Odisha Link
Bridging the Missing Links in Odisha
Browsing Tag

Dhabaleswar Temple

ବଡ଼ଓଷାରେ ମୁଖ୍ୟ କବାଟ ଭାଙ୍ଗି ବାବା…

ଓଏଲ୍‌ ବ୍ୟୁରୋ: ଆଜି ପବିତ୍ର ବଡ଼ ଓଷା। ଏହି ଅବସରରେ ବାବା ଧବଳେଶ୍ବରଙ୍କ ମନ୍ଦିରରେ ପ୍ରବଳ ଭିଡ଼। ହେଲେ ଗତକାଲିରୁ ଲାଗି ରହିଥିବା ବିବାଦ ଯୋଗୁଁ ଆଜି ବି ମନ୍ଦିରରେ ଦର୍ଶନ ବନ୍ଦ ଥିଲା। ହେଲେ ବଢ଼ି ଭୋରରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମନ୍ଦିରରେ ଆସି ପହଞ୍ଚିଥିଲେ। ବଡ଼ ସିଂହାର ବେଶରେ ଦର୍ଶନ…

ଆନ୍ଦୋଳନରେ ଧବଳେଶ୍ୱର ପୂଜକ ସଂଘ

ଓଏଲ୍‌ ବ୍ୟୁରୋ : ମନ୍ଦିରରେ ପୂଜା ଛାଡି ରାଜରାସ୍ତାରେ ପୂଜକ। ଦୃଶ୍ୟଟି ଦେଖିବାକୁ ମିଳିଛି କଟକ ଜିଲ୍ଲା ଆଠଗଡ଼ରେ। ନିଜର ଦାବିକୁ ନେଇ ଆନ୍ଦୋଳନରେ ଧବଳେଶ୍ୱର ପୀଠର ପୂଜକ ସଂଘ। କରୋନାରେ କ୍ଷତିଗ୍ରସ୍ତ ହୋଇଥିବା ସେବକ ମାନେ ଆନ୍ଦୋଳନ କରିବା ସହ କହିଛନ୍ତି ଯଦି ତାଙ୍କ ଦାବି ପୂରଣ ନ ହୁଏ ତେବେ ସେମାନେ…

ଆସନ୍ତାକାଲି ଧବଳେଶ୍ୱର ପୀଠରେ ୧୪୪ ଧାରା…

ଆଠଗଡ଼: ଆସନ୍ତା କାଲି ମହା ଶିବରାତ୍ରି। ମହା ଶିବରାତ୍ରି ବାବା ଧବଳେଶ୍ୱର ପୀଠରେ ଖୁବ୍‌ ଧୁମ୍‌ ଧାମ୍‌ରେ ପାଳନ କରାଯାଏ। ମାତ୍ର ଚଳିତ ବର୍ଷ କୋଭିଡ କଟକଣା ପାଇଁ ଆସନ୍ତା କାଲି ସକାଳୁ ପରଦିନ ସକାଳ ୬ଟା ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଛି। ଫଳରେ କାଲି ସାଧାରଣ ଦର୍ଶନ ବନ୍ଦ ରହିବ। ଆସନ୍ତା କାଲି…

ଧବଳେଶ୍ବର ମନ୍ଦିରରେ ଜାଗର ଯାତ୍ରା ବନ୍ଦ,…

କଟକ: କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ ପ୍ରସିଦ୍ଧ ଧବଳେଶ୍ୱର ପୀଠରେ ଚଳିତବର୍ଷ ଜାଗର ଯାତ୍ରା ହୋଇପାରିବ ନାହିଁ। କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଦେବୋତ୍ତର ବିଭାଗ ଏଭଳି ନିଷ୍ପତ୍ତି ନେଇଛି। ଏନେଇ ଆଜି ଏକ ବୈଠକରେ ଆଲୋଚନା ଶେଷ ହେବା ପରେ ସୂଚନା ଦେଇଛନ୍ତି ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି।…

ମକର ସଂକ୍ରାନ୍ତି ଉପଲକ୍ଷେ ଶ୍ରୀ ଶ୍ରୀ…

ଆଠଗଡ଼: ମକର ସଂକ୍ରାନ୍ତି ଉପଲକ୍ଷେ କରୋନା କଟକଣା କାରଣରୁ ଶ୍ରୀ ଶ୍ରୀ ଧବଳେଶ୍ବର ଓ ମଞ୍ଚେଶ୍ୱର ପୀଠକୁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ଏହି ଧାରା ଆସନ୍ତା ୧୪ ତାରିଖ ସକାଳ ୫ଟା ସମୟ ଠାରୁ ରାତ୍ର ୧୦ଟା ସମୟ ପର୍ଯ୍ୟନ୍ତ ବଳବତ୍ତର ରହିବ। ମନ୍ଦିର ମଧ୍ୟକୁ କେବଳ ପୂଜକ, ସେବକ, ସୁରକ୍ଷା…

କାଲିଠୁ ଖୋଲିବ ଧବଳେଶ୍ବର ମନ୍ଦିର

ଆଠଗଡ: ଆସନ୍ତା କାଲିଠୁ ଖୋଲିବ ଧବଳେଶ୍ବର ମନ୍ଦିର। ମନ୍ଦିର ଖୋଲିବା ନେଇ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ସୂଚନା ଦେଇଛନ୍ତି। କାଲି ମନ୍ଦିର ଖେଲିବା ପରେ କେବଳ ପୂଜକଙ୍କ ପରିବାର ହିଁ ଧବଳେଶ୍ବରଙ୍କର ଦର୍ଶନ କରିପାରିବେ। ଆସନ୍ତା ୯ ତାରିଖରେ ଏବଂ ୧୦ ତାରିଖରେ ସ୍ଥାନୀୟ ପଞ୍ଚାୟତବାସୀଙ୍କୁ ଦର୍ଶନ…

ଆଜି ବାବା ଧବଳେଶ୍ବରଙ୍କ କିରାତଅର୍ଜୁନ…

କଟକ: ଦୀର୍ଘ ୨୫ ବର୍ଷ ପରେ ଆଜି ବାବା ଧବଲେଶ୍ୱରଙ୍କର କିରାତଅର୍ଜୁନ ବେଶ। ବଡଓଷାରେ ବାବାଙ୍କ ଦର୍ଶନ କଲେ କୋଟି ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି। କିନ୍ତୁ ଶ୍ରଦ୍ଧାଳୁ ବାବାଙ୍କ ଏହି ଦୁର୍ଲଭ ବେଶର ଦର୍ଶନରୁ ବଞ୍ଚିତ ରହିବେ। କରୋନା କଟକଣା କାରଣରୁ ଧବଳେଶ୍ୱର ମନ୍ଦିର ଓ ଅଖପାଖ ଅଞ୍ଚଳରେ ୧୪୪ ଧାରା…

ଆଜିଠୁ ପଞ୍ଚୁକ ଆରମ୍ଭ: ଖାଁ ଖାଁ…

ପୁରୀ: ଆଜିଠୁ ପଞ୍ଚୁକ ବ୍ରତ ଆରମ୍ଭ। କାର୍ତ୍ତିକ ମାସର ଏହି ପଞ୍ଚୁକ ୫ ଦିନ ପାଳନ କରାଯାଏ ମାତ୍ର ଚଳିତ ବର୍ଷ ୬ ଦିନ ପାଳନ କରାଯାଉଛି। କରୋନା କଟକଣା ଓ ଗାଇଡ଼ ଲାଇନ ଅନୁଯାୟୀ, ରାଜ୍ୟର ସମସ୍ତ ମନ୍ଦିର ବନ୍ଦ ରହିବା ସହ କେବଳ ରୀତିନିୟମ ଅନୁଯାୟୀ ପୂଜାର୍ଚ୍ଚନା କରାଯାଉଛି। ସର୍ବସାଧାରଣ ଦର୍ଶନ ବ୍ୟବସ୍ଥା…

ପ୍ରଥମ ପଞ୍ଚୁକ ପାଇଁ ଚଳଚଞ୍ଚଳ ଧବଳେଶ୍ବର…

ଆଠଗଡ: ମହା କାର୍ତ୍ତିକ ମାସର ଶେଷ ପର୍ବ। ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀ ର ସନ୍ଧି କ୍ଷଣରେ ବାବା ଧବଳେଶ୍ଵରଙ୍କ ପାଖରେ ଗଜଭୋଗ ଓ ତରଣ ଲାଗି କରାଯିବ । ବଡ଼ ଓଷା ତଥା କାର୍ତ୍ତିକ ବ୍ରତ କରିଥିବା ଭକ୍ତ ଓ ଶ୍ରଦ୍ଧାଳୁମାନେ ଗଜଭୋଗ ଓ ତରଣ ପାଇଁ ବ୍ରତ ଉଦ୍ ଯାପନ କରିଥାନ୍ତି। ସେଥିପାଇଁ ଆଜି ରାତି ଦୁଇଟା ବେଳେ…