Odisha Link
Bridging the Missing Links in Odisha
Browsing Tag

Child Death

ଝିଅ ଚାହୁଁଥିଲେ, ଆଶା ପୂରଣ ନହେବାରୁ…

ଓଏଲ୍‌ ବ୍ୟୁରୋ: ପୁଅ ଆଶାରେ କନ୍ୟା ସନ୍ତାନକୁ ହତ୍ୟା କରିବା ଖବର ଆପଣ ଶୁଣିଥିବେ ନିଶ୍ଚୟ। ମଧ୍ୟପ୍ରଦେଶରେ କିନ୍ତୁ ଦେଖିବାକୁ ମିଳିଛି ବ୍ୟତିକ୍ରମ। ମଧ୍ୟ ପ୍ରଦେଶର ବୈତୁଲରେ ଜଣେ ବ୍ୟକ୍ତି ଝିଅକୁ ଆଶା କରି ପୁତ୍ର ସନ୍ତାନର ହତ୍ୟା କରିଛନ୍ତି। ପ୍ରଥମେ ଦୁର୍ବୁତ୍ତ ଜଣକ ପତ୍ନୀଙ୍କୁ ବାଡ଼େଇ ଲହୁ ଲୁହାଣ…

ପୋଖରୀରେ ବୁଡ଼ି ୩ ନାବାଳିକାଙ୍କର ମୃତ୍ୟୁ

କୋରାପୁଟ: କୋରାପୁଟ ଲମତାପୁଟ ବ୍ଲକ ଦେବଗଞ୍ଜର ଗାଁରେ ପୋଖରୀରେ ବୁଡ଼ି ୩ ନାବାଳିକାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତକଙ୍କ ମଧ୍ୟରୁ ୨ ଜଣଙ୍କ ବୟସ ୮ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କ ବୟସ ୯ ବର୍ଷ ବୋଲି ଜଣାଯାଇଛି। ଘଟଣାରୁ ପ୍ରକାଶ ଯେ, ୩ ଜଣ ସାଙ୍ଗ ଗତକାଲି ଅପରାହ୍ନରେ ପିଜୁଳି ଖାଇବାକୁ ଘରୁ…

ପୋଖରୀରେ ବୁଡି ଚାଲିଗଲା ଶିଶୁର ଜୀବନ

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ମାର୍କୋଣା ପଞ୍ଚାୟତ କୁଣିଆରୀ ଗ୍ରାମରେ ପୋଖରୀରେ ବୁଡି ଏକ ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ଖବର ମିଳିଛି। କୁଣିଆରୀ ଗ୍ରାମର ଗଣପତି ରାଉଳଙ୍କ ୧ ବର୍ଷ ୨ମାସର ପୁଅ ତପନ ଆଜି ସକାଳ ୮ଟା ସମୟରେ ନିଜ ଘର ଅଗଣାରେ ଖେଳୁଥିଲା। ମାତ୍ର କିଛି ସମୟ ପରେ…

ପାଣିରେ ବୁଡ଼ି ୨ ଶିଶୁକନ୍ୟା ମୃତ

ସୁବର୍ଣ୍ଣପୁର: ସକାଳୁ ନିଖୋଜ ଥିବା ୨ ଶିଶୁକନ୍ୟାଙ୍କ ମୃତଦେହ ପୋଖରୀରୁ ଉଦ୍ଧାର କରାଯାଇଛି। ସୋନପୁର ଥାନା ମଲିକମୁ‌ଣ୍ଡା ପୋଖରିରୁ ଉଦ୍ଧାର ହୋଇଛନ୍ତି। ସୂଚନା ଅନୁସାରେ ଆଜି ସକାଳୁ ଖେଳୁଥିବା ବେଳେ ୨ ଶିଶୁକନ୍ୟା ନିଖୋଜ ହୋଇଯାଇଥିଲେ। ମୃତ ଶିଶୁକନ୍ୟା ଦ୍ବୟଙ୍କ ବୟସ ୬ ଓ ୫ ବର୍ଷ ହୋଇଥିବା ସୂଚନା…

ଭୁଲ ଇଞ୍ଜେକସନରୁ ଶିଶୁର ମୁତ୍ୟୁ ଅଭିଯୋଗ

ଭଦ୍ରକ: ତୋଟାପଡ଼ା ଗ୍ରାମପଞ୍ଚାୟତର ଘଣ୍ଟେଶ୍ୱରୀ ଗ୍ରାମରେ ଜଣେ କ୍ୱାକ୍‌ଙ୍କ ଠାରୁ ଇଞ୍ଜେକ୍‌ସନ୍‌ ନେଇ ଜଣେ ସପ୍ତମ ଶ୍ରେଣୀର ଛାତ୍ର ଶୁକ୍ରବାର ସକାଳେ ମୃତ୍ୟୁ ବରଣ କରିଛନ୍ତି। ଭୁଲ୍‌ ଚିକିତ୍ସା ଯୋଗୁଁ ପିଲାର ମୃତ୍ୟୁ ଘଟିଛି ବୋଲି ଅଭିଯୋଗ କରି ଘଣ୍ଟେଶ୍ୱର ଫାଣ୍ଡି ଆଗରେ ତା’ର ଶବ ଥିବା ମହାପ୍ରାୟାଣ…

ଚିକିତ୍ସାରେ ଅବହେଳାରୁ ନବଜାତ ଶିଶୁ…

ସୋର : ଚିକିତ୍ସାରେ ଅବହେଳାରୁ ମା’ ଗୁରୁତର ହୋଇଥିବାବେଳେ ନବଜାତ ଶିଶୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ ଶିଶୁକୁ ଧରି ଡାକ୍ତରଖାନା ସମ୍ମୁଖରେ ବାପା । ଗୁରୁତର ମା’କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଡାକ୍ତରଖାନା ପରିସରରେ ଉତ୍ତେଜନା ଦେଖିବାକୁ ମିଳିଛି । ମିଳିଥିବା…