Odisha Link
Bridging the Missing Links in Odisha
Browsing Tag

Cancer

କ୍ୟାନସର ରୋଗୀଙ୍କୁ ସାହାଯ୍ୟ କଲେ ୮୦ରୁ…

ଚେନ୍ନାଇ: ଜଣେ ରୋଗୀଙ୍କୁ ସାହାଯ୍ୟ କରିବା ପାଇଁ ପ୍ରାୟତଃ ଲୋକ ଟଙ୍କା ଦାନ କରିଥାନ୍ତି। ହେଲେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। କାରଣ ୮୦ରୁ ଉର୍ଦ୍ଧ୍ବ ଯୁବତୀ ରୋଗୀଙ୍କ ପାଇଁ କେଶ ଦାନ କରିଛନ୍ତି। କ୍ୟାନ୍‌ସର୍‌ ସହିତ ଲଢ଼େଇ କରୁଥିବା ରୋଗୀ ଚିକିତ୍ସା ସମୟରେ ତାଙ୍କ ମୁଣ୍ଡର କେଶ ହରାଇଥା’ନ୍ତି।…

ସାବଧାନ! ଶୁଖୁଆ ଖାଇଲେ କ୍ୟାନ୍ସର

ଭୁବନେଶ୍ବର: ଓଡ଼ିଶାରେ, ବିଶେଷ କରି ଉପକୂଳ ଓଡ଼ିଶାରେ ବେଶ୍‌ ପ୍ରସିଦ୍ଧ ଶୁଖୁଆ (ଶୁଖିଲା ମାଛ) ଯୋଗୁଁ ହେଉଛି କ୍ୟାନ୍ସର ରୋଗ। ଉପକୂଳ ଓଡ଼ିଶାରୁ ସର୍ବାଧିକ ପେଟ କ୍ୟାନ୍ସର ରୋଗୀ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ରିପୋର୍ଟ ଅନୁସାରେ ଶୁଖୁଆ ଖାଇବା ଯୋଗୁଁ ପେଟ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ଦିନକୁ ଦିନ…

ଜାଣନ୍ତୁ ରାଜେଶ୍ୱରୀଙ୍କ ସଂଘର୍ଷମୟ ଜୀବନ

ଭୁବନେଶ୍ବର : କ୍ୟାନ୍ସର ଏକ ଏପରି ରୋଗ ଯାହାର ନାଁ ଶୁଣିଲେ ହିଁ ସମସ୍ତେ ଡରି ଯାଆନ୍ତି । ହେଲେ ମନ ବଳ ଓ ଆତ୍ମା ବିଶ୍ବାସ ଥିଲେ ଏହି ରୋଗରୁ ପାର ହେଇ ପରିବ । ଏହା କରି ଦେଖେଇଛନ୍ତି ଓଡ଼ିଆ ଟେଲି କଳାକାର ରାଜେଶ୍ୱରୀ ରାୟମହାପାତ୍ର । ସେ ୨୦୧୯ ମେ ମାସରେ କର୍କଟ ରୋଗରେ ପୀଡ଼ିତ ହୋଇଥିଲେ । ଏକଥା ତାଙ୍କ…

ସାନ୍‌ ଓ ସ୍ମୃତିଙ୍କ ନିଆରା ସଂଘର୍ଷ

କେରଳ: କୁହାଯାଏ ପତି-ପତ୍ନୀଙ୍କ ସଂପର୍କ ଦୁଇ ମନ ଗୋଟିଏ ପ୍ରାଣ ବୋଲି। ଏମିତି ଏକ ନିଆରା ସ୍ୱାମୀ-ସ୍ତ୍ରୀ ସଂପର୍କ ଦେଖିବାକୁ ମିଳିଛି କେରଳ ଥିସୁରରେ। ସାତ ଜନ୍ମ ଏକାଠି ରହିବାକୁ ପଣ କରି ଏହାକୁ ସତ ଭାବେ ପ୍ରମାଣିତ କରିଛନ୍ତି ସାନ୍ ଇବ୍ରାହିମ୍ ଓ ସ୍ମୃତି ବିଜୟନ। ବିବାହର କିଛି ବର୍ଷ ପରେ ହଠାତ୍…

ବରଗଡ଼ ଏବେ ବିଷଗଡ଼

ରାଜ୍ୟର ଏକ ଚତୁର୍ଥାଂଶ କ୍ୟାନ୍ସର ରୋଗୀ ବରଗଡ଼ରେ ବରଗଡ଼: ବିଜେପୁର ନିର୍ବାଚନକୁ ନେଇ ବରଗଡ଼ ଜିଲ୍ଲା ଏବେ ଉଠୁଚି ପଡ଼ୁଛି। ମାଳ ମାଳ ନେତାମନ୍ତ୍ରୀ ଏଠି ଭିଡ଼ ଜମାଇବା ଆରମ୍ଭ କରିଦେଲେଣି। ବରଗଡ଼ରେ ବିକାଶର ନାଗରା ବଜାଇବା ଲାଗି ସବୁ ଦଳ ତୟାର। ଲୋକଙ୍କୁ ପ୍ରତିଶ୍ରୁତିରେ ପୋତିଦେବାକୁ ପ୍ରସ୍ତୁତ ହେଲାଣି…

ଖୋର୍ଦ୍ଧା ବିଧାୟକ ଗୁରୁତର, ମୁମ୍ବାଇରେ…

ଖୋର୍ଦ୍ଧା: ଖୋର୍ଦ୍ଧା ବିଧାୟକ ତଥାବ ବିଜୁ ଜନତା ଦଳ ନେତା ଜ୍ୟୋତିରିନ୍ଦ୍ରନାଥ ମିତ୍ର (ଜିତୁ ମିତ୍ର) କ୍ୟାନ୍ସରରେ ପୀଡ଼ିତ ହୋଇଛନ୍ତି। ତାଙ୍କର ଅବସ୍ଥା ଗୁରୁତର ଥିବା ବେଳେ ମୁମ୍ବାଇର ଏକ ଘରୋ ଡାକ୍ତରଖାନାରେ ଚିକିତ୍ସା ଚାଲିଛି। ଜିତୁଙ୍କ ଚିକିତ୍ସା ଲାଗି ରାଜ୍ୟ ସରକାର ସହଯୋଗର ହାତ ବଢ଼ାଇଛନ୍ତି।…