Odisha Link
Bridging the Missing Links in Odisha
Browsing Tag

Bollywood

ଗୋବିନ୍ଦା ଓ କୃଷ୍ଣାଙ୍କ ସମ୍ପର୍କରେ ଫାଟ

ମୁାମ୍ବାଇ: ବଲିଉଡର ସୁପରଷ୍ଟାର ଗୋବିନ୍ଦା ଓ ତାଙ୍କ ଭଣଜାଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଯାଇଛି। କୃଷ୍ଣା ଅଭିଷେକଙ୍କୁ କମେଡି ଶୋ' 'କମେଡି ନାଇଟ୍ସ ଉଇଥ୍‌ କପିଲ'ରେ ନଜର ଆସିଥାନ୍ତି। କିନ୍ତୁ ରବିବାର ପ୍ରସାରିତ ହୋଇଥିବା ଏପିସୋଡ୍‌ରେ ତାଙ୍କୁ ଦେଖିବାକୁ ମିଳି ନ ଥିଲା। କାରଣ ସେହି ଏପିସୋଡରେ…

ଅଭିନେତା ଆସିଫ୍ ବାସ୍ରା କଲେ ଆତ୍ମହତ୍ୟା

ନୂଆଦିଲ୍ଲୀ: ପରଲୋକରେ ବଲିଉଡ ଓ ଟେଲିଭିଜନ ଜଗତର ଆଉ ଜଣେ ଚର୍ଚ୍ଚିତ ଚେହେରା। ବଲିଉଡର ଦିବଙ୍ଗନ୍ତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ଦୁଃଖ ଲୋକଙ୍କ ମନରେ ଏବେ ବି ତାଜା ରହିଥିବାବେଳେ ଏବେ ଆଉଜଣେ ଅଭିନେତା ଆତ୍ମହତ୍ୟା କରିଛନ୍ତି। ଗୁରୁବାର ହିମାଚଳ ପ୍ରଦେଶର କାଙ୍ଗଡା ଜିଳ୍ଲାର ଧର୍ମଶାଳାରେ…

ଆକ୍ସନ ଅବତାରରେ ନଜର ଆସୁଛନ୍ତି ଟାଇଗର

ମୁମ୍ବାଇ: କରୋନା କାରଣରୁ ସମସ୍ତ ସିନେମା ନିର୍ମାଣ ବନ୍ଦ ହୋଇଯାଇଥିଲା। ବଲିଉଡ଼ ଅଭିନେତା ଟାଇଗର ଶ୍ରଫ୍‍ ଖୁବ ଶୀଘ୍ର ଏକ ନୂଆ ସିନେମା ନେଇ ଆସୁଛନ୍ତି। ସିନେମାର ନାଁ ରହିଛି ‘ଗଣପତ’। ଏହାର ନିର୍ଦ୍ଦେଶନା ଭାର ନେଇଛନ୍ତି ବିକାଶ ବହଲ ଓ ପ୍ରଯୋଜନା ଦାୟିତ୍ୱରେ ରହିବେ ବାସୁ ଭଗନାନୀ। ସିନେମା ଗଣପତର…

ପାକିସ୍ତାନର ଜାତିର ପିତା ଜିନ୍ନାଙ୍କ…

ମୁମ୍ବାଇ: ବଲିଉଡରେ ବର୍ତ୍ତମାନ ଯାଏ ବିଭିନ୍ନ ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନୀକୁ ନେଇ ସିନେମା ନିର୍ମାଣ କରାଯାଇଛି। ଯାହାଙ୍କ ମଧ୍ୟରେ ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ଭଗତ ସିଂ, ସର୍ଦ୍ଦାର ପଟେଲଙ୍କ ସହିତ ଅନେକ ସ୍ୱାଧିନତା ସଂଗ୍ରାମୀ ରହିଛନ୍ତି। ହେଲେ ପ୍ରଥମ ଥର ପାଇଁ ବଲିଉଡରେ ପାକିସ୍ତାନର…

ପୁଅ ପାଇଁ କ୍ଷମା ମାଗିଲେ କୁମାର ସାନୁ

ମୁମ୍ୱାଇ : ‘ବିଗ୍‌ବସ୍‌ ୧୪’ ଜାନ କୁମାର ସାନୁ ନିଜର ଧମାଲ ଦେଖାଉଛନ୍ତି । ସେ ହେଉଛନ୍ତି ବଲିଉଡ ସିଙ୍ଗର କୁମାର ସାନୁଙ୍କ ପୁଅ । ତେବେ ଜାନ ‘ବିଗ୍‌ବସ୍‌ ୧୪’ ମରାଠି ଭାଷାକୁ ନେଇ କିଛି ଖରାପ କମେଣ୍ଟ ଦେଇଥିଲେ । ପୁଅର ଏହି କମେଣ୍ଟ ପରେ କୁମାର ସାନୁ ଅଡୁଆରେ ପଡ଼ି ଯାଛନ୍ତି । ସୂଚନା ଅନୁସାରେ, ଜାନ…

୫ ବର୍ଷ ସାନ ବୟଫ୍ରେଣ୍ଡଙ୍କୁ ବିବାହ…

ମୁମ୍ବାଇ: ଖୁବ ଶୀଘ୍ର ବିଗ୍ ବସ୍ ର ଏକ୍ସ ପ୍ରତୀଯୋଗି ଗୌହର ଖାନ ବିବାହ କରିବାକୁ ଯାଉଛନ୍ତି । ଫ୍ୟାନମାନେ ତାଙ୍କ ବିବାହକୁ ନେଇ ଖୁବ ଉତ୍ସାହିତ ଅଛନ୍ତି। ଗୌହର ଜୈଦ ଦରବାରଙ୍କୁ ଡେଟ କରୁଛନ୍ତି। ଜୈଦ ହଉଛନ୍ତି ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଇଶ୍ମାଇଲ ଦରବାରଙ୍କ ପୁଅ। ଇଶ୍ମାଇଲ ଦରବାର ଏକ ଇଣ୍ଟରଭ୍ୟୁରେ…

ସୈଫ୍‌ ଙ୍କୁ ବିବାହ କରିବାକୁ ଚାହାଁନ୍ତି…

ମୁମ୍ବାଇ: ଆଜି ବଲିଉଡ଼ ସୁନ୍ଦରୀ ତଥା ଲୋକପ୍ରିୟ ଅଭିନେତ୍ରୀ ପରିଣିତି ଚୋପ୍ରାଙ୍କ ଜନ୍ମ ଦିନ। ସେ ୩୨ବର୍ଷ ବୟସରେ ପାଦ ଦେଇଛନ୍ତି । ପରିଣିତି ଚୋପ୍ରାଙ୍କର ଅନେକ ଫ୍ୟାନ ଫଲୋଇଙ୍ଗ୍‌ ରହିଥିବା ବେଳେ କିନ୍ତୁ ସେ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କର ସବୁଠୁ ବଡ଼ ଫ୍ୟାନ୍‌ ଅଟନ୍ତିବୋଲି ସେ କହିଛନ୍ତି । ସେ ଆହୁରି…

ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ନାଁରେ…

ମୁମ୍ୱାଇ: ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ମିମୋହ ଏବଂ ତାଙ୍କ ସ୍ତ୍ରୀ ଯୋଗୀତାଙ୍କ ବିରୋଧରେ ଅଭିଯୋଗ ଆସିଛି ।ଜଣେ ଯୁବତୀଙ୍କୁ ଦୁଷ୍କର୍ମ ସହିତ ଗର୍ଭପାତ କରାଇଥିବା ଅଭିଯୋଗ ରହିଛି । ମିଥୁନ ଚକ୍ରବର୍ତ୍ତୀଙ୍କ ଘର ନିକଟସ୍ଥ ଓସିୱାରା ପୁଲିସ ଷ୍ଟେସନରେ ଏହି ମାମଲା ରୁଜୁ ହୋଇଛି।…

ସିନେମାରେ ପ୍ରଥମଥର ପାଇଁ ନଜର ଆସିବେ…

ମୁମ୍ବାଇ : କରୋନା ପାଇଁ ଅନେକ ସିନେମାର ସୁଟିଙ୍ଗ ବନ୍ଦ କରାଯାଇଥିଲା । ସେଥିପାଇଁ ଦର୍ଶକ ନିଜ ପସନ୍ଦର କଳାକାରଙ୍କୁ ବହୁତ ଦିନ ହେବ ଏକାଠି ସିନେ ପୁରଦାରେ ଦେଖିପାରି ନଥିଲେ । ତେବେ ପ୍ରଥମ ଥର ପାଇଁ ଦୁଇ କଳାକାରଙ୍କୁ ଏକାଠି ଦେଖିବାକୁ ମିଳିବ । ସେମାନ ହେଲେ ଅଭିନେତ୍ରୀ ଶ୍ରଦ୍ଧା କପୁର ଏବଂ ଅଭିନେତା…

ରିୟାଙ୍କୁ ବଡ ଝଟକା, ଅକ୍ଟୋବର ୨୦…

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡ଼ରେ ଡ୍ରଗ୍ସ ଲିଙ୍କ ମାମଲା ସାମ୍ମନା ଆସିଥିଲା ।ତେବେ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ଶୋଭିକ୍ ଚକ୍ରବର୍ତ୍ତୀଙ୍କୁ ପୁଣି ଥରେ କୋର୍ଟ ତରଫରୁ ଏକ ବଡ଼ ଝଟକା ମିଳିଛି । ରିୟା ଚକ୍ରବର୍ତ୍ତୀ,…