Odisha Link
Bridging the Missing Links in Odisha
Browsing Tag

Cancel

କରୋନା ଆତଙ୍କ: ବିଜେଡିର ସବୁ…

ଭୁବେନେଶ୍ବର: ଚାଇନା ପରେ ଏବେ ଭାରତରେ କରୋନା ଏହାର କାୟା ବିସ୍ତାର କରିବାର ଲାଗିଛି। କରୋନାକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟମନ୍ତ୍ରୀ କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରୋନା କରିଛନ୍ତି। ଏଥିସହ କରୋନା ମୁକାବିଲା ପାଇଁ ରାଜ୍ୟରେ ମାର୍ଚ୍ଚ ୩୧ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ, କଲେଜ, ସିନେମା ହଲ୍ ବନ୍ଦ…

ଆଜି ୪୨୬ ଟ୍ରେନ୍‌ ବାତିଲ୍

ନୂଆଦିଲ୍ଲୀ: ଟ୍ରେନ୍ ଯୋଗେ ଯାତ୍ରା କରୁଥିବା ଲୋକଙ୍କୁ ଭାରତୀୟ ରେଳ ଏକ ବଡ଼ ଝଟ୍‌କା ଦେଇଛି। ଭାରତୀୟ ରେଳବାଇ (ଇଣ୍ଡିଆନ୍ ରେଲୱେ) ପକ୍ଷରୁ ବୁଧବାର ବାତିଲ୍ ହୋଇଥିବା ଟ୍ରେନ୍‌ର ତାଲିକା ପ୍ରକାଶ ପାଇଛି। ରେଳ ବିଭାଗ ଅନୁଯାୟୀ, ମାର୍ଚ୍ଚ ୧୧ତାରିଖରେ ୪୦୦ରୁ ଅଧିକ ଟ୍ରେନ୍ ବାତିଲ୍ କରାଯାଇଛି। ଭାରତୀୟ…

କରୋନା ଆତଙ୍କ ପାଇଁ ୫ ଦେଶର ନାଗରିକଙ୍କ…

ନୂଆଦିଲ୍ଲୀ: ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି କରୋନା। ଗତକାଲି ଭାରତରେ ପୁଣି ଦୁଇ ନୂଆ କରୋନା ଭାଇରସ ରୋଗୀ ଚିହ୍ନଟ ହେବା ପରେ ମଙ୍ଗଳବାର କେନ୍ଦ୍ର ସରକାର କରୋନା ଭାଇରସ୍ ସମ୍ବନ୍ଧରେ ଏକ ଟ୍ରାଭେଲ ଆଡଭାଇଜରୀ ଜାରି କରିଛନ୍ତି। ଏହାକୁ ନଜରରେ ରଖି ପାଞ୍ଚଟି ଦେଶର ସମସ୍ତ ଭିସା ଏବଂ…

ଶାଢ଼ୀ ଭାଙ୍ଗିଦେଲା ବାହାଘର

ବେଙ୍ଗାଲୁରୁ: ଶାଢ଼ୀ ପାଇଁ ଭାଙ୍ଗିଗଲା ବାହାଘର। ବହୁ କାରଣରୁ ବାହାଘର ଭାଙ୍ଗି ଯାଏ ମାତ୍ର ଶାଢ଼ୀ ପାଇଁ ବାହାଘର ଭାଙ୍ଗିବା କଥା ଆପଣ ପୂର୍ବରୁ ଶୁଣିନଥିବେ। କଥାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁ ଥିଲେ ମଧ୍ୟ ସତ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକରେ। ବରର ମାତା-ପିତାଙ୍କୁ କନ୍ୟାର ଶାଢ଼ୀ ପସନ୍ଦ ନ…

ଶାହଙ୍କ ଓଡ଼ିଶା ଗସ୍ତ ବାତିଲ

ଭୁବନେଶ୍ୱର : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କର ଆସନ୍ତା ଫେବୃଆରୀ ୧୨ ତାରିଖରେ ଓଡ଼ିଶା ଆସିବା କାର୍ଯ୍ୟକ୍ରମ ଥିବା ବେଳେ, ଏବେ ଏହି କାର୍ଯ୍ୟକ୍ରମ ବାତିଲ ହୋଇଯାଇଛି। ଏହି ଗସ୍ତ ବାତିଲ ହୋଇଥିବାର ନିର୍ଦ୍ଦିଷ୍ଟ କାରଣ ସମ୍ପର୍କରେ ଜଣାପଡ଼ି ନାହିଁ। ଏଥିସହ ଅମିତ ଶାହ ପୁଣି କେବେ ଓଡ଼ିଶା ଆସିବେ ସେନେଇ…

ଛାତ୍ର ସଂସଦ ନିର୍ବାଚନ ବାତିଲ

ଭୁବନେଶ୍ୱର: ଚଳିତବର୍ଷ ରାଜ୍ୟରେ ହେବ ନାହିଁ ଛାତ୍ର ସଂସଦ ନିର୍ବାଚନ। ରାଜ୍ୟ ସରକାର ଚଳିତବର୍ଷ ଛାତ୍ର ସଂସଦ ନିର୍ବାଚନ ବାତିଲ କରିଛନ୍ତି।ଏନେଇ ଆଜି ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି, ସରକାରୀ କଲେଜ ପ୍ରିନ୍ସିପାଲ ଓ ଅନୁଦାନପ୍ରାପ୍ତ ବେସରକାରୀ କଲେଜର ପ୍ରିନ୍ସିପାଲମାନଙ୍କୁ ରାଜ୍ୟ ଉଚ୍ଚଶିକ୍ଷା ସଚିବ…