Odisha Link
Bridging the Missing Links in Odisha
Browsing Tag

Diesel

ଦିନକ ପରେ ପୁଣି ବଢ଼ିଲା ପେଟ୍ରୋଲ, ଡିଜେଲ…

ନୂଆଦିଲ୍ଲୀ: ଦିନକ ପରେ ପୁଣି ଥରେ ଦେଶରେ ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର। ଆଜି ପେଟ୍ରୋଲ ଦରରେ ୫ ପଇସା ଓ ଡିଜେଲରେ ୧୩ ପଇସା ବୃଦ୍ଧି ପାଇଛି। ଯାହା ଫଳରେ ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୦ଟଙ୍କା ୪୩ ପଇସା ହୋଇଛି। ସେହିପରି ଡିଜେଲ ଦର ୮୦ ଟଙ୍କା ୫୩ ପଇସାରେ ପହଁଞ୍ଚିଛି। ଦେଶରେ ଲଗାତାର…

କ୍ରମାଗତ ୨୧ ଦିନ ପାଇଁ ଉପର ମୁହାଁ ତେଲ…

ନୂଆଦିଲ୍ଲୀ: ଗୋଟିଏ ପଟେ ଦେଶରେ କରୋନା ସଂକ୍ରମଣ ବଢ଼ିଚାଲିିଥିବା ବେଳେ ଅନ୍ୟପଟେ ଦେଶରେ ତେଲ ଦର ଉପର ମୁହାଁ। ଯାହାକୁ ନେଇ ଦେଶବାସୀ ଚିନ୍ତିତ। କ୍ରମାଗତ ୨୧ ଦିନ ପାଇଁ ଦେଶରେ ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ପାଇଛି। ଆଜି ପେଟ୍ରୋଲ ଲିଟର ପିଛା ୨୫ ପଇସା ଓ ଡ଼ିଜେଲ ଲିଟର ପିଛା ୨୧ ପଇସା ବୃଦ୍ଧି ପାଇଛି।…

ବେଲଗାମ ତେଲ ଦର, ୧୩ ଦିନରେ ବଢ଼ିଲାଣି…

ଭୁବନେଶ୍ବର: ଗୋଟିଏ ମହାମାରୀ କରୋନା ସଙ୍କଟ। ଆଉ ଅନ୍ୟପଟେ ଦେଶରେ କ୍ରମାଗତ ଭାବେ ତୈଳ ଦର ବୃଦ୍ଧି ପାଇବା ଜନସାଧାରଣଙ୍କ ଜୀବନକୁ ଅସ୍ତବ୍ୟସ୍ତ କରି ଦେଇଛି। କ୍ରମାଗତ ୧୩ ଦିନ ପାଇଁ ଦେଶରେ ବଢିଛି ପେଟ୍ରୋଲ ଓ ଡିଜେଲ ଦର। ଏହି ବର୍ଦ୍ଧିତ ଦର ସହ ଭୁବନେଶ୍ୱରରେ ପେଟ୍ରୋଲ ଦର ପଖାପାଖି ୮୦ ଟଙ୍କାରେ…

୯ମ ଦିନ ପାଇଁ ବଢ଼ିଲା ପେଟ୍ରୋଲ ଓ ଡିଜେଲ…

ନୂଆଦିଲ୍ଲୀ: କ୍ରମାଗତ ନବମ ଦିନ ପାଇଁ ଦେଶରେ ବଢ଼ିଛି ତୈଳ ଦର। ପେଟ୍ରୋଲ ଲିଟର ପିଛା ୪୮ ପଇସା ବଢିଥିବା ବେଳେ ଡିଜେଲ୍ ଲିଟର ପିଛା ୫୯ ପଇସା ବୃଦ୍ଧି ପାଇଛି। ଏହାପରେ ଏବେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦର ପହଞ୍ଚିଛି ୭୬ ଟଙ୍କା ୨୬ ପଇସାରେ। ସେହିପରି ଦିଲ୍ଲୀରେ ଡିଜେଲ ଲିଟର ପିଛା ଦର…

କ୍ରମାଗତ ୪ର୍ଥ ଦିନ ପାଇଁ ବଢ଼ିଲା ପେଟ୍ରୋଲ…

ନୂଆଦିଲ୍ଲୀ: ଦିର୍ଘ ୮୦ ଦିନ ପରେ କ୍ରମାଗତ ଭାବେ ପେଟ୍ରୋଲ ଡିଜେଲ ଦର ନିୟମିତ ଭାବେ ବୃଦ୍ଧି ପାଉଛି। କ୍ରମାଗତ ୪ର୍ଥ ଦିନ ପାଇଁ ଆଜି ପୁଣିଥରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ଆଜି ୪ର୍ଥ ଦିନରେ ପୁଣି ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୪୦ ପଇସା ଓ ୪୫ ପଇସା ବୃଦ୍ଧି ପାଇଛି। ଆଜିର…

କମିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ଅଶେଧିତ ତେଲର ଦାମ ଅନ୍ତର୍ଜାତୀୟ ବଜାରରେ କମୁଛି। ଯାହାର ପ୍ରଭାବରେ ଦେଶରେ ତେଲ ଦାମ କମିଛି। ଆଜି ଭୁବନେଶ୍ୱରରେ ପେଟ୍ରୋଲ ୧୦ ପଇସା, ଦିଲ୍ଲୀ, ମୁମ୍ୱାଇରେ ୧୨ ପଇସା, କୋଲକାତାରେ ୧୧ ପଇସା ଏବଂ ଚେନ୍ନାଇରେ ୧୩ ପଇସା କମିଛି। ସେହିପରି ଡିଜେଲ ଦାମ୍ ଭୁବନେଶ୍ୱରରେ ୧୪ ପଇସା, ଦିଲ୍ଲୀ ଏବଂ…

ବଢ଼ିପାରେ ପେଟ୍ରୋଲ-ଡିଜେଲ ଦର

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ପୁଣି ଥରେ ବଢ଼ିଛି ଅଶୋଧିତ ତୈଳ ଦର। ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁଁ ଭାରତୀୟ ବଜାର ଉପରେ ତାହାର ପ୍ରଭାବ ପଡ଼ିଛି। ଭାରତରେ ଏହା ୨.୫ ପ୍ରତିଶତ ବୃଦ୍ଧି ହୋଇଛି। ରିପୋର୍ଟ ଅନୁସାରେ ଅଶୋଧିତ ତୈଳ ଦର ସୋମବାର ୨ ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ ଘରୋଇ ପେଟ୍ରୋଲ ଓ ଡିଜେଲ…