Odisha Link
Bridging the Missing Links in Odisha
Browsing Tag

CAA

ସିଏଏ ହିଂସା; ବୈଠକ ଡକାଇଲେ ଶାହ

ନୂଆଦିଲ୍ଲୀ: ଗତକାଲି ଉତ୍ତରପୂର୍ବ ଦିଲ୍ଲୀର ମୌଜପୁରରେ ସିଏଏ ସପକ୍ଷବାଦୀ ଏବଂ ବିପକ୍ଷବାଦୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଗତକାଲିର ହିଂସାକାଣ୍ଡରେ ଜଣେ ହେଡ୍ କନଷ୍ଟେବଲଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଥିଲାବେଳେ ୬୦ରୁ ଅଧିକ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରେ ଆଜି ଆଉ ୩ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ…

ଦିଲ୍ଲୀ: ୮ ରାଉଣ୍ଡ ଗୁଳି ଚଳାଇଥିବା…

ନୂଆଦିଲ୍ଲୀ: ଗତକାଲି ଉତ୍ତରପୂର୍ବ ଦିଲ୍ଲୀର ମୌଜପୁରରେ ସିଏଏ ବିରୋଧୀ ଓ ସପକ୍ଷବାଦୀ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଥିଲେ। ଏହି ସମୟରେ ଆତଙ୍କିତ ପରିବେଶ ସୃଷ୍ଟି ହୋଇଥିଲା। ଦିଲ୍ଲୀର ଗୋକୁଳପୁରୀ ଅଞ୍ଚଳ‌ରେ ସୋମବାର ସିଏଏ ବିରୋଧୀ ଆନ୍ଦୋଳନକାରୀ ଏବଂ ସିଏଏ ସମର୍ଥକଙ୍କ ମଧ୍ୟରେ ଭୟଙ୍କର ସଂଘର୍ଷ…

ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ ଦିଲ୍ଲୀରେ…

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ସିଏଏ ଓ ଏନଆରସିକୁ ନେଇ ସୃଷ୍ଟି ହୋଇଛି ହିଂସାକାଣ୍ଡ। ଦିଲ୍ଲୀର ଜାଫରାବାଦ ଏବଂ ମୌଜପୁର ଅଞ୍ଚଳରେ ଆଜି ସିଏଏ ସମର୍ଥକ ଏବଂ ବିପକ୍ଷବାଦୀଙ୍କ ମଧ୍ୟ​ରେ ଗଣ୍ଡଗୋଳ ଘଟିଛି। ଦୁଇପକ୍ଷ ପରସ୍ପର ଉପରେ ଗୁଳିମାଡ଼ ଏବଂ ପଥରମାଡ଼ କରିଛନ୍ତି। ସ୍ଥିତି ନିୟନ୍ତ୍ରଣ କରିବା ସମୟରେ ପୁଲିସ…

ସିଏଏ: ଶାହୀନବାଗ ପରେ ଜାଫରାବାଦରେ…

ନୂଆଦିଲ୍ଲୀ: ଦିଲ୍ଲୀ ଶାହୀନବାଗ ପରେ ଜାଫରାବାଦରେ ଆନ୍ଦୋଳନକୁ ଓହ୍ଲାଇଳେ ମିହିଳା ମାନେ। ଆଜି ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ଜାତୀୟ ନାଗରିକତା ରେଜିଷ୍ଟର (ଏନଆରସି)କୁ ବିରୋଧ କରି ମହିଳାମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଶନିବାର ରାତିରେ ହଠାତ୍ ଏହି ଆନ୍ଦୋଳନକାରୀ ସିଏଏ ଓ ଏନଆରସିକୁ ବିରୋଧ…

‘ସିଏଏ’ ପ୍ରସଙ୍ଗରେ ମୋଦୀଙ୍କ ସହ ଆଲୋଚନା…

ଓ୍ଵାସିଂଟନ୍‌: ଭାରତ ଗସ୍ତ ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଖରେ ଧାର୍ମିକ ସ୍ୱାଧୀନତା ପ୍ରସଙ୍ଗ ଉଠାଇବେ ବୋଲି ଗତକାଲି ଦିନ ହ୍ଵାଇଟ୍‌ ହାଉସ୍‌ କହିଛି। ଏହାସହ ହ୍ଵାଇଟ୍‌ ହାଉସ୍‌ ସ୍ପଷ୍ଟ କରି ଦେଇଛି ଯେ ଭାରତର ଗଣତାନ୍ତ୍ରିକ ପ୍ରଥା ଏବଂ ପ୍ରତିଷ୍ଠାନ…

‘ପାକିସ୍ତାନ ଜିନ୍ଦାବାଦ୍’ ସ୍ଲୋଗାନ ଦେଇ…

ବେଙ୍ଗାଲୁରୁ: ଗତକାଲି ବେଙ୍ଗାଲୁରୁରେ ଆୟୋଜିତ ହୋଇଥିଲା ‘ସିଏଏ’ ବିରୋଧ ରାଲି। ରାଲି ଚାଲିଥିବା ସମୟରେ ଜଣେ ଯୁବତୀ ‘ପାକିସ୍ତାନ ଜିନ୍ଦାବାଦ୍’ ସ୍ଲୋଗାନ୍ ଦେଇଥିଲେ। ପରେ ତାଙ୍କୁ ଗିରଫ କରିଥିଲା ପୋଲିସ୍। ଅପରପକ୍ଷେ ଯୁବତୀଙ୍କୁ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଜାମିନ୍ ଦେଇନାହାନ୍ତି। ତେଣୁ ତାଙ୍କୁ…

ଶାହୀନ ବାଗରୁ ମୋଦିଙ୍କୁ ଭାଲେଣ୍ଟାଇନ୍ସ…

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ ବିରୋଧରେ ଶାହୀନ ବାଗରେ ଦୀର୍ଘ ୨ ମାସ ଧରି ଆନ୍ଦୋଳନ କରୁଥିବା ବିକ୍ଷୋଭକାରୀ ମାନେ ଆଜି ମୋଦିଙ୍କୁ ଶାହୀନ ବାଗକୁ ନିମନ୍ତ୍ରଣ କରିଛନ୍ତି। ଭାଲେଣ୍ଟାଇନ୍ସ ଡେ’ ହୋଇଥିବାରୁ ମୋଦି ଶାହୀନ ବାଗ ଆନ୍ଦୋଳନକାରୀଙ୍କ ପାଖକୁ ଆସି ଏହାକୁ ପାଳନ କରନ୍ତୁ ବୋଲି ସେମାନେ…

ଘୁଞ୍ଚିଲା ଶାହୀନବାଗ ଆବେଦନର ଶୁଣାଣି

ନୂଆଦିଲ୍ଲୀ: ଘୁଞ୍ଚିଲା ସୁପ୍ରିମକୋର୍ଟରେ ହେବାକୁ ଥିବା ଦିଲ୍ଲୀ ଶାହୀନବାଗ ଆନ୍ଦୋଳନର ଶୁଣାଣି। ଆସନ୍ତାକାଲି ଦିଲ୍ଲୀ ବିଧାନସଭା ଭୋଟ ଥିବାରୁ ଶୁଣାଣିକୁ ଘୁଞ୍ଚାଯାଇଛି। ଆଜି ଶୁଣାଣି ହେଲେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ ଏଥପାଇଁ କୋର୍ଟ ଏହି ଆବେଦନର ଶୁଣାଣି ସୋମବାରକୁ…

ନାଗରିକତା ଆଇନକୁ ନେଇ ବଡ଼ ବୟାନ ଦେଲେ…

ନୂଆଦିଲ୍ଲୀ: ସାରା ଦେଶରେ ନାଗରିକତା ସଂଶୋଦନ ଆଇନ୍‌(ସିଏଏ)କୁ ବିରୋଧ ଜାରି ରହିଛି। ଏହାରିମଧ୍ୟରେ ସିଏଏକୁ ନେଇ ବଡ଼ ବୟାନ ଦେଇଛନ୍ତି ତାମିଲ ସୁପରଷ୍ଟାର ରଜନୀକାନ୍ତ। ନାଗରିକତା ସଂଶୋଧନ ଆଇନକୁ ନେଇ ରଜନୀକାନ୍ତ କହିଛନ୍ତି ଯେ, ଏହି ଆଇନ ଦ୍ବାରା ମୁସଲମାନମାନଙ୍କୁ କୌଣସି ବିପଦ ଆସିବ ନାହିଁ । ସେହିପରି…

ଏନଆରସିକୁ ନେଇ ସଫେଇ ଦେଲେ ସରକାର, କହିଲେ…

ନୂଆଦିଲ୍ଲୀ: ସାରା ଦେଶରେ ନାଗରିକତା ସଂଶୋଧନ ଆଇନ୍(ସିଏଏ) ଓ ଏନଆରସିକୁ ନେଇ ସରକାରଙ୍କୁ ବିରୋଧ ପ୍ରଦର୍ଶନ କରାଯାଉଛି। ଅନ୍ୟପଟେ କେନ୍ଦ୍ର ସରକାର ଆଜି ସଂସଦରେ ଏହାକୁ ନେଇ ଲିଖିତ ଭାବେ ଉତ୍ତର ଦେଇଛନ୍ତି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଏନଆରସି ଲାଗୁ କରିବାକୁ ନେଇ ଏପର୍ଯ୍ୟନ୍ତ କେନ୍ଦ୍ର ସରକାର…