Odisha Link
Bridging the Missing Links in Odisha
Browsing Tag

Dead Body Found

ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ…

ନବରଙ୍ଗପୁର: ରାଇଘର ବ୍ଲକ୍ ମୋହଣ୍ଡ ପଞ୍ଚାୟତ ଅନ୍ତର୍ଗତ ଦୁଗୁଲିପାରା ଗାଁରେ ଝୁଲନ୍ତା ଅବସ୍ଥାରେ ଯୁବକ ଓ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ସେମାନେ ପ୍ରେମୀ ଯୁଗଳ ବୋଲି କୁହାଯାଉଛି। ଗାଁ ଠାରୁ କିଛି ଦୂର ରେ ଥିବା ପାହାଡ଼ ନିକଟରେ ଏକ ଚାଖୁଣ୍ଡା ଗଛରେ ଗୋଟିଏ ଓଢ଼ଣିରେ ସେମାନଙ୍କ ମୃତଦେହ ଝୁଲି…

ରେଲୱେ ଷ୍ଟେସନ ନିକଟରୁ ଯୁବକଙ୍କ ଖଣ୍ଡ…

କଟକ: କଟକ ମଙ୍ଗୁଳି ରେଲୱେ ଷ୍ଟେସନ ନିକଟରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ପଡିଥିବା ଦେଖିବାକୁ ମିଳିଛି। ମୃତ୍ୟର କାରଣ ଅସ୍ପଷ୍ଟ ରହିଛି। ଯୁବକଙ୍କ ପରିଚୟ ମିଳିନଥିବାବେଳେ ତାଙ୍କ ଘର ମାହାଙ୍ଗା ଥାନା ଅନ୍ତର୍ଗତ ଛତିଆ ଗ୍ରାମର ବୋଲି ଜଣାପଡିଛି । ସେ ଚୈାଦ୍ବାର ମୁଣ୍ଡମାଳ ସାହିରେ ରହୁଥିବାର…

ରେଳ ଧାରଣା କଡରୁ ଯୁବକଙ୍କ ମୃତଦେହ…

ବ୍ରହ୍ମପୁର: ବ୍ରହ୍ମପୁରର ଖୋଡା ସିଂ ରେଳ ଧାରଣା କଡରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣଙ୍କ ଖଲ୍ଲିକୋଟ ଜୁନିୟର କଲେଜର କମ୍ପ୍ୟୁଟର ଅଧ୍ୟାପକ ଭୁବନେଶ୍ୱର ନାୟକ ଓରଫ ଲଡୁ (୨୭) ବୋଲି ଜଣାପଡିଛି। ସୋମବାର ଭୁବନେଶ୍ୱର ରାତି ୯ଟା ବେଳେ ଘରକୁ ଫୋନ କରି କିଛି ସମୟ ପରେ ଯାଉଛି ବୋଲି କହିଥିଲେ।…

ମିଳିଲା ବରଯାତ୍ରୀଙ୍କ ମୃତଦେହ

ଭଦ୍ରକ: ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ବେଲଦା ରଘୁପତିବିନ୍ଧା ଗ୍ରାମ ନିକଟସ୍ଥ ନୟନଯୋରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ଯାଜପୁର ଜିଲ୍ଲା ଅଞ୍ଚଳରେ ରାକେଶ ପଣ୍ଡା ବୋଲି ସୂଚନା ମିଳିଛି । ସୂଚନା ଅନୁସାରେ, ଗତକାଲି ରାତିରେ ଯାଜପୁର ଜିଲ୍ଲାରୁ ଏକ ବରଯାତ୍ରୀରେ ରାକେଶ…

ନଦୀ ପଠାରୁ ମହିଳାଙ୍କ ମୃତଦେହ ଉଦ୍ଧାର,…

କରଞ୍ଜିଆ: ନଦୀ ପଠାରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର। ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ରରୁଆଁ ଥାନା ଜେଠମା ଗାଁ ନିକଟରେ ଥିବା ଭଣ୍ଡନ ନଦୀ ନିକଟରୁ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହଟି ନଦୀ କୂଳରେ ଅଧା ପୋତି ହୋଇ ରହିଛି। ସ୍ଥାନୀୟ ଲୋକ ତୁରନ୍ତ ପୋଲିସକୁ ମୃତଦେହ ବାବଦରେ ଖବର ଦେବାରୁ ପୋଲିସ…

ମାଟିତଳୁ ମିଳିଲା ମହିଳାଙ୍କ ମୃତଦେହ

ସମ୍ବଲପୁର: ମାଟିତଳୁ ମିଳିଲା ମହିଳାଙ୍କ ମୃତଦେହ। ଆମ୍ବରେଇ ଜଙ୍ଗଲରେ ଏକ ସନ୍ଦିଗ୍ଧ ସ୍ଥାନରୁ ମାଟି ଖୋଳି ବାହାର କରାଗଲା ମହିଳାଙ୍କ ମୃତଦେହ। ମାଜିଷ୍ଟ୍ରେଟ୍‌ ଓ ଫୋରେନ୍‌ସିକ୍‌ ଟିମ୍‌ ଉପସ୍ଥିତିରେ ମାଠିତଳୁ ବାହାଲପଡାର ଜଣେ ବିବାହିତ ମହିଳାଙ୍କ ଶବ ଉଦ୍ଧାର କରାଯାଇଛି। ମହିଳା ଜଣକ ୧୦ ଦିନ ହେବ ନିଖୋଜ…

ଜଙ୍ଗଲରୁ ମିଳିଲା କନିଷ୍ଠ ଯନ୍ତ୍ରୀଙ୍କ…

କୋରାପୁଟ: କୋରାପୁଟ ଜିଲ୍ଲା ବୋରିଗୁମ୍ମା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ଏମ. ଭେଙ୍କଟ ରାଓ ନିଖୋଜ ଥିବାବେଳେ ଏବେ ତାଙ୍କ ମୃତଦେହ ମିଳିଛି। ସ୍ଥାନୀୟ ମୂଷାମାଟି ଜଙ୍ଗଲରୁ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମିଲିଥିବା ସୂଚନା ଅନୁସାରେ, ଗତକାଲି ଅପରାହ୍ନଠାରୁ ବୋରିଗୁମ୍ମା…