Odisha Link
Bridging the Missing Links in Odisha

ଭୁବନେଶ୍ୱରରେ କେନ୍ଦ୍ରୀୟ ଟିମ୍ ସଦସ୍ୟ

ଭୁବନେଶ୍ୱର: ଶିମିଳିପାଳରେ ନିଆଁ ଲାଗିବା ଘଟଣାକୁ ନେଇ କେନ୍ଦ୍ରୀୟ ଟିମ ସଦସ୍ୟ ଓଡ଼ିଶାରେ ପହଞ୍ଚିଛନ୍ତି। କେନ୍ଦ୍ରୀୟ ଟିମ୍‌ର ସଦସ୍ୟ ଅମିତ ମଲ୍ଲିକ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଟିମ୍‌ର ଅନ୍ୟ ଜଣେ ସଦସ୍ୟ ସୁବ୍ରତ ମହାପାତ୍ର ମଧ୍ୟ ଭୁବନେଶ୍ୱରରେ ଅଛନ୍ତି। କେନ୍ଦ୍ରୀୟ ଟିମ୍‌ର ସଦସ୍ୟ ଅମିତ ଓ ସୁବ୍ରତ ଶିମିଳିପାଳରେ ନିଆଁ ଲାଗିବାର କାରଣ ଓ ନିରାକରଣ ନେଇ ଅନୁଧ୍ୟାନ କରିବେ।

ନିଆଁ ଲିଭା କାର୍ଯ୍ୟରେ ୭୫୦ଟି ଟିମ୍, ଅଧିକ ୮ଶହ ନିଆଁ ଲିଭା ୱାଚ୍ରଙ୍କୁ ନିୟୋଜିତ କରାଯାଇଛି। ୨୫ ଜଣିଆ ୨ଟି ଓଡ୍ରାଫ୍ ଟିମ୍ ସହ ୨୦ ଜଣ ଅଗ୍ନିଶମ କର୍ମଚାରୀ ନିୟୋଜିତ ଅଛନ୍ତି। ଗତକାଲି ଶିମିଳିପାଳରେ କାଳବୌଶାଖୀ ସହ କୁଆପଥର ବର୍ଷା ହୋଇଥିଲା।

Comments are closed.