Odisha Link
Bridging the Missing Links in Odisha
Browsing Tag

Budget-2019

ସଂକ୍ଷେପରେ ୨୦୧୯ ପୂର୍ଣ୍ଣାଙ୍ଗ ବଜେଟ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ନିଜ ପେଡ଼ି ଖୋଲିଛନ୍ତି। ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଆଜି ଉପସ୍ଥାପିତ ହେବ। ଦୀର୍ଘ ୪୯ ବର୍ଷ ପରେ ସ୍ବର୍ଗତ ଇନ୍ଦିରା ଗାନ୍ଧୀଙ୍କ ପରେ ଜଣେ ମହିଳା ଅର୍ଥମନ୍ତ୍ରୀ ପାର୍ଲାମେଣ୍ଟରେ ବଜେଟ୍‌…

ବଜେଟ୍‌ : କେଉଁ ସାମଗ୍ରୀ ଶସ୍ତା ଏବଂ…

ନୂଆଦିଲ୍ଲୀ: ମୋଦି ସରକାରଙ୍କ ୨ୟ ଇନିଂସର ପ୍ରଥମ ବଜେଟ ଉପସ୍ଥାପିତ ହୋଇଛି। ଆଜି ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ବଜେଟ୍‌ ଉପସ୍ଥାପନ କରିଛନ୍ତି। ବଜେଟ ଉପସ‌୍ଥାପିତ ହୋଇ ସାରିବା ପରେ ଏକାଧିକ ଜିନିଷ ଶସ୍ତା ହୋଇଥିବା ବେଳେ ଆଉ କିଛି ସାମଗ୍ରୀ ମହଙ୍ଗା ହୋଇଛି। ତେବେ ଆସନ୍ତୁ ଜାଣିବା କେଉଁ ଦ୍ରବ୍ୟ ଶସ୍ତା…

ଉପସ୍ଥାପିତ ହେଲା ବଜେଟ, କଣ କହିଲେ ମୋଦି?

ନୂଆଦିଲ୍ଲୀ: ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନା କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନା କରି ସାରିବା ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସାଧାରଣ ବଜେଟକୁ ନେଇ ମୋଦିି କହିଛନ୍ତି ଯେ, ଦେଶ ପାଇଁ ଏହା ଏକ ସ୍ୱପ୍ନର…

ଅକ୍ଟୋବର ୨ ସୁଦ୍ଧା ଖୋଲା ଶୌଚ ମୁକ୍ତ ହେବ…

ନୂଆଦିଲ୍ଲୀ: ୨୦୧୯ ଅକ୍ଟୋବର ୨ ସୁଦ୍ଧା ଭାରତ ଖୋଲା ଶୌଚ ମୁକ୍ତ ହେବ। ଅର୍ଥାତ ଚଳିତ ଗାନ୍ଧି ଜୟନ୍ତୀ ପରେ ଆଉ କେହି ବି ବାହାରେ ମଳତ୍ୟାଗ କରିବେ ନାହିଁ। ଏହାର କୁପ୍ରଭାବ ପରିବେଶ ଉପରେ ପଡ଼ୁଥିବାରୁ କେନ୍ଦ୍ର ସରକାର ଏହାକୁ ଗୁରୁତ୍ୱ ଦେଇଛନ୍ତି। ଚଳିତ ବଜେଟ୍‌ରେ ସ୍ୱଚ୍ଛ ଭାରତ ଅଭିଯାନକୁ ଅଧିକ…

ବଜେଟର ସବୁଠୁ ଚର୍ଚ୍ଚିତ ଦୃଶ୍ୟ:…

ନୂଆଦିଲ୍ଲୀ: କ୍ୟାବିନେଟ ମଞ୍ଜୁରୀ ପରେ ମୋଦି ସରକାରଙ୍କର ଦ୍ବିତୀୟ ପାଳିର ପ୍ରଥମ ବଜେଟ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ନର୍ମାଳା ସୀତାରମଣ ଦେଶର ପ୍ରଥମ ମହିଳା ଅର୍ଥମନ୍ତ୍ରୀ ଯିଏକି ସଂସଦରେ ବଜେଟ ଉପସ୍ଥାପନା କରିଛନ୍ତି। ଏହା ପୂର୍ବରୁ ୧୯୭୦ ମସିହାରେ ଇନ୍ଦିରା ଗାନ୍ଧୀ ସଂସଦରେ…

୩ କୋଟି କ୍ଷୁଦ୍ର ଏବଂ ଉଠା ଦୋକାନୀଙ୍କୁ…

ନୂଆଦିଲ୍ଲୀ: ମୋଦି ସରକାରଙ୍କ ୨ୟ ଇନିଂସର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍‌ ଆଜି ସଂସଦରେ ଉପସ୍ଥାପିତ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ବଜେଟ ବ୍ୟବସ୍ଥା ଅନୁଯାୟୀ ନିର୍ମଳା କହିଛନ୍ତି ଯେ, ଏଣିକି ୩ କୋଟି ଛୋଟ ଓ ଉଠା ଦୋକାନୀଙ୍କୁ ପେନସନ ମିଳିବ। ଯେଉଁ ଛୋଟ ଓ ଉଠା ଦୋକାନୀମାନେ ବାର୍ଷିକ ୧.୫…