Odisha Link
Bridging the Missing Links in Odisha
Browsing Tag

Budget 2020

ଇତିହାସର ସବୁଠାରୁ ଲମ୍ବା ବଜେଟ ଭାଷଣ…

ନୂଆଦିଲ୍ଲୀ: ଆଜି ମୋଦି-୨ ସରକାରର ପ୍ରଥମ ସାଧାରଣ ବଜେଟ୍‌ ଉପସ୍ଥାପିତ ହୋଇଯାଇଛି। ଆଜି ୨୦୨୦-୨୧ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସେ ଦୀର୍ଘ ଦୁଇ ଘଣ୍ଟା ୪୧ ମିନିଟ୍‌ ଧରି ଦେଶବାସୀଙ୍କ ପାଇଁ ବଜେଟରେ ହୋଇଥିବା ବ୍ୟବସ୍ଥା ଗୁଡ଼ିକ ସମ୍ପର୍କରେ ସୂଚନା ଦେଇଥିଲେ। ତେବେ ଆଉ…

ବଜେଟ ୨୦୨୦: ରେକର୍ଡ କଲେ ନିର୍ମଳା…

ନୂଆଦିଲ୍ଲୀ: ଆଜି ସଂସଦରେ ୨୦୨୦-୨୧ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କଲେ ପୂର୍ଣ୍ଣାଙ୍ଗ ବଜେଟ। ଏଥିସହିତ ନିଜ ନାମରେ ନୂଆ କିର୍ତ୍ତୀମାନ କରିଛନ୍ତି ଅର୍ଥମନ୍ତ୍ରୀ। ସେ ଦୀର୍ଘ ଦୁଇ ଘଣ୍ଟା ୪୧ ମିନିଟ୍‌ ଧରି ଦେଶବାସୀଙ୍କ ପାଇଁ ବଜେଟରେ ହୋଇଥିବା ବ୍ୟବସ୍ଥା ଗୁଡ଼ିକ ସମ୍ପର୍କରେ ସୂଚନା…

ବଜେଟ ୨୦୨୦: ଟିକସ ଛାଡରେ ବଡ ରିହାତି

ନୂଆଦିଲ୍ଲୀ: ଆଜିର ବଜେଟରେ ଟିକସ ଛାଡ ଉପରେ ଏକ ବଡ ଘୋଷଣା କରଛନ୍ତି କେନ୍ଦ୍ର ସରକାର। ପୂର୍ବପରି ସରକାର ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ପାଇଁ ଟିକସ ଛାଡ଼ କରିଛନ୍ତି। ଅନ୍ୟପଟେ ୫ ଲକ୍ଷରୁ ୭.୫ ଲକ୍ଷ ଟଙ୍କା ବାର୍ଷିକ ଆୟ ପାଇଁ ୧୦% ଆୟକର ଦେବାକୁ ପଡ଼ିବ। ସେହିପରି ବାର୍ଷିକ ଆୟ ୭.୫ ଲକ୍ଷରୁ ୧୦ ଲକ୍ଷ…

ବଜେଟ ୨୦୨୦: ପରିବହନ କ୍ଷେତ୍ରକୁ ୧.୭୦…

ନୂଆଦିଲ୍ଲୀ: ଚଳିତ ବଜେଟରେ କେନ୍ଦ୍ର ସରକାର ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ବେଶ୍‌ ଗୁରୁତ୍ବ ଦେଇଛନ୍ତି। ଦେଶର ସଡ଼କ ଓ ପରିବହନ ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ବଜେଟରେ ୧ ଲକ୍ଷ ୭୦ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ଏହା ଅଧୀନରେ ଆଧୁନିକ…

ବଜେଟ ୨୦୨୦: ଲଦାଖ ପାଇଁ ୫୯୫୮ କୋଟି…

ନୂଆଦିଲ୍ଲୀ: କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖ ପାଇଁ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟରେ ୫୯୫୮ କୋଟି ଟଙ୍କା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଲଦାଖର ବିକାଶ ପାଇଁ ଏହି ପ୍ୟାକେଜ ଘୋଷଣା କରାଯାଇଛି। ସଂସଦରେ ୨୦୨୦-୨୧ ଆର୍ଥିକବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ…

ତେଜସ୍ ପରି ଆଉ ଅଧିକ ଟେନ୍ ଗଡ଼ିବ:…

ନୂଆଦିଲ୍ଲୀ: ୨୦୨୦-୨୧ ସାଧାରଣ ବଜେଟରେ ରେଲ ବିଭାଗ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ। ନିର୍ମଣା ସୀତାରମଣ କହିଛନ୍ତିଯେ, ରେଲୱେରେ ଆୟ ବହୁତ କମ୍‌। ଆୟ ବଢ଼ାଇବା ପାଇଁ ଆବଶ୍ୟକ ସୌର ଓ ଶକ୍ତି। ରେଲୱେର ଫାଙ୍କା ଥିବା ଜମିରେ ସୋଲାର ପ୍ୟାନେଲ ଲଗାଯିବ। ଦେଶରେ ତେଜସ୍ ପରି ଆଉ ଅଧିକ ଟେନ୍ ଗଡ଼ିବ। ତେଜସ୍…

ବଜେଟ ୨୦୨୦: ପର୍ଯ୍ୟଟନ କ୍ଷେତ୍ରର ବିକାଶ…

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ବେଶ୍‌ ଗୁରୁତ୍ବ ଦେଇଛନ୍ତି ଚଳିତ ବଜେଟରେ। ପର୍ଯ୍ୟଟନ କ୍ଷେତ୍ରର ବିକାଣ ପାଇଁ ୨୫୦୦ କୋଟିର ଘୋଷଣା। ଭାରତୀୟ ସଂସ୍କୃତିକୁ ଆଗକୁ ନେବାକୁ ନୂଆ ଡିମଡ ବିଶ୍ୱବିଦ୍ୟାଳୟ କରାଯିବ। ଏଥିସହିତ ରିସର୍ଚ୍ଚ ପାଇଁ ମ୍ୟୁଜିୟମ କରାଯିବ । ଏପରିକି ୫ଟି…

ବଜେଟ ୨୦୨୦: ଶିକ୍ଷା କ୍ଷେତ୍ରକୁ ୯୯,୩୦୦…

ନୂଆଦିଲ୍ଲୀ: ଚଳିତ ବଜେଟରେ କେନ୍ଦ୍ର ସରକାର ଦେଶର ମୌଳିକ କ୍ଷେତ୍ରକୁ ଗୁରୁତ୍ବ ଦେଇଛନ୍ତି। ଶିକ୍ଷା କ୍ଷେତ୍ରକୁ ୯୯,୩୦୦ କୋଟି ଓ କୃଷି କ୍ଷେତ୍ରକୁ ୨.୮୩ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି କେନ୍ଦ୍ର ସରକାର। ଶିକ୍ଷା କ୍ଷେତ୍ର: କେନ୍ଦ୍ର ସରକାର ଶିକ୍ଷା କ୍ଷେତ୍ରରେ ବିଦେଶି ପୁଞ୍ଜି ନିବେଶ ବା…

ବଜେଟ ୨୦୨୦: ଶିକ୍ଷାକୁ ଗୁରୁତ୍ବ, ଆସିବ…

ନୂଆଦିଲ୍ଲୀ: ଚଳିତ ବଜେଟରେ କୃଷି, ସ୍ବାସ୍ଥ୍ୟ ସହିତ ଶିକ୍ଷା କ୍ଷେତ୍ରକୁ ମଧ୍ୟ ଗୁରୁତ୍ବ ଦେଇଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସରକାର ଶିକ୍ଷା କ୍ଷେତ୍ରରେ ବିଦେଶି ପୁଞ୍ଜି ନିବେଶ ବା ଏଫଡିଆଇକୁ ଅନୁମୋଦନ ଦେଇଛନ୍ତି। ଅ ଖୁବ ଶୀଘ୍ର ଘୋଷଣା କରାଯିବ ନୂଆ ଶିକ୍ଷା ପଲିସି। ୧୫୦ଟି ଉଚ୍ଚଶିକ୍ଷା ପ୍ରତିଷ୍ଠାନ…

ବଜେଟ ୨୦୨୦: ଆୟବୃଦ୍ଧି ଏବଂ ଚାଷୀଙ୍କୁ…

ନୂଆଦିଲ୍ଲୀ: ସଂସଦରେ ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଦ୍ୱିତୀୟ ଥର ପାଇଁ ଏହି ବଜେଟ ଉପସ୍ଥାପନ କରିଛନ୍ତି ସୀତାରମଣ । ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ ଏହା ହେଉଛି ପୂର୍ଣ୍ଣାଙ୍ଗ ବଜେଟ୍। ଉପସ୍ଥାପିତ ହେବା ପୂର୍ବରୁ ବଜେଟ୍‌-୨୦୨୦-୨୧କୁ କେନ୍ଦ୍ର କ୍ୟାବିନେଟ୍‌ ଅନୁମୋଦନ…