Odisha Link
Bridging the Missing Links in Odisha
Browsing Tag

birth day

ସୁଶାନ୍ତଙ୍କ ଜନ୍ମଦିନରେ ହାତଯୋଡ଼ି ଏପରି…

ମୁମ୍ବାଇ: ଆଜି ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଜନ୍ମଦିନ। ସୁଶାନ୍ତଙ୍କ ଜନ୍ମଦିନ ଅବସରରେ ସର୍ବ ସମ୍ମୁଖରେ ହାତ ଯୋଡିଲେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ।‌ ରାସ୍ତାରେ ହାତ ଯୋଡି ଅନୁରୋଧ କଲେ ରିଆ। ସୁଶାନ୍ତଙ୍କ ମୃତ୍ୟୁ ନେଇ ଚର୍ଚ୍ଚାକୁ ଆସିଥିବା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ…

ପେପର ବଏରୁ ଭାରତର ରାଷ୍ଟ୍ରପତି, ଆଜି…

ନୂଆଦିଲ୍ଳୀ: ଯାହା ପାଖରେ ଜାତି ଧର୍ମ ହାର ମାନିଛି। ଯାହାଙ୍କ ନାମ ଶୁଣିଲେ ଉଭୟ ହିନ୍ଦୁ ଓ ମୁସଲମାନଙ୍କ ଓଠରେ ହସ ଫୁଟିଥାଏ। ଆଜି ଭାରତ ମାତାର ସେହି ସୁଯୋଗ୍ୟ ସନ୍ତାନଙ୍କର ଜନ୍ମଦିବସ। ଆଜି 'ମିଶାଇଲ୍‌ ମ୍ୟାନ୍‌' ତଥା ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ୮୯ ତମ ଜନ୍ମ ଦିବସ। ଅବଦୁଲ…

୯୧ ବର୍ଷରେ ପାଦ ଥାପିଲେ କୋକିଳ କଣ୍ଠୀ…

ଭୁବନେଶ୍ବର: ଭୁବନେଶ୍ବର: ଭାରତର କୋକିଳ କଣ୍ଠୀ ଲତା ମଙ୍ଗେଶକରଙ୍କର ଆଜି ଜନ୍ମଦିନ। ଆଜି ସେ ୯୧ ବର୍ଷରେ ପାଦ ଥାପିଛନ୍ତି। ଆଜି ଲତାଙ୍କୁ ତାଙ୍କ ଜନ୍ମଦିନରେ ତାଙ୍କ ପ୍ରଶଂସକମାନେ ଶୁଭେଚ୍ଛା ଜଣାଇ ତାଙ୍କର ଉତ୍ତମ ସ୍ବାସ୍ଥ୍ୟ କାମନା କରିଛନ୍ତି। ଭରତ ରତ୍ନ 'ଲତା ମଙ୍ଗେଶକର ୩୬ ଟି ଭାଷାରେ ୫୦ ହଜାରରୁ…

ଆଜି ସଚିନ ତେନ୍ଦୁଲକରଙ୍କ ଜନ୍ମଦିନ

ନୂଆଦିଲ୍ଲୀ: ଭାରତର କିମ୍ବଦନ୍ତୀ କ୍ରିକେଟ ଖେଳାଳି ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକରଙ୍କ ଆଜି ଜନ୍ମଦିନ। ଆଜି ୪୭ ବର୍ଷରେ ପାଦ ଥାପିଛନ୍ତି ଗଡ୍ ଅଫ୍‌ କ୍ରିକେଟ ସଚିନ ତେନ୍ଦୁଲକର। ସେ ୧୯୭୩ ଏପ୍ରିଲ୍‌ ୨୪ରେ ମୁମ୍ବାଇଠାରେ ଜନ୍ମ ଗ୍ରହଣ କରିଥିଲେ। ଚଳିତବର୍ଷ ମହାମାରୀ କରୋନା ଭାଇରସ ପାଇଁ ସଚିନ…

୫୫ ବର୍ଷ ବୟସରେ ପଦାର୍ପଣ କଲେ ଆମିର

ମୁମ୍ବାଇ : ବଲିଉଡ ସୁପରଷ୍ଟାର ଆମିର ଖାନଙ୍କର ଆଜି ଜନ୍ମ ଦିନ । ସେ ୧୯୬୫ ମାର୍ଚ୍ଚ ୧୪ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ । ୫୫ ବର୍ଷରେ ପଦାର୍ପଣ କରିଛନ୍ତି ଆମିର । ସେ ଶିଶୁ କଳାକାର ଭାବେ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ସିନେମା ଏବଂ ସମାଜରେ ଲଗାତାର ପରିବର୍ତ୍ତନକୁ ସ୍ୱୀକାର କରି ଆମିର ନିଜ…

୨ ଥର ମରଣ ମୁହଁରୁ ବଞ୍ଚିଥିଲେ ପ୍ରିତି

ମୁମ୍ବାଇ : ବଲିଉଡର ଚୁଲବୁଲି ଅଭିନେତା ପ୍ରୀତି ଜିଣ୍ଟା ଆଜି ୪୫ ବର୍ଷରେ ପଦାର୍ପଣ କରିଛନ୍ତି । ୧୯୭୫ ଜାନୁୟାରୀ ୩୧ରେ ଶିମଲାଠାରେ ଜନ୍ମଗ୍ରହଣ କରିଥିଲେ ପ୍ରିତି । ତାଙ୍କ ପିତା ଜଣେ ଭାରତୀୟ ସେନାରେ ଅଫିସର ଥିଲେ। ତାଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ୧୯୯୮ ମସିହାରେ "ଦିଲ୍ ସେ" ସିନେମା…

୪୬ବର୍ଷ ବୟସରେ ହ୍ରିତିକ

ମୁମ୍ବାଇ : ବଲିଉଡ଼ର ଷ୍ଟାର ହ୍ରିତିକ ରୋଶନଙ୍କର ଆଜି ଜନ୍ମ ଦିନ । ସେ ଆଜି ୪୬ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ହ୍ରିତିକ ଜାନୁୟାରୀ ୧୦ , ୧୯୭୪ ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ପିତା ରାକେଶ ରୋଶନଙ୍କ ପ୍ରଯୋଜିତ ସିନେମା କହୋନା ପ୍ୟାର ହୈ ଜରିଆରେ ବଲିଉଡ଼କୁ ଆସିଥିଲେ । ସେ ୨୦୦୦ ମସିହାରେ…