Odisha Link
Bridging the Missing Links in Odisha
Browsing Tag

custodial death

ପୁରୀ ହାଜତ ମୃତ୍ୟୁ ମାମଲା, ଆଇଜିଙ୍କ…

ପୁରୀ: ପୁରୀ ବାସେଳି ସାହି ଥାନା ଅଞ୍ଚଳର କେ. ରମେଶଙ୍କର ପୁଲିସ୍‌ ହେପାଜତରେ ଗତକାଲି ମୃତ୍ୟୁ ହୋଇଥିଲା। ହାଜତ ମୃତ୍ୟୁ ନେଇ ଗତକାଲି ପୁରୀ ସହରରେ ଉତ୍ତେଜନା ଦେଖାଯାଇଥିଲା। ଏହି ଘଟଣାରେ ଗତକାଲି ପୁରୀ ଯାଇ ଘଟଣାର ସମୀକ୍ଷା କରିଛନ୍ତି ଆଇଜି ଇନ୍‌ଚାର୍ଜ ଏସ୍ ପ୍ରବୀଣ କୁମାର। ପୁରୀରେ ଏସ୍‌ପି, ବରିଷ୍ଠ…

ଏନ୍ଏଚ୍ଆରସି ଗାଇଡଲାଇନ ଅନୁଯାୟୀ ତଦନ୍ତ…

ଭୁବନେଶ୍ୱର: ପୁରୀ ଓ ବୀରମିତ୍ରପୁରରେ ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ଘଟଣାକୁ ନେଇ ପୁଲିସ ଡିଜି ଅଭୟ ନିଜର ପ୍ରତିକ୍ରିୟା ରଖିଛନ୍ତି। ଡିଜିପି କହିଛନ୍ତି ଯେ, ଏଭଳି ମୃତ୍ୟୁ ହେଲେ ତଦନ୍ତ ନେଇ ଏନ୍ଏଚ୍ଆରସିଙ୍କ ଗାଇଡଲାଇନ ଅଛି। ଏକ ଡାକ୍ତରୀ ଦଳ ପୋଷ୍ଟମର୍ଟମ କରୁଛନ୍ତି। ଏହାର ଭିଡିଓଗ୍ରାଫି ମଧ୍ୟ…

ସୁନ୍ଦରଗଡ଼ ହାଜତ ମୃତ୍ୟୁ ଅଭିଯୋଗକୁ ଖଣ୍ଡନ…

ସୁନ୍ଦରଗଡ଼: ସ୍ଥାନୀୟ ବୀରମିତ୍ରପୁର ଥାନାରେ ଜଣକର ହାଜତରେ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ଆସିଛି। ଯାହାକୁ ନେଇ ଏବେ ଉତ୍ତେଜନା ସୃଷ୍ଟି ହୋଇଛି। ଏହି ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଶତାଧିକ ଲୋକ ଥାନା ଘେରାଉ କରିଛନ୍ତି। ପୁଲିସ ମାଡ଼ରେ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ…

ହାଜତ ମୃତ୍ୟୁକୁ ସ୍ବୀକାର କଲେ ପୁରୀ…

ପୁରୀ: ପୁରୀ ବାସେଲିସାହି ଥାନାରେ ହାଜତ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଲୋକନାଥ ରୋଡର ଅଭିଯୁକ୍ତ କେ ରମେଶଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ପୁଲିସ ରମେଶଙ୍କୁ ଥାନାକୁ ଆଣି ପଚରାଉଚରା କରୁଥିଲା। ପୋଲିସ ମାଡ ପରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତକୁ ମେଡିକାଲ…

ହାଜତ ମୃତ୍ୟୁ ମାମଲା: ଏଏସ୍ଆଇ ଓ…

ଜୟପୁର : କୋରାପୁଟ ଜୟପୁର ସଦର ଥାନା ଗ‌ଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ହାଜତ ମୃତ୍ୟୁ ମାମଲାରେ ଏଏସ୍ଆଇ ଓ କନେଷ୍ଟବଲ୍ ନିଲମ୍ବିତ। ଆରକ୍ଷୀ ଅଧୀକ୍ଷକ ମୁକେଶ କୁମାର ଭାମୁ କାର୍ଯ୍ୟରତ କନେଷ୍ଟବଲ୍ ଡି କେ ମାଝି ଓ ଏଏସ୍ଆଇ ସପନ ସରକାରଙ୍କୁ ନିଲମ୍ବିତ କରିଛନ୍ତି। ସୂଚନାଯୋଗ୍ୟ, ଅଭିଯୁକ୍ତ…