Odisha Link
Bridging the Missing Links in Odisha
Browsing Tag

cyber fraud

ରାଜଧାନୀରେ ମାତିଛନ୍ତି ସାଇବର ଅପରାଧି

ଭୁବନେଶ୍ୱର: ରାଜଧାନୀରେ ପୁଣି ମାତିଛନ୍ତି ସାଇବର ଅପରାଧି। ଜଣେ ଯୁବକଙ୍କ କ୍ରେଡିଟ କାର୍ଡରୁ ଟଙ୍କା ଗାଏବ। ମୋବାଇଲକୁ କୌଣସି ମେସେଜ କିମ୍ବା କଲ ଆସିନଥିବା ବେଳେ ରାତି ୧୨ଟାରେ ଆପେ ଆପେ ୧୯ ଥର ଟ୍ରାଞ୍ଜେକ୍ସନରେ ୩୧ ହଜାର ଟଙ୍କା କଟିଛି। ଏନେଇ ଯୁବକ ଜଣଙ୍କ ସାଇବର ସେଲରେ ଅଭିଯୋଗ କରିଛନ୍ତି। ପୁଲିସ ଏ…

ସାଇବର ଠକେଇର ଶିକାର ହେଲେ ଅଧ୍ୟାପିକା,…

ଭୁବନେଶ୍ୱର: ଦିନକୁ ଦିନ ସାଇବର ଠକେଇ ମାମଲା ବଢ଼ିବାରେ ଲାଗିଛି। ସାଧାରଣ ଲୋଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଲୁଟୁଛନ୍ତି ସାଇବର ଠକ। କ୍ଷଣିକ ମଧ୍ୟରେ ଆକାଉଣ୍ଟରୁ ଲୁଟି ନେଉଛନ୍ତି ଟଙ୍କା। ଏହାରି ଭିତରେ ଜଣେ ଅଧ୍ୟାପିକା ସାଇବର ଠକେଇର ଶିକାର ହୋଇଛନ୍ତି। ଅନଲାଇନରେ ୱାସିଂ ମେସିନ ବିକିବା ବେଳେ ଠକାମିର…

ରାଜଧାନୀରେ ବଢୁଛି ସାଇବର ଠକେଇ ମାମଲା,…

ଭୁବନେଶ୍ବର: ଦିନକୁ ଦିନ ବଢିବାରେ ଲାଗିଛି ସାଇବର ଠକେଇ ମାମଲା। ସାଇବର ଠକ ବିଭିନ୍ନ ପ୍ରଲୋଭନ ଦେଖାଇ ଲୋକଙ୍କଠୁ ଲକ୍ଷାଧିକ ଟଙ୍କା ଲୁଟୁଛନ୍ତି।  ରାଜଧାନୀରୁ ଗତ ୩ ଦିନ ଭିତରେ ସାଇବର ଠକମାନେ ସାଢ଼େ ୧୦ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। କମିସନରେଟ୍‌ ପୁଲିସର ହେଲ୍‌ପ ଡେସ୍କକୁ ଆସିଥିବା…

ଫେରିଲା ସାଇବର ଠକେଇ ଟଙ୍କା

ଭୁବନେଶ୍ୱର: ଦିନକୁ ଦିନ ବଢ଼ିବାରେ ଲାଗିଛି ସାଇବର ଠକେଇ ମାମଲା। ଲୋକଙ୍କୁ ବିଭିନ୍ନ ଉପାୟରେ ଲୋଭ ଦେଖାଇ ଲୁଟୁଛନ୍ତି ଲୁଟେରା। ଏହାରି ମଧ୍ୟରେ ଠକେଇର ଶିକାର ହୋଇଥିବା ଜଣେ ଅଭିଯୋଗକାରୀ ଟଙ୍କା ଫେରିପାଇଛନ୍ତି। ଅଭିଯୋଗକାରୀଙ୍କୁ ଓଟିପି ମାଗି ଟଙ୍କା ଲୁଟିନେଇଥିଲେ ଦୁର୍ବୃତ୍ତ। କିନ୍ତୁ ସମ୍ପୃକ୍ତ…

ପୁଣି ସାଇବର ଠକେଇ ଆଭିଯୋଗ

ଭୁବନେଶ୍ବର: ଗତକାଲି ସାଇବର ହେଲ୍ପ ଲାଇନ୍ ନମ୍ବର ଜାରି ହୋଇଥିବା ବେଳେ ଆଜି ଭିତରେ ୨ ହଜାରରୁ ୩ ହଜାର ଫୋନ କଲ ଆସିଛି। ସେଥି ମଧ୍ୟରୁ ଭୁବନେଶ୍ୱରରୁ ଠେକଇ ହୋଇଥିବା ସଂଖ୍ୟା ୨୦। ଯେଉଁ ବ୍ୟକ୍ତିମାନେ ଠକେଇର ଶିକାର ହେଉଛନ୍ତି ସେମାନେ ସିଧାସଳଖ ଏହି ହେଲ୍ପ ଡେସ୍କକୁ ଫୋନ କରିପାରିବେ। କିନ୍ତୁ ଏହି…

ଗୁଗୁଲ ପେ’ ନାଁରେ ଠକେଇ, ଲିଙ୍କ୍ ଖୋଲୁ…

ଭୁବନେଶ୍ୱର: ଦିନକୁ ଦିନ ସାଇବର ଠକେଇ ମାମଲା ବଢିପାରେ ଲାଗିଛି। ଏହାର ଶିକାର ହେଉଛନ୍ତି ବହୁଲୋକ। ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ସାଇବର ଠକ ଲୁଟୁଛନ୍ତି ଟଙ୍କା। ଗୁଗୁଲ ପେ’ ନାଁରେ ଠକେଇ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଗୁଗୁଲ ପେ’ ନାଁରେ ଲଟିଛନ୍ତି ୫୩ ହଜାର ଟଙ୍କା। ସୂଚନା ମୁତାବକ,…

ସାଇବର ଠକେଇର ଶିକାର ହେଲେ ଯୁବକ,…

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ। ସାଇବର ଠକଙ୍କ ଦ୍ବାରା ୧୬ ଲକ୍ଷ ୩୨ ହଜାର ଟଙ୍କାର ଠକେଇର ଶିକାର ହୋଇ ଜଣେ ଯୁବକ ଆତ୍ମାହୁତି ଉଦ୍ୟମ କରିଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିଜ ଦେହରେ କିରୋସିନ୍ ଢ଼ାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ…