Odisha Link
Bridging the Missing Links in Odisha
Browsing Tag

BJD-BJP

ଆବାସ ଯୋଜନାକୁ ନେଇ ବିଜେଡ଼ି-ବିଜେପି…

ବାରିପଦା: ଆବାସ ଯୋଜନାରେ ହିତାଧିକାରୀଙ୍କ ଘରେ ବିଜୁ ପକ୍କା ଷ୍ଟିକର୍‌ ଲାଗିବାକୁ ନେଇ ବିଜେପି-ବିଜେଡି ମଧ୍ୟରେ ବାକ୍‌ଯୁଦ୍ଧ ଲାଗିରହିଥିବାବେଳେ ମୟୂରଭଞ୍ଜରେ ମଧ୍ୟ ଏହାର ତାତି ଦେଖିବାକୁ ମିଳିଛି। ଏହାକୁ ନେଇ କଥାକଟି ଉତ୍ତେଜନାର ରୂପ ନେଇଛି। ଏହି ସମୟରେ ମୟୂରଭଞ୍ଜ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା…

‘ଏଇଠି ପାଟିତୁଣ୍ଡ, ଲୋକସଭାରେ…

ଭୁବନେଶ୍ୱର: ଆଜି ଲୋକସଭାରେ ଆଗତ ହୋଇଥିବା ନାଗରିକତା ସଂଶୋଧନ ବିଲକୁ ସମର୍ଥନ ଜଣାଇଛି ବିଜୁ ଜନତା ଦଳ। ବିଲକୁ ବିଜେଡିର ସମର୍ଥନକୁ ନେଇ କଟାକ୍ଷ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସେ ଉଭୟ ବିଜେଡି ଓ ବିଜେପିକୁ କଟାକ୍ଷ କରିଛନ୍ତି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ,…

ବରୀ ବ୍ଲକ ଅଧ୍ୟକ୍ଷା ଉପନିର୍ବାଚନ:…

ଯାଜପୁର: ଆଜି ବରୀ ବକ୍ଲ ଅଧ୍ୟକ୍ଷା ପଦ ପାଇଁ ଉପ ନିର୍ବାଚନ ହେଉଛି। ସେ ନେଇ ଚାଲିଛି ପ୍ରସ୍ତୁତି। ହେଲେ ଦେଖିବାକୁ ମିଳିଛି ବରୀରେ ଦେଖିବାକୁ ମିଳିଛି ଏକତରଫା ପ୍ରସ୍ତୁତି। ରାଜ୍ୟସଭାରେ ବିଜେପି ପ୍ରାର୍ଥୀକୁ ସମର୍ଥିତ କରି ସହଯୋଗର ହାତ ବଢେଇଥିବା ବିଜେଡି ବରୀ ବ୍ଲକ୍‌ ଅଧ୍ୟକ୍ଷା ଉପନିର୍ବାଚନ ପାଇଁ…

ପାଟକୁରାରେ ମିଳିତ ପ୍ରାର୍ଥୀ ଦିଅନ୍ତୁ…

ଭୁବନେଶ୍ବର: ପାଟକୁରା ବାସୀ ତଥା ଓଡିଶା ବାସୀଙ୍କୁ ଉଭୟ ବିଜେଡି-ବିଜେପି ଦୁଇଦଳ କାହିଁକି ଠକୁଛନ୍ତି?  ଉଭୟ ଦଳ ମିଶି ଜଣକୁ କାହାକୁ ଏହି ନିର୍ବାଚନରୁ ଓହରାଇ ନିଅନ୍ତୁ ଓ ଅନ୍ୟ ଜଣଙ୍କୁ ମିଳିତ ପ୍ରାର୍ଥୀ ଭାବେ ଘୋଷଣା କରନ୍ତୁ ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଛନ୍ତି। ଏଥି ସହିତ…

ରାଜ୍ୟସଭା କାର୍ଯ୍ୟକାଳ: ସସ୍ମିତ ୩ ବର୍ଷ,…

ଭୁବନେଶ୍ବର: ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ବିଜେଡ଼ିର ୨ ପାର୍ଥୀ ଏବଂ ବିଜେପିର ଜଣେ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଜେଡ଼ି ସୁପ୍ରିମୋ ନବୀନଙ୍କ ଉପସ୍ଥିତିରେ ବିଜେଡ଼ି ପ୍ରାର୍ଥୀ ଅମର ପଟ୍ଟନାୟକ ଏବଂ ସସ୍ମିତ ପାତ୍ର ନାମାଙ୍କନ ପତ୍ର ଦାଖଲ କରିଥିଲେ। ଏପଟେ ବିଜେପି ପ୍ରାର୍ଥୀ ଅଶ୍ବିନୀ…

ବିଜେଡ଼ି ସହ ଗୁପ୍ତ ନୁହେଁ, ଖୋଲା ବୁଝାମଣା…

ଭୁବନେଶ୍ବର: ଅଶ୍ୱିନୀ ବୈଷ୍ଣବଙ୍କୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ। ବିଜେପି ପ୍ରାର୍ଥୀଙ୍କୁ ବିଜେଡ଼ି କଣ ପାଇଁ ସମର୍ଥନ କରୁଛି ଉଭୟ ବିଜେଡ଼ି ଓ ବିଜେପି କର୍ମୀ ମଧ୍ୟ ରହସ୍ୟ ଘେରରେ ଅଛନ୍ତି। ଏହି ସମୟରେ ବିଜେପି ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ ପ୍ରସଙ୍ଗରେ ମୁହଁ ଖୋଲିଲେ…

ବିଜେପି-ବିଜେଡ଼ି ସମ୍ପର୍କରେ ମୁଁ ଖୁସି,…

ଭୁବନେଶ୍ବର: କଥାରେ ଅଛି ମିଆଁ ବିବି ତୋ ରାଜି ହମ କିଆ କରେଗା କାଜି। ଠିକ୍‌ ଏଭଳି ମନ୍ତବ୍ୟ ଦେଇଛନ୍ତି ବିଜେପିର ବରିଷ୍ଠ ନେତା ଦାମୋଦର ରାଉତ। ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ବିନୀଙ୍କୁ ବିଜୁ ଜନତା ଦଳ ସମର୍ଥନ କରିବା ପ୍ରସଙ୍ଗକୁ ନେଇ ଏଭଳି ମନ୍ତବ୍ୟ ଦେଇଛନ୍ତି ଦାମ। ନବୀନଙ୍କ ଆପଣ ମାନେ ଖୁସି ତ…