Odisha Link
Bridging the Missing Links in Odisha
Browsing Tag

Dead Body Found

ବିଲରୁ ଅଜଣା ଲୋକର ଶବ ଉଦ୍ଧାର

ସୋର : ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଜଳଙ୍ଗ ତେନ୍ତୁଳିଆ ଗାଁ ଅଞ୍ଚଳରେ ଥିବା ବିଲ ରୁ ଜଣେ ଅଜଣା ଲୋକର ଶବ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ମୁତାବକ, ତେନ୍ତୁଳିଆ ଗ୍ରାମର ରାସ୍ତା ପାଖରେ ମୃତଦେହ ପଡିଥିବାର ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ। ଉକ୍ତ ଯୁବକଙ୍କ ମୁଣ୍ଡରେ…

ମହିଳାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଜରଡ଼ା ଥାନା ପୁହୁଣ୍ଡି ଗାଁର ଏକ ଘରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ବିଜୟ ଗୌଡଙ୍କ ସ୍ତ୍ରୀ ଲକ୍ଷ୍ମୀ ଗୌଡ ବୋଲି ଜଣାପଡିଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଜାରି ରଖିଛି। ସୂଚନା ଅନୁଯାୟୀ, ଶନିବାର ଦିନ ପାତ୍ରପୁର ବ୍ଲକ ଜରଡ଼ା…

ରେଳଧାରଣାରୁ ୨ ମୃତ ଦେହ ଉଦ୍ଧାର

ରାଉରକେଲା: ଆଜି ରେଳଧାରଣାରୁ ୨ଜଣ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ପରିଚୟ ମିଳି ପାରି ନାହିଁ। ପ୍ରକାଶ ଯେ, ଆଜି ସକାଳୁ ଜଣେ ଯୁବକଙ୍କ ମୃତଦେହ ରେଳ ଧାରଣା ମଝିରେ ପଡି ରହିଥିବା ବେଳ ଆଉ ଜଣଙ୍କ ମୃତେଦହ ରଳଧାରଣା କଡରେ…

ଯୁବକଙ୍କ ମୃତ ଦେହ ଉଦ୍ଧାର, ହତ୍ୟା…

ରାଉରକେଲା: ଆଜି ବନ୍ଧମୁଣ୍ଡା ପ୍ରେମନଗର ନାଳ ନିକଟରୁ ଜଣେ ଯୁବକଙ୍କ  ମୃତ ଦେହ ଉଦ୍ଧାର କରାଯାଇଛି। ଯୁବକ ଜଣଙ୍କ ଦେହରେ କ୍ଷତବିକ୍ଷତ ଚିହ୍ନ ଥିବା ସୂଚନା ମିଳିଛି। ମୃତ ଯୁବକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳି ପାରି ନାହିଁ। ଶବ ନିକଟରେ ରକ୍ତ ଭିଜା ପଥର ପଡ଼ି ଥିବାରୁ ତାଙ୍କୁ ପଥରେ ଛେଚି ହତ୍ୟା…

ନିଖୋଜ ଶିଶୁକନ୍ୟାର ମୃତ ଦେହ ଉଦ୍ଧାର

ଜଳେଶ୍ଵର : ବାଲିଆପାଳ ଥାନା ସୁନ୍ଦରକୋଇଲି ଗାଁର ତିନି ଦିନ ଥରି ନିଖୋଜ ଥିବା ୭ ବର୍ଷ ଶିଶୁକନ୍ୟାର ମୃତ ଦେହ ଉଦ୍ଧାର। ଶିଶୁ କନ୍ୟାର ତଣ୍ଟି କାଟି ହତ୍ୟା କରି ଖାଲରେ ପୋତି ଦେଇ ଥିବା ସୂଚନା ମିଳିଛି। ଏପର୍ଯ୍ୟନ୍ତ ହତ୍ୟାକାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ । ସମ୍ପର୍କୀୟ ମାମୁଁକୁ ଅଟକ ରଖି ପୋଲିସର…

ବିଲ ମଧ୍ୟରେ ଏକ କୂଅରୁ ଯୁବକଙ୍କ ମୃତଦେହ…

ଛେଣ୍ଡିପଦା: ବିଲ ମଧ୍ୟରେ ଏକ କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣାଟି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ହଟିଆନାଳୀ ଗ୍ରାମ ଦେଖିବାକୁ ମିଳିଛି। ମୃତ ଯୁବକ ଜଣକ ମନନ୍ତ ବେହେରା। ଜରପଡା ଥାନା ଜଙ୍ଗଲ ଜମୁଣ୍ଡା ଗ୍ରାମର ମନନ୍ତ ୪ ବର୍ଷ ପୂର୍ବରୁ ଛେଣ୍ଡିପଦା ଥାନା ବାଲିପଟ୍ଟା ପଞ୍ଚାୟତ…

ଚାକିରି ହରାଇବା ପରେ ଯୁବକଙ୍କ ଆତ୍ମହତ୍ୟା

ଢ଼େଙ୍କାନାଳ:ଢ଼େଙ୍କା ନାଳ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ଘରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି ଯୋଜନା କାର୍ଯ୍ୟାଳୟର ଠିକା ପିଅନ । ମୃତକଙ୍କ ନାଁ ସୂର୍ଯ୍ୟକାନ୍ତ ସ୍ୱାଇଁ। ସୂଚନା ଅନସାରେ,ସୂର୍ଯ୍ୟକାନ୍ତ ୨୦୦୬-୦୭ ମସିହାରୁ ଯୋଜନା କାର୍ଯ୍ୟାଳୟର ଠିକା ପିଅନ ଭାବରେ କାମ…

ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଖୋର୍ଦ୍ଧା: ଆଇଆରବି ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଗତକାଲି ଷଷ୍ଠ ଆଇଆରବି ଇଣ୍ଡିଆନ ରିଜର୍ଭ ବାଟାଲିଅନ ନାଲିପଡା ଅର୍ଜୁନପୁର କ୍ୟାମ୍ପସ ମଧ୍ୟରେ ଗଛରୁ ଆଇଆରବି କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣଙ୍କ ହେଲେ ସୁବ୍ରତ ରାଉତ। ଏନେଇ ଖବର ପାଇ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ…

ଘର ଭିତରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ…

ବଲାଙ୍ଗୀର: ଘର ଭିତରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର। ବଲାଙ୍ଗୀର ସହରର ଚନ୍ଦ୍ରଶେଖରନଗରରେ ଆଜି ସକାଳେ ଏଭଳି ଏକ ଅଭାବନୀୟ ଘଟଣା ଦେ‌ଥିବାକୁ ମିଳିଛି। ଚନ୍ଦ୍ରଶେଖରନଗର ଏକ ସରକାରୀ କ୍ୱାର୍ଟସରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି। ସେମାନଙ୍କ ଘର ବଲାଙ୍ଗୀରର ସଦର ବ୍ଲକ ପୁଡାସିଂ ଗାଁରେ ବୋଲି…

ନିଖୋଜ ୨ ଭଉଣୀ ମଧ୍ୟରୁ ସାନ ଭଉଣୀର ମୃତ…

ବଲାଙ୍ଗିର: ତୁଷାର ତେଲ ନଦୀରୁ ନିଖୋଜ ୨ ଭଉଣୀ ମଧ୍ୟରୁ ସାନ ଭଉଣୀର ମୃତ ଦେହ ଠାବ କରାଯାଇଛି । ସୋନପୁର ବଡ଼ତେଣ୍ଡା ଗାଁ ନିକଟ ନଦୀ କୂଳରୁ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ସାନଭଉଣୀର ନାଁ ଆଞ୍ଚଲ ଅଗ୍ରୱାଲ ବୋଲି ପୁଲିସ ସୂଚନା ଦେଇଛନ୍ତି। ତିନି ଦିନ ହୋଇଗଲେ ମଧ୍ୟ ବଡ଼ ଭଉଣୀର ଏପର୍ଯ୍ୟନ୍ତ…