Odisha Link
Bridging the Missing Links in Odisha
Browsing Tag

Diesel

ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନର…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଦ୍ବିତୀୟ ଦିନରେ ପହଁଞ୍ଚିଛି ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ । ଧିରେ ଧିରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ବିଶେଷକରି ପ୍ରଭାବିତ ହେଉଛି ଜନଜୀବନ। ଏପରିକି ବିଗିଡ଼ିବାକୁ ଲାଗିଲାଣି ବଜାର ସ୍ଥିତି। ଧୀରେ ଧୀରେ ମାର୍କେଟରୁ ଅତ୍ୟାବଶ୍ୟକ ସାମଗ୍ରୀ କମିବା ସାଙ୍ଗକୁ ତେଲ…

ଜାନୁଆରୀ ୨୬ରୁ ୨୫ ଟଙ୍କା ଶସ୍ତା ହେବ…

ରାଞ୍ଚି: ୭୩ ତମ ସାଧାରଣତନ୍ତ୍ର ଦିବସରୁ ଶସ୍ତା ହେବ ପେଟ୍ରୋଲ ଓ ଡିଜେଲ ଦର। ତାହାପୁଣି ଟଙ୍କେ କି ଦୁଇ ଟଙ୍କା ନୁହେଁ ପୁରାପୁରି ୨୫ ଟଙ୍କା ଶସ୍ତାରେ ମିଳିତ ପେଟ୍ରୋଲ ଓ ଡିଜେଲ ଦର। ଏଭଳି କିଛି ବଡ଼ ଘୋଷଣା କରିଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍। ହେଲେ ତାହା ପାଇଁ ରହିଛି ସର୍ତ୍ତ।…

୧୭ ଦିନ ହେବ ଅପରିବର୍ତ୍ତିତ ରହିଛି ତୈଳ…

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢ଼ି ଚାଲିଛି ତୈଳ ଦର। ହେଲେ ୧୭ ଦିନ ହେବ ଦେଶରେ ଅପରିବର୍ତ୍ତିତ ରହିଛି ତେଲ ଦର।ଶେଷଥର ପାଇଁ ଗତ ଜୁଲାଇ ୧୭ ତାରିଖରେ ପେଟ୍ରୋଲ ଲିଟର ପିଛା ୩୦ ପଇସା ବୃଦ୍ଧି ପାଇଥିଲା। ସେବେଠାରୁ ଆଉ କମିନି ତୈଳ ଦର। ଅପରପକ୍ଷେ ବିଶ୍ବ ବଜାରରେ ଗତ କିଛି ଦିନ ହେଲା ଉପର ତଳ ହେଉଛି ତୈଳ…

ପୁଣି ବଢ଼ିଲା ତୈଳ ଦର

ନୂଆଦିଲ୍ଲୀ: ଆଜି ଅନ୍ତର୍ଜାତୀୟ ବଜାରରେ ତେଲ ଦର ବ୍ୟାରେଲ ପିଛା ୭୫ ଡଲାର ଟପିଛି। ବିଗତ ଦୁଇ ବର୍ଷ ମଧ୍ୟରେ ଏହି ଦର ସର୍ବାଧିକ ହୋଇଛି। ଅଶୋଧିତ ତେଲର ଦାମ ବଢ଼ିବାର ପ୍ରଭାବ ଏବେ ଘରୋଇ ବଜାରରେ ପଡ଼ିଛି। ଯେଉଁଥିପାଇଁ ଆଜି ପେଟ୍ରୋଲ ଲିଟର ପିଛା ୨୬ ପଇସା ଏବଂ ଡିଜେଲ ଲିଟର ପିଛା ପଇସା ବଢ଼ିଛି।…

‘ଯାହାକୁ ତେଲ ଦର ବାଧୁଛି, ସେ…

ଭୁବନେଶ‌୍ବର: ଦେଶରେ ହୁ ହୁ ହୋଇ ବଢ଼ି ଚାଲିଛି ତୈଳ ଦର। ଯାହାରି ଫଳରେ ଦେଶରେ ଅନ୍ୟ ସାମଗ୍ରୀର ଦର ଦାମ୍‌ ବୃଦ୍ଧି ପାଇଛି। ଏସବୁ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି ବିଜେପି ବିଧାୟକ ଦଳ ଉପନେତା ବିଷ୍ଣୁ ସେଠୀ। ଯାହାକୁ ନେଇ ଚର୍ଚ୍ଚା ଲାଗି ରହିଛି। ସୂଚନାଥାଉକି,…

ତୈଳ ଦର ବୃଦ୍ଧିରେ କଂଗ୍ରେସ ବିଧାୟକଙ୍କ…

ଭୁବନେଶ୍ବର: ଦେଶରେ ଦିନକୁ ଦିନ ହୁ ହୁ ହୋଇ ବଢ଼ି ଚାଲିଛି ତୈଳ ଦର। ପେଟ୍ରୋଲ ଓ ଡିଜେଲ ଦର କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଯାହାଫଳରେ ଏହାର ସିଧାସଳଖ ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡ଼ୁଛି। ଏସବୁକୁ ନଜରରେ ରଖି କଂଗ୍ରେସ ବିଧାୟକମାନେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିର ପ୍ରତିବାଦ ଅଭିନବ ଉପାୟରେ…

ଭାଙ୍ଗିଲା ରେକର୍ଡ, ଦେଶରେ ପ୍ରଥମ ଥର…

ନୂଆଦିଲ୍ଲୀ: ଦେଶରେ ଦରଦାମ ବୃଦ୍ଧି ପାଇବାରେ ଲାଗିଛି। ଯାହାର ମୂଳ କାରଣ ହେଉଛି ତୈଳ ଦର ବୃଦ୍ଧି। ଲଗାତାର ୧୦ ଦିନ ହେବ ଦେଶରେ ତୈଳ ଦର ବୃଦ୍ଧି ପାଇଛି। ଏସବୁ ମଧ୍ୟରେ ଦେଶରେ ଟପିଲା ପେଟ୍ରୋଲ ଦର। ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ଦର ଲିଟର ପିଛା ୧୦୦ ଟପିଥିବା ସୂଚନା ରହିଛି। ବିଗତ ୧୦ ଦିନ ମଧ୍ୟରେ…

ଡିଜେଲ ଲୁଟେରା ଗିରଫ

ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହାଁ ଥାନା କୁମୁଣ୍ଡା ଗ୍ରାମ ନିକଟରେ ଚାଲିଥିବା ଡିଜେଲ ଚୋରି। ପୁଲିସ ରାକେଟର ପର୍ଦ୍ଦାଫାଶ କରିଛି। ଅଚନାକ ଚଢ଼ାଉ କରି ପୁଲିସ ବିପୁଳ ପରିମାଣର ଡିଜେଲ, ୨ଟି ବୋଲେରୋ, ଦୁଇଟି ବାଇକ୍, ଗୋଟିଏ ସ୍କୁଟି ଜବତ କରିବା ସହିତ ୫ ଜଣଙ୍କୁ ଘଟଣାସ୍ଥଳରୁ ଗିରଫ କରିଛି। ଏହି ଗ୍ୟାଙ୍ଗ…

ବୃଦ୍ଧି ହେବ ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ବୃଦ୍ଧି ହେବ ପେଟ୍ରୋଲ ଓ ଡିଜେଲର ଦର।ଆଜି ବଜେଟ୍‌ରେ ଉଭୟ ପେଟ୍ରୋଲ ଓ ଡିଜେଲ ଉପରେ କୃଷି ସେସ୍‌ ଲାଗୁ ହେବ ବୋଲି ବ୍ୟବସ୍ଥା କରାଯାଇଛି। କୃଷି ସେସ୍‌ ଲାଗିବାକୁ ଥିବାରୁ ତୈଳ ଦର ଆହୁରି ମହଙ୍ଗା ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ବଜେଟ ଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ…

୫୦୦ ଲିଟର ଡିଜେଲ ଜବତ କଲା ପୁଲିସ

ଅନୁଗୋଳ : ୫୦୦ ଲିଟର ଡିଜେଲ ସହ ଚୋରି ପାଇଁ ବ୍ୟବହୃତ ୩ଟି ବଲେରୋ ଜବତ କରିଛି ପୁଲିସ। ତାଳଚେର ଏମସିଏଲ୍ ଲିଙ୍ଗରାଜ କୋଇଲା ଖଣିରୁ ତେଲ ଚୋରି କରୁଥିବାର ପୁଲିସ ସୂଚନା ପାଇଥିଲା। ପୁଲିସ ଏଥି ସହ ୬ ଜଣଙ୍କୁ ଗିରଫ ମଧ୍ୟ କରିଛି। ଗିରଫ ସମସ୍ତ ଅଭିଯୁକ୍ତମାନେ ପରଜଙ୍ଗ ଥାନା ଅଞ୍ଚଳର। ସେମାନେ ହେଲେ ଅଦେଇତ…