Odisha Link
Bridging the Missing Links in Odisha
Browsing Tag

Chandrababu Naidu

ବନ୍ଧା ହେଲେ ପୂର୍ବତନ ଆନ୍ଧ୍ରପ୍ରଦେଶ…

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଗିରଫ ହେଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ୍‌ ପାର୍ଟି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ।୨୫୦ କୋଟି ଦୁର୍ନୀତି ମାମଲାରେ ଗିରଫ କଲା ସିଆଇଡି। ଆନ୍ଧ୍ରପ୍ରଦେଶ ଦକ୍ଷତା ବିକାଶ ନିଗମରେ ଦୁର୍ନୀତି ଅଭିଯୋଗରେ ଆଜି ଭୋରରୁ ତାଙ୍କୁ…

ବିମାନବନ୍ଦରରେ ଧାରଣା ଦେଲେ ଚନ୍ଦ୍ରବାବୁ

ନୂଆଦିଲ୍ଲୀ: ଆଜି ତିରୁପତି ବିମାନବନ୍ଦର ଭିତରେ ଧାରଣାରେ ବସିଛନ୍ତି ଆନ୍ଧ୍ରପ୍ରଦେଶ ବିଧାନସଭାର ବିରୋଧିଦଳ ନେତା ଏନ୍ ଚନ୍ଦ୍ରବାବୁ ନାଇଡୁ। ସେ ସେଠାରୁ ତିରୁପତି ଓ ଚିତ୍ତୁର ସହର ଯାତ୍ରା କରିବାକୁ ଥିବା ବେଳେ ପୋଲିସ ତାଙ୍କୁ ଅଟକାଇଥିଲା। ପରେ ପୋଲିସଙ୍କ ସହ ଯୁକ୍ତିତର୍କ କରି ଚନ୍ଦ୍ରବାବୁ ନାଇଡୁ…

ଚନ୍ଦ୍ରବାବୁ ନାଇଡୁଙ୍କୁ ଅଣ୍ଡା, ଚପଲ…

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲ୍‌ଗୁ ଦେଶମ୍‌ ପାର୍ଟିର ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ରାଲିରେ ଜୋତା, ଅଣ୍ଡା ଓ ଟମାଡୋ ମାଡ଼ ହୋଇଛି। ଚନ୍ଦ୍ରବାବୁ ନାଇଡ଼ୁଙ୍କ ବିଶାଖାପାଟଣା ଗସ୍ତକୁ ଓ୍ୱାଇଏସ୍‌ଆର କଂଗ୍ରେସ ପାର୍ଟିର କିଛି କର୍ମୀ ବିରୋଧ କରିବା ସମୟରେ ଏପରି କରିଥିବା…

ଆନ୍ଧ୍ରପ୍ରଦେଶ: ବିଧାନ ପରିଷଦ ଉଚ୍ଛେଦ…

ଅମରାବତୀ: ବେଶ କିଛିଦିନ ହେବ ଚର୍ଚ୍ଚାରେ ରହୁଛି ଆନ୍ଧ୍ରପ୍ରଦେଶ ରାଜନୀତି। ତିନି ରାଜଧାନୀ ବିଧେୟକକୁ ନେଇ ଆନ୍ଧ୍ରପ୍ରଦେଶରେ ଜମୁଛି ରାଜନୀତି। କାରଣ ବିଧାନ ପରିଷଦରେ ଶାସକ ଦଳ ଓ୍ୱାଇଏସଆର କଂଗ୍ରେସର  ତିନି ରାଜଧାନୀ ବିଧେୟକ ଖାରଜ ହୋଇଥିଲା। ଯାହାଫଳରେ ଆନ୍ଧ୍ର ପ୍ରଦେଶ କ୍ୟାବିନେଟ୍ ବିଧାନ ପରିଷଦ…

ହଟହଟା ହେଲେ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ…

ଅମରାବତୀ: ହଟହଟା ହେଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ। ଶ୍ରୀ ନାଇଡୁଙ୍କୁ ଗତକାଲି ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ଯେତେବେଳେ ସେ ଅମରାବତୀରେ ଚାଲିଥିବା ନିର୍ମାଣ କାମର ତଦାରଖ କରିବା ପାଇଁ ଯାଉଥିଲେ ସେତେବେଳେ ଚନ୍ଦ୍ରବାବୁ ନାଇଡୁଙ୍କ ବସ ଉପରକୁ…

ଚନ୍ଦ୍ରବାବୁ ଗୃହବନ୍ଦୀ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁଙ୍କୁ ଆଜି ଗୃହବନ୍ଦୀ କରାଯାଇଛି। ତାଙ୍କ ପୁଅ ନର ଲୋକେଶ ଏବଂ ଅନ୍ୟ କେତେକ ଟିଡିପି ନେତାଙ୍କୁ ମଧ୍ୟ ଗୃହବନ୍ଦୀ କରାଯାଇଛି। ରାଜଧାନୀ ବିଜୟଓ୍ଵାଡ଼ା ନିକଟ ଉଣ୍ଡାବାଲ୍ଲିସ୍ଥିତ ତାଙ୍କ ଘରେ ପୁଲିସ ତାଙ୍କୁ ଅଟକ ରଖିଥିବା କଥା…