Odisha Link
Bridging the Missing Links in Odisha
Browsing Tag

Dgp

ସ୍ବାଭିମାନ ଅଞ୍ଚଳରେ ଡିଜିପି

ଚତ୍ରକୋଣ୍ଡା: ଆଜି ସ୍ବାଭିମାନ ଅଞ୍ଚଳରେ ପହଞ୍ଚିଛନ୍ତି ପୋଲିସ ଡିଜି ଅଭୟ। ଲାଲଗଡ଼ ଗୋରାସେତୁରେ ପହଞ୍ଚିଲେ ଡିଜିପି। ଗତ କିଛିଦିନ ଧରି ସ୍ୱାଭିମାନ ଅଞ୍ଚଳକୁ ମାଓମୁକ୍ତ କରିବା ଲାଗି ପୋଲିସ ଓ ସୁରକ୍ଷା ବାହିନୀ ପଦକ୍ଷେପ ନେବା ଆରମ୍ଭ କରିଦେଇଛି। ପୋଲିସ ଲୋକଙ୍କ ନିକଟତର ହେବା ଲାଗି ସ୍ୱାଭିମାନ ଅଞ୍ଚଳରେ…

ବାଲେଶ୍ବର ଉପନିର୍ବାଚନ ପାଇଁ ମୁତୟନ ହେବେ…

ଭୁବନେଶ୍ବର: ଅସନ୍ତା ନଭେମ୍ବର ୩ରେ ବାଲେଶ୍ବର ସଦର ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ। କୋଭିଡ୍‌ କଟକଣା ମଧ୍ୟରେ ଉପନିର୍ବାଚନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଆଜି ବାଲେଶ୍ବର ଉପନିର୍ବାଚନ ନେଇ ପୁଲିସ ମହାନିର୍ଦେଶକ ଅକ୍ଷୟ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଛନ୍ତି। କୋଭିଡ୍‌ ନିୟମ…

ନିଲମ୍ବିତ ହେଲେ ଆଇଆଇସି ସନ୍ଧ୍ୟାରାଣୀ…

କେନ୍ଦୁଝର: ନିଲମ୍ବିତ ହେଲେ ଆଇଆଇସି ସନ୍ଧ୍ୟାରାଣୀ ଜେନା। ଥାନା ଭିତରେ ଯୁବକଙ୍କୁ ନିସ୍ତୁକ ମାଡ଼ ଓ ଗୋଇଠା ମାରିବା ଘଟଣାରେ କେନ୍ଦୁଝର ପାଟଣା ଥାନା ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କୁ ସସ୍‌ପେଣ୍ଡ୍‌ କରାଯାଇଛି। ପୁଲିସ୍‌ ଡିଜି ଅଭୟ ଆଇଆଇସିଙ୍କୁ ନିଲମ୍ବିତ କରିଛନ୍ତି। ଆଇଆଇସିଙ୍କର ବେଆଇନ୍‌ କାର୍ଯ୍ୟ…

ବଢିଲା ଡିଜିପିଙ୍କ କାର୍ଯ୍ୟକାଳ

ଭୁବନେଶ୍ୱର: ଡିଜିପିଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପୁଲିସ ଡିଜିପିଙ୍କ କାର୍ଯ୍ୟକାଳ ସର୍ବନିମ୍ନ ୨ବର୍ଷ କରଛନ୍ତି ରାଜ୍ୟ ସରକାର। ଫଳରେ ଡିଜି ଅଭୟଙ୍କ କାର୍ଯ୍ୟକାଳ ବୃଦ୍ଧି ହୋଇଛି। ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୧୯୮୬ ବ୍ୟାଚ୍…

କରୋନା ମୁକାବିଲା ପାଇଁ ଡିଜିପିଙ୍କ ବୈଠକ

ଭୁବନେଶ୍ବର: ଭୁବନେଶ୍ବର ସ୍ଥିତ ଡିଜିପି କ୍ୟାମ୍ପ ଅଫିସରେ ଆଜି କରୋନା ମୁକାବିଲା ନେଇ ଡିଜିପିଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ଆରମ୍ଭ ହୋଇଯାଇଛି। ବୈଠକରେ ପୋଲିସ କମିଶନର, ଭୁବନେଶ୍ବର ଡିସିପି, ଆଇନଶୃଙ୍ଖଳ ଆଇଜି ସମେତ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ରହିଛନ୍ତି। ବୈଠକରେ କିପରି କରୋନା ମୁକାବିଲା…

ବାଲେଶ୍ୱରରେ ଡ଼ିଜିପିଙ୍କ ସମୀକ୍ଷା

ବାଲେଶ୍ୱର: ବାଲେଶ୍ୱରରେ ‘ମୋ ସରକାର’ ଓ ୫ଟି କାର୍ଯ୍ୟକାରିତା ନେଇ ଡ଼ିଜିପି ଅଭୟ ଆଜି ସମୀକ୍ଷା କରିବେ। ପୂର୍ବାଞ୍ଚଳ ରେଞ୍ଜ ଅନ୍ତର୍ଗତ ୩ଟି ଜିଲାର ଉନ୍ନୟନ କାର୍ଯ୍ୟ ସମୀକ୍ଷା କରିବେ। ଏହି ସମୀକ୍ଷା ବୈଠକରେ ତାଙ୍କ ସହ ପୂର୍ବାଞ୍ଚଳ ଆଇଜି ଦିପ୍ତେସ ପଟ୍ଟନାୟକ,ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଜିଲାର ଏସପି…

ଆତଙ୍କବାଦୀମାନଙ୍କୁ ଖୋଜି ଖୋଜି ମାର :…

ଶ୍ରୀନଗର : ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀମାନଙ୍କୁ ଖୋଜି ଖୋଜି ମାରିବା ପାଇଁ ଜାମ୍ମୁ ଓ କାଶ୍ମୀରର ପୁଲିସ ମହାନିର୍ଦ୍ଦେଶକ ଦିଲ୍‍ବାଗ ସିଂହ ନିର୍ଦ୍ଦେଶ ଦେଇଛନ୍ତି। ଆତଙ୍କବାଦୀମାନଙ୍କୁ ଖୋଜି ବାହାର କରିବା ପାଇଁ ତଲାସୀ ଓ ଘେରାବନ୍ଦୀ ଅଭିଯାନକୁ ଜୋର୍‍ଦାର କରିବାକୁ ସେ କହିଛନ୍ତି। ଅସ୍ଥିରତା…

ସର୍ବଭାରତୀୟ ପୁଲିସ ହକି ଚାମ୍ପିୟନସିପ୍‌…

ଭୁବନେଶ୍ଵର: ସର୍ବଭାରତୀୟ ପୁଲିସ ହକି ଚାମ୍ପିୟନଶିପ୍‌ ସୋମବାର ଠାରୁ ଭୁବନେଶ୍ଵର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି। ଓଡ଼ିଶା ପୁଲିସ ଆନୁକୂଲ୍ୟରେ ଆୟୋଜିତ ଏହି ୬୮ତମ ଚାମ୍ପିୟନସିପ୍କୁ ଡିଜିପି ଅଭୟ ଉଦ୍‌ଘାଟନ କରିଛନ୍ତି। ଚାମ୍ପିୟନସିପ୍‌ରେ ବିଭିନ୍ନ ରାଜ୍ୟ ପୁଲିସ ଏବଂ କେନ୍ଦ୍ରୀୟ ବଳରୁ…

ଦାୟିତ୍ବ ଗ୍ରହଣ କଲେ ଡିଜିପି ଅଭୟ

କଟକ: ରାଜ୍ୟ ପୋଲିସ୍‌ ଡିଜି ଭାବେ ଦାୟିତ୍ବ ଗ୍ରହଣ କଲେ ଅଭୟ। ୧୯୮୬ ବ୍ୟାଚର ଆଇପିଏସ କ୍ୟାଡର ହେଉଛନ୍ତି ଅଭୟ। ପୂର୍ବରୁ ସେ ଜାତୀୟ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଥିଲେ। ପୂର୍ବରୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଡିଜି ଭାବେ ମଧ୍ୟ ସେ କାର୍ଯ୍ୟ କରିଥିଲେ। ଡେପୁଟେସନରୁ ଫେରିବା ପରେ ଆଜି…

ଅଭୟଙ୍କୁ ଡିଜିପି ଦାୟିତ୍ବ

ଭୁବନେଶ୍ୱର: ବଦଳିଲେ ରାଜ୍ୟ ପୋଲିସ ଡିଜି ବିଜୟ କୁମାର ଶର୍ମା। ୧୯୮୬ ବ୍ୟାଚର ଆଇପିଏସ୍ ଅଭୟ ନୂଆ ଡିଜିପି ଦାୟିତ୍ୱ ନେବେ। ସେ ପର୍ଯ୍ୟନ୍ତ ସତ୍ୟଜିତ ମହାନ୍ତି ଇନଚାର୍ଜ ଡିଜିପି ଦାୟିତ୍ୱ ତୁଲାଇବେ ବୋଲି ସୂଚନା ରହିଛି। ସେହିଭଳି ଅଗ୍ନିଶମ ସେବା ଓ ହୋମଗାର୍ଡର ନୂଆ ନିର୍ଦ୍ଦେଶକ ଭାବେ ସୁନୀଲ ରୟଙ୍କୁ…