Odisha Link
Bridging the Missing Links in Odisha
Browsing Tag

Bhawanipatna

ଭିଜିଲାନ୍ସ ପଞ୍ଝାରେ ସହକାରୀ ପ୍ରକଳ୍ପ…

ଓଏଲ୍‌ ବ୍ୟୁରୋ : ଭିଜିଲାନ୍ସ ଜାଲରେ ଜଳ ବିଭାଜିକା ପ୍ରକଳ୍ପର କର୍ମଚାରୀ। ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ କାବୁ କରିଛି। ଭିଜିଲାନ୍ସ ପଞ୍ଝାରେ ପଡିଥିବା ବାବୁ ଜଣକ ହେଉଛନ୍ତି ଭବାନୀପାଟଣା ଜଳ ବିଭାଜିକା ପ୍ରକଳ୍ପର ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ୟାମ ସୁନ୍ଦର ବଳ।…

GST ଠକେଇ ଅଭିଯୋଗରେ ଏକ ଟ୍ରକ ଉପରେ…

ଭବାନୀପାଟଣା: ଭବାନୀପାଟଣା ଜିଏସଟି ଠକେଇ ଅଭିଯୋଗରେ ପଞ୍ଜାବରୁ ଆସୁଥିବା ଏକ ଟ୍ରକକୁ ଭବାନୀପାଟଣା ଏନଫୋର୍ସମେଣ୍ଟରେଞ୍ଜ ପକ୍ଷରୁ ଚଢଉ କରାଯାଇଥିଲା। ଜିଏସଟି ଫାଙ୍କିବା ନେଇ ୧ ଲକ୍ଷ ୮୨ ହଜାର ୨୫୨ ଟଙ୍କା ଜରିମାନା ଆଦାୟ କରାଯାଇଛି। ପ୍ରକାଶ ଯେ, ପଞ୍ଜାବ ରାଜ୍ୟର ଫିରୋଜପୁର ସହରର ଇଣ୍ଡିଏନ ଫାଉଣ୍ଡରି…

ଭିଜିଲାନ୍ସ ଜାଲରେ ପୂର୍ବତନ ବିଜେଡି…

ଭବାନୀପାଟଣା: ପୂର୍ବତନ ବିଜେଡି ବିଧାୟକ ଅନାମ ନାୟକଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ଉ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରାଯାଇଛି। ତାଙ୍କର ଭବାନୀପାଟଣାର ନକଟିଗୁଡ଼ା ସ୍ଥିତ ବାସଭବନ ସହିତ ମଦନପୁର ରାମପୁରରେ ଥିବା ହୋଟେଲରେ ଚଢ଼ଉ ଚାଲିଛି। ଭିଜିଲାନ୍ସ ଡିଏସ୍‌ପି ସତ୍ୟବାନ…

ଭବାନୀପାଟଣାରେ ଉଦଘାଟିତ ହେଲା…

କଳାହାଣ୍ଡି: ଭବାନୀପାଟଣା ପୌର ପରିଷଦ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ଉଦଘାଟିତ ହେଲା ୫୦ ଶଯ୍ୟା ବିଶିଷ୍ଟ ଆଶ୍ରୟସ୍ଥଳୀ। ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଛନ୍ତି। ଏହି ଉଦ୍‌ଦ୍ଘାନ କାର୍ଯ୍ୟକ୍ରମରେ ରାଜ୍ୟ ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ, ମନ୍ତ୍ରୀ…

ଭବାନୀପାଟଣାରେ ସେକ୍ସ ରାକେଟ୍ ଠାବ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଏକ ସେକ୍ସ ରାକେଟ ଠାବ କରାଯାଇଛି। ନାକଟିଗୁଡ଼ା ଛକରେ ଥିବା ଏକ ଘରେ ଏହି ସେକ୍ସ ରାକେଟକୁ ଠାବ କରିଛି ଟାଉନ୍ ଥାନା ପୋଲିସ। ଏହି ଘରୁ ୫ ଜଣ ଯୁବତୀଙ୍କ ସହ ୩ ଜଣ ଗ୍ରାହକଙ୍କୁ ଅଟକ ରଖାଯାଇଛି। ପୋଲିସର ସୂଚନା ଅନୁଯାୟୀ ୫ ଯୁବତୀଙ୍କ ମଧ୍ୟରୁ ୩ ଜଣ…

ଚେକିଂ ନାଁରେ ବିଚ୍ ରାସ୍ତାରେ…

କଳାହାଣ୍ଡି : ଚେକିଂ ନାଁରେ ବିଚ୍ ରାସ୍ତାରେ ମହିଳାଙ୍କଠାରୁ ଦୁର୍ବୃତ୍ତମାନେ ସୁନା ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ଏଭଳି ଅଭିଯୋଗ ଆସିଛି। ତେବେ ଲୁଟ୍‌ ବେଳର ପୂରା ଘଟଣା ସିସିଟିଭିରେ କଏଦ ହୋଇଛି। ସୂଚନା ଅନୁସାରେ, ଗତକାଲି ରାମକଲି ଅଗ୍ରଓ୍ୱାଲ ନାମକ ଜଣେ…