Odisha Link
Bridging the Missing Links in Odisha
Browsing Tag

Bollywood

ଗୀତିକାର ଅଭିଳାଷଙ୍କ ପରଲୋକ

ମୁମ୍ବାଇ : ବଲିଉଡ ଜଗତରେ ଦୁଃଖର ଲହରି ଖେଳି ଯାଇଛି ।ଗୀତିକାର ତଥା ଲେଖକ ଅଭିଳାଷଙ୍କର ମୁମ୍ବାଇରେ ଦେହାନ୍ତ ହୋଇଛି। ସେ ଦୁଇ ଦିନ ପୂର୍ବରୁ ଲିଭର କ୍ୟାନସରରେ ପୀଡିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ଅଭିଳାଷ ମୁମ୍ବାଇ ଗୋରେଗାଁ ସ୍ଥିତ ନିଜ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ…

କଙ୍ଗନାଙ୍କ ବିରୋଧରେ ଅଭିଯୋଗ ଆଣିଲେ ଓକିଲ…

ମୁମ୍ବାଇ : ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ବିରୋଧରେ ଜଣେ ଓକିଲ ଅଭିଯୋଗ କରିଛନ୍ତି। କର୍ଣ୍ଣାଟକର ତୁମ୍କୁର କୋର୍ଟରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି । ସେ ଚାଷୀଙ୍କୁ ଅପମାନିତ କରିଥିବା ଅଭିଯୋଗ ହୋଇଛି । ଦାଖଲ ହୋଇଥିବା ମାମଲାରେ କୁହାଯାଇଛି ଯେ କଙ୍ଗନା ରଣାୱତ ଟ୍ୱିଟ୍ କରି କୃଷି ବିଲକୁ…

ବଲିଉଡ୍‌ ଡ୍ରଗ୍ସ ଲିଙ୍କ : କ୍ଷିତିଜ୍…

ମୁମ୍ବାଇ :ଆଜି ଏନସିବି ବଲିଉଡ ଡ୍ରଗ୍ସ ସଂଯୋଗ ସଂପର୍କରେ ବଲିଉଡ ସହ ଜଡିତ କ୍ଷିତିଜ ପ୍ରସାଦଙ୍କୁ ଗିରଫ କରିଛି।ତାଙ୍କୁ କିଛି ଦିନ ପୂର୍ବରୁ ଏନସିବି ଦ୍ୱାରା ପଚରାଉଚରା କରାଯାଇଥିଲା ଏବଂ କ୍ଷିତିଜଙ୍କୁ ବର୍ତ୍ତମାନ ଗିରଫ କରାଯାଇଛି।  ଏହାର ଗୋଟିଏ ଦିନ ପୂର୍ବରୁ କ୍ଷିତିଜ ପ୍ରସାଦଙ୍କୁ ଏନସିବି ଡକାଇ…

ମୋ ଘରେ ଡ୍ରଗ୍ସ ପାର୍ଟି ହୋଇନି : କରଣ…

ମୁମ୍ବାଇ :ବଲିଉଡରେ ଡ୍ରଗ୍ସ ମାମଲା ଆସିବା ପରେ ଅନେକ ନାମି ଦାମି କଳାକାର ଙ୍କ ନାଁ ସାମ୍ମନାକୁ ଆସିଛି । ଆଜି ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ, ଶ୍ରଦ୍ଧା କପୁରଙ୍କୁ ଏନସିବି ପଚରା ଉଚରା କରିବ । ତେବେ କରଣ ଜୋହର ଙ୍କ ନାଁ ଉଠିବା ପରେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି । ଯେ ମୋ ଘରେ ଡ୍ରଗ୍ସ…

ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ମୁହଁ…

ମୁମ୍ବାଇ : ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମାମଲାରେ ଡ୍ରଗ୍ସ କୋଣ ସାମ୍ନାକୁ ଆସିଛି। ସେବେଠାରୁ ଅଭିନେତାଙ୍କ ମାମଲାରେ ସାମାନ୍ୟ ହ୍ରାସ ପାଇଛି। ବର୍ତ୍ତମାନ ଅଭିନେତା ଶେଖର ସୁମନ ପୁଣି ଥରେ ଏହି ପ୍ରସଙ୍ଗରେ ନାଗରିକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସୁଶାନ୍ତଙ୍କ ମୃତ୍ୟୁରେ ଡ୍ରଗ୍ ଲିଙ୍କ…

ଚାଟ କରି ଫସିଲେ ରକୁଲପ୍ରୀତ

ମୁମ୍ବାଇ: ବଲିଉଡ୍ ଡ୍ରଗ୍ସ ମାମଲାରେ ଏନସିବି ଅନେକ କଳା କାରଙ୍କୁ ସମନ ଜାରି କରିଥିଲା । ସେମାନେ ହେଲେ ସାରା ଅଲୀ ଖାନ, ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର, ରକୁଲପ୍ରୀତ ସିଂହ।  ଆଜି ଅଭିନେତ୍ରୀ ରକୁଲ ପ୍ରୀତ ସିଂହ ଏନସିବି ଗେଷ୍ଟ ହାଉସରେ ହାଜର ହୋଇଥିଲେ। ତାଙ୍କୁ ୪ଘଣ୍ଟା ଜେରା କରିଥିଲା ଏନସିବି ।…

ଅନୁରାଗ କଶ୍ୟପଙ୍କ ଉପରେ ଯୌନ ନିର୍ଯାତନା…

ମୁମ୍ବାଇ: ଚଳଚ୍ଚିତ୍ର ନିର୍ଦ୍ଦେଶକ ଅନୁରାଗ କାଶ୍ୟପଙ୍କ ଉପରେ ଯୌନ ନିର୍ଯାତନାର ଅଭିଯୋଗ। ଏଭଳି ଅଭିଯୋଗ ଆଣିଛନ୍ତି ବଲିଉଡ ଅଭିନେତ୍ରୀ ପାୟଲ ଘୋଷ। ସୋସିଆଲ ମିଡିଆରେ ଏକ ପୋଷ୍ଟ ଜରିଆରେ ପାୟଲ ନ୍ୟାୟ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ପାୟଲ ଏହି ମାମଲାରେ କହିଛନ୍ତି- ଅନୁରାଗ ତାଙ୍କୁ…

ଜୟାଙ୍କ ଉପରେ ବର୍ଷିଲେ ଆଉ ତିନି କଳାକାର

ମୁମ୍ବାଇ :ବଲିଉଡ଼ରେ ଡ୍ରକ୍ସର ପ୍ରସଙ୍ଗ ଉଠିବା ପରେ ଏହାର ବିବାଦ ଥମିବାକୁ ନାଁ ନେଉନି । ବର୍ତ୍ତମାନ ଏହା ବଲିଉଡକୁ ଦୁଇ ଭାଗରେ ବିଭକ୍ତ କରି ସାରିଲାଣି । ତେବେ ରାଜ୍ୟସଭାରେ ଚାଲିଥିବା ମୌସୁମୀ ଅଧିବେଶନରେ ଜୟ ବଚ୍ଚନ ଭୋଜପୁରୀ କଳାକାର ତଥା ବିଜେପି ସାଂସଦ ରବି କିଶନଙ୍କୁ ଜବାବ ଦେଇ କହିଛନ୍ତି ଯେ…

ବଲିଉଡ଼ ଆମକୁ ନାଁ, ସମ୍ମାନ, ପଇସା…

ନୂଆଦିଲ୍ଲୀ: ଜୟା ବଚ୍ଚନଙ୍କ ପରେ ଅଭିନେତ୍ରୀ ହେମା ମାଲିନି ବଲିଉଡର ସପକ୍ଷରେ କହିଥିଲେ ଅର୍ଥାତ ଜୟାଙ୍କୁ ସମର୍ଥନ କରିଥିଲେ। ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ହୋଇଥିବା ଅତ୍ୟାଧୁନିକ ଘଟଣା ପରେ ଚଳଚ୍ଚିତ୍ର ଶିଳ୍ପକୁ ଅପରାଧ ତଥା ନିଶା ସେବନ ଭଳି ସମାଲୋଚନା କରାଯାଉଛି। ମଙ୍ଗଳବାର ଦିନ ଜୟା…

ସୁଶାନ୍ତ ସିଂ ରାଜପୁତ ମାମଲାରେ ମୁହଁ…

ମୁମ୍ବାଇ :ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ପ୍ରାୟ ପ୍ରତିଦିନ ଏକ ନୂଆ କୋଣ ନେଉଛି | ଦୀର୍ଘ ଦିନ ଧରି ଏହି ପ୍ରସଙ୍ଗରେ ନୀରବ ରହିଥିବା ବଲିଉଡ ସେଲିବ୍ରେଟମାନେ ଧୀରେ ଧୀରେ ନିଜ କଥା ରଖୁଛନ୍ତି। ଏକ ନ୍ୟୁଜ୍ ପୋର୍ଟାଲରେ ସମାନ କଥା କହି ‘ଫ୍ୟାନ୍’ ଅଭିନେତା ଶ୍ରୀୟା ପିଲଗାଓଁକାର କହିଛନ୍ତି ଯେ ସେ…