Odisha Link
Bridging the Missing Links in Odisha
Browsing Tag

Boat

ଚମ୍ବଲ ନଦୀରେ ଡଙ୍ଗା ଓଲଟି ୭ ମୃତ, ୮…

ରାଜସ୍ଥାନ: ରାଜସ୍ଥାନର ଚମ୍ବଲ ନଦୀରେ ଏକ ଡଙ୍ଗା ଓଲଟି ଯାଇଛି। କୋଟା ଜିଲ୍ଲାର ଇଟାୱା ସହର ପାଖ ଖାତୋଲି ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ସମୟରେ ଡଙ୍ଗାରେ ୩୦ ଜଣ ଲୋକ ଥିଲେ। ଡଙ୍ଗା ଓଲଟି ପଡିବାରୁ ୭ ଜଣଙ୍କର ମୃତ୍ୟୃୁ ଘଟିଛି ଏବଂ ୮ ଜଣ ନିଖୋଜ ଅଛନ୍ତି। ମୃତକମାନଙ୍କ ମଧ୍ୟରୁ ଅଧିକାଂଶ…

ଡଙ୍ଗାରେ ହସ୍ପିଟାଲ୍‌ ଗଲେ କରୋନା ରୋଗୀ,…

ହାଇଦ୍ରାବାଦ: ଆମ୍ବୁଲାନ୍ସ ବଦଳରେ ଡଙ୍ଗାରେ ହସ୍ପିଟାଲ୍‌ ଗଲେ କରୋନା ରୋଗୀ। ଏଭଳି ଘଟଣା ସାମ୍ନାକୁ ଆସିଛି ଆନ୍ଧ୍ରପ୍ରଦେଶ ଦୋଡ଼ାଭରମ୍ ଗାଁରୁ। ଆନ୍ଧ୍ରପ୍ରଦେଶର ଇଷ୍ଟ ଗୋଦାବରୀ ଜିଲ୍ଲାରେ ଡ଼ଙ୍ଗା ଦ୍ୱାରା କରୋନା ଆକ୍ରାନ୍ତଙ୍କୁ ମେଡ଼ିକାଲକୁ ନିଆଯାଇଛି। କରୋନା ସଂକ୍ରମିତଙ୍କୁ ମେଡ଼ିକାଲ ନେବା ପାଇଁ ସ୍ଥାନୀୟ…

ଲକ୍‌ଡାଉନ୍: ୧.୭ ଲକ୍ଷ ଟଙ୍କାରେ ଡଙ୍ଗା…

ଭୁବନେଶ୍ବର: ଲକ୍‌ଡାଉନ୍‌ ସମୟରେ ସଡ଼କ ପଥ ସମ୍ପୂର୍ଣ୍ଣ ବନ୍ଦ ଥିବା ବେଳେ ଅଭିନବ ଉପାୟରେ ଘରକୁ ବାହୁଡ଼ିଛନ୍ତି ଚେନ୍ନାଇରେ ଫସି ରହିଥିବା ୧୦ ଜଣ ଓଡ଼ିଆ। ତେବେ ଘରେ ପହଞ୍ଚିବା ପୂର୍ବରୁ ପ୍ରଶାସନ ସେମାନଙ୍କୁ ଧରିନେଇ କ୍ବାରାଣ୍ଟିନ୍‌ ଗୃହରେ ରଖିଛି। ଚେନ୍ନାଇରେ ଫସି ରହିଥିବା ଓଡ଼ିଶାର ୧୦ ଜଣ ଓ ଆନ୍ଧ୍ରର…

ଘନ କୁହୁଡ଼ି: ଲଞ୍ଚ୍‌ ଫସିଲା ମଝି…

ଚାନ୍ଦବାଲି: ସାରା ରାଜ୍ୟରେ ଦେଖିବାକୁ ମିଳିଛି ଘନ କୁହୁଡ଼ି। ଯାହାରିଫଳରେ ଜନଜୀବନ ବାଧାପ୍ରାପ୍ତ ହେଉଛି। ଏପରିକି ଘନ କୁହୁଡି ପାଇଁ ମଝି ସମୁଦ୍ରରେ ଫସିଲା ଲଞ୍ଚ୍‌। ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ଧରି ଫସିଲା ଲଞ୍ଚ। ଆଜି ସକାଳ ପ୍ରାୟ ୬ଟା ପୂର୍ବରୁ ତାଳଚୁଆରୁ ଏହି ଲଞ୍ଚଟି ବାହାରିଥିଲା। ଏହା…

ସମୁଦ୍ରରେ ଫସିରହିଛି ୪୧ଟି ବଙ୍ଗୀୟ…

ଧାମରା: ସମୁଦ୍ରରେ ଫସିରହିଛନ୍ତି ପଶ୍ଚିମବଙ୍ଗର ମତ୍ସ୍ୟଜୀବୀ। ସେମାନଙ୍କୁ ଉଦ୍ଧାର କରିବାକୁ ଓଡିଶା ସରକାର ପ୍ରୟାସ ଆରମ୍ଭ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଧାମରାରେ ୭ଟି ବୋଟ ଆସି ପହଁଚିଥିବାବେଳେ ଆହୁରି ୪୩ଟି ବୋଟ ସମୁଦ୍ର ମଧ୍ୟରେ ଫସିରହିଛନ୍ତି। ପଶ୍ଚିମବଙ୍ଗର ମେଦିନାପୁରରେ ଥିବା କଣ୍ଟାଇରେ…

ଭୋପାଳରେ ଅଘଟଣ: ମୂର୍ତ୍ତି ବସର୍ଜନ…

ଭୋପାଳ: ଭୋପାଳରେ ଅଘଟଣ। ମୂର୍ତ୍ତି ବିସର୍ଜନ କରିବାକୁ ଯାଇ ଅଘଟଣର ଶିକାର ହେଲେ ଶ୍ରଦ୍ଧାଳୁ। ଶ୍ରଦ୍ଧାଳୁ ମାନେ ଡଙ୍ଗାରେ ମଝି ନଈକୁ ଯାଇଥିଲେ ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ। ମୂର୍ତ୍ତି ତ ବିସର୍ଜନ କଲେ, ହେଲେ ଉଛୁଳା ନଈରେ ଭାରସାମ୍ୟ ହରାଇ ତା’ ତଳେ ଚାପି ହୋଇଗଲେ ବହୁ ଶ୍ରଦ୍ଧାଳୁ। ଉଦ୍ଧାରକାରୀ…