବାର୍, କଫିସପ୍‌ ଆଦି…

ଭୁବନେଶ୍ବର: କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଆଜି ଠାରୁ ରାଜ୍ୟର ସମସ୍ତ ଏକକ ରେଷ୍ଟୁରାଣ୍ଟ୍, ବାର୍, କଫିସପ୍, କ୍ୟାଣ୍ଟିନ୍‌ ଓ ଅନ୍ୟାନ୍ୟ ଖାଦ୍ୟପେୟ ଶାଳା ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଏଗୁଡ଼ିକ ତୁରନ୍ତ ବନ୍ଦ କରିବାକୁ ସରକାରୀ ବିଜ୍ଞପ୍ତିରେ ନିର୍ଦ୍ଦେଶ ଦିଆଯାଇଛି।…