Odisha Link
Bridging the Missing Links in Odisha
Browsing Tag

Central Team

ଭୁବନେଶ୍ୱରରେ କେନ୍ଦ୍ରୀୟ ଟିମ୍ ସଦସ୍ୟ

ଭୁବନେଶ୍ୱର: ଶିମିଳିପାଳରେ ନିଆଁ ଲାଗିବା ଘଟଣାକୁ ନେଇ କେନ୍ଦ୍ରୀୟ ଟିମ ସଦସ୍ୟ ଓଡ଼ିଶାରେ ପହଞ୍ଚିଛନ୍ତି। କେନ୍ଦ୍ରୀୟ ଟିମ୍‌ର ସଦସ୍ୟ ଅମିତ ମଲ୍ଲିକ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଟିମ୍‌ର ଅନ୍ୟ ଜଣେ ସଦସ୍ୟ ସୁବ୍ରତ ମହାପାତ୍ର ମଧ୍ୟ ଭୁବନେଶ୍ୱରରେ ଅଛନ୍ତି। କେନ୍ଦ୍ରୀୟ ଟିମ୍‌ର ସଦସ୍ୟ ଅମିତ ଓ…

ପେଟ୍ରୋଲ ପମ୍ପ୍ ବିସ୍ଫୋରଣ ଘଟଣା, ତଦନ୍ତ…

ଭୁବନେଶ୍ୱର: ରାଜଧାନୀର ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପ୍ ବିସ୍ଫୋରଣ ଘଟଣାର ତଦନ୍ତ ଜାରି ରହିଛି। ଆଜି ପେଟ୍ରୋଲିୟମ ମନ୍ତ୍ରାଳୟର ୪ ଜଣିଆ ଟିମ୍ ଘଟଣାସ୍ଥଳରେ ତଦନ୍ତ ପାଇଁ ପହଞ୍ଚିଛନ୍ତି। ପେଟ୍ରୋଲ ପମ୍ପରେ ଥିବା ଗ୍ୟାସ୍ ଟାଙ୍କି କାହିଁକି ଫାଟିଲା, କେମିତି ଫାଟିଲା, କାହା ଅବହେଳା ଏଥି ପାଇଁ ଦାୟୀ, ତାର…

ଭୁବନେଶ୍ବରରେ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ବର: ଓଡ଼ିଶାରେ ବନ୍ୟା କ୍ଷୟକ୍ଷତିର ଆକଳନ ପାଇଁ ପହଞ୍ଚିଲେ କେନ୍ଦ୍ରୀୟ ଟିମ। ଗୃହ ମନ୍ତ୍ରାଳୟ ଯୁଗ୍ମ ସଚିବଙ୍କ ନେତୃତ୍ବରେ ପହଞ୍ଚିଲେ ୬ ଜଣିଆ ଟିମ୍। ୨ ଦିନିଆ ଓଡ଼ିଶା ଗସ୍ତରେ ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିବ ଏହି ଟିମ୍। ବନ୍ୟା କ୍ଷତିଗ୍ରସ୍ତ ଭଦ୍ରକ, ଯାଜପୁର, କେନ୍ଦ୍ରପଡ଼ା ଓ ପୁରୀ ଜିଲ୍ଲା…

କରୋନା ମୁକାବିଲା: ଓଡ଼ିଶା ଆସିବେ…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ହୁ ହୁ ବଢିବାରେ ଲାଗିଛି। କରୋନା ମୁକାବିଲା ପାଇଁ ଏକ କେନ୍ଦ୍ରୀୟ ଟିମ୍‌ ଓଡ଼ିଶା ଆସିବେ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କରୋନା ମୁକାବିଲା ପାଇଁ ଓଡ଼ିଶା ସହିତ ୪ଟି ରାଜ୍ୟକୁ…

କରୋନା ଭୟ: ଓଡ଼ିଶାରେ କେନ୍ଦ୍ରୀୟ ଟିମ

ଭୁବନେଶ୍ୱର: ଦିନକୁ ଦିନ ଭୟଙ୍କର ରୂପ ନେଊଛି କରୋନା ଭାଇରସ। ତେବେ ଘାତକ କରୋନା ସ୍ଥିତି ଅନୁଧ୍ୟାନ ପାଇଁ ଓଡ଼ିଶାରେ କେନ୍ଦ୍ରୀୟ ଟିମ ପହଞ୍ଚିଛନ୍ତି। ଉକ୍ତ ଟିମରେ ଡ. ଶିକ୍ଷା ବର୍ଦ୍ଧନ, ଡ. କପୁର ଚୌଧୁରୀ ଓ ଡ. ଅନୁରାଧା ସୁଲାନିଆ ଅଛନ୍ତି। ସମ୍ପୃକ୍ତ କେନ୍ଦ୍ରୀୟ ଟିମ ସ୍ୱାସ୍ଥ୍ୟ ସଚିବ, ଡିଏମଇଟି ଓ…

ବୁଲବୁଲ କ୍ଷୟକ୍ଷତିର ଅନୁଧ୍ୟାନ ପାଇଁ…

କେନ୍ଦ୍ରାପଡ଼ା: ବୁଲବୁଲ କ୍ଷୟକ୍ଷତିର ଅନୁଧ୍ୟାନ କରୁଥିବା କେନ୍ଦ୍ରୀୟ ଟିମ୍ ଆଜି ରାଜନଗରରେ ପହଞ୍ଚିଛନ୍ତି। ସେଠାରେ ବୁଲବୁଲ କ୍ଷୟକ୍ଷତିର ଅନୁଧ୍ୟାନ କରୁଛି ଏହି ଟିମ। ୨ଟି ଦଳରେ ଭାଗ ହୋଇ ୪ ପ୍ରଭାବିତ ଜିଲ୍ଲା ବୁଲିବାର କାର୍ଯ୍ୟକ୍ରମ ରହିଛି। ପ୍ରଥମ ଟିମ ଚାନ୍ଦବାଲି ଓ ବାସୁଦେବପୁରରେ ବାତ୍ୟା…

ଧାମରାରେ କେନ୍ଦ୍ରୀୟ ଟିମ୍‌

ବାସୁଦେବପୁର: ସୋହଲୀ ଘୋଷ ରୟଙ୍କ ନେତୃତ୍ୱରେ ନୂଆଦିଲ୍ଲୀରୁ ଏକ ୭ଜଣିଆ କେନ୍ଦ୍ରୀୟ ଟିମ୍‌ ଗୁରୁବାର ଅପରାହ୍ନରେ ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି। ଏହି ୭ଜଣିଆ କେନ୍ଦ୍ରୀୟ ଟିମ୍‌ରସଦସ୍ୟ ଭୁବନେଶ୍ୱରରେ ପହଞ୍ଚିବା ପରେ ବାତ୍ୟା ବୁଲ୍‌ବୁଲ୍‌ର କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଧାମରାରେ ପହଞ୍ଚିଲା କେନ୍ଦ୍ରୀୟ…

ଭୁବନେଶ୍ୱରରେ ପହଞ୍ଚିଲେ ୭ ଜଣିଆ…

ଭୁବନେଶ୍ବର: ନୂଆଦିଲ୍ଲୀରୁ ଏକ ୭ଜଣିଆ କେନ୍ଦ୍ରୀୟ ଟିମ୍‌ ଗୁରୁବାର ଅପରାହ୍ନରେ ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି। ଏହି ୭ଜଣିଆ କେନ୍ଦ୍ରୀୟ ଟିମ୍‌ରସଦସ୍ୟ ଭୁବନେଶ୍ୱରରେ ପହଞ୍ଚିବା ପରେ ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲା ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି। ତେବେ ଏହି ଟିମ୍‌ ଭୁବନେଶ୍ୱରରେ…

ଆଜି ଓଡିଶା ଆସୁଛନ୍ତି କେନ୍ଦ୍ରୀୟ ଟିମ୍

ଭୁବନେଶ୍ବର: ସାମୁଦ୍ରିକ ଝଡ଼ ‘ବୁଲୁବୁଲ୍‌’ରେ କ୍ଷତିଗ୍ରସ୍ତ ଓଡିଶା ପରିଦର୍ଶନରେ ଆସୁଛନ୍ତି କେନ୍ଦ୍ରୀୟ ପ୍ରତିନିଧି ଦଳ। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଯୁଗ୍ମ ସଚିବ ସହେଲି ଘୋଷ ରାୟଙ୍କ ନେତୃତ୍ୱରେ ଏକ ୮ ଜଣିଆ ଟିମ୍ ଗଠିତ ହୋଇଛି। ଏହି ଟିମ୍ ଆଜି ଓ ଆସନ୍ତା କାଲି ଦୁଇଦିନ ଧରି କ୍ଷତିଗ୍ରସ୍ତ ଅଞ୍ଚଳ…

ବାତ୍ୟା ବୁଲବୁଲ: କ୍ଷୟକ୍ଷତି ଆକଳନ ପାଇଁ…

ଭୁବନେଶ୍ବର: ବାତ୍ୟା ‘ବୁଲବୁଲ’ରେ କ୍ଷୟକ୍ଷତି ଆକଳନ ପାଇଁ କେନ୍ଦ୍ର ସରକାରଙ୍କ ଆନ୍ତଃ-ମନ୍ତ୍ରଣାଳୟ ଟିମ୍ ଆସନ୍ତା କାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସୂଚନା ଦେଇ କହିଛନ୍ତି ଯେ, ବୁଲବୁଲ କ୍ଷୟକ୍ଷତି ଆକଳନ କରିବା…