Odisha Link
Bridging the Missing Links in Odisha
Browsing Tag

Dr Harsh Vardhan

ଭୁବନେଶ୍ୱରରେ ଭୂତାଣୁ ବିଜ୍ଞାନ ସଂସ୍ଥାନ…

ଭୁବନେଶ୍ୱର: ଦେଶରେ ୪ଟି ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ(ଏନଆଇଭି) ପ୍ରତିଷ୍ଠା କରିବା ପାଇଁ ଚଳିତ ସାଧାରଣ ବଜେଟରେ ଘୋଷଣା କରାଯାଇଥିବା ବେଳେ ଏଥିମଧ୍ୟରୁ ଗୋଟିଏ ସଂସ୍ଥାନ ଭୁବନେଶ୍ୱର ଠାରେ ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ପତ୍ର…

ଟିକାକରଣ ପାଇଁ ୪ ମାସ ତଳୁ ହୋଇଛି…

ନୂଆଦିଲ୍ଲୀ: ଆସନ୍ତା ଜାନୁଆରୀ ପ୍ରଥମ ସପ୍ତାହରୁ ଭାରତରେ ଆରମ୍ଭ ହୋଇପାରେ ଟିକାକରଣ। ଭାରତରେ ଟିକାକରଣ ପାଇଁ ୪ ମାସ ତଳକୁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ସବୁ ପ୍ରକାରର ଯୋଜନା ଆରମ୍ଭ କରିଥିଲେ। ଏବେ ସବୁ କିଛି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ବିଶେଷଜ୍ଞ ଟିମ୍‌ ଟିକାକୁ ଅନୁମତି ଦେବା ପରେ…

କୋଭିଡ୍‌ ଯୋଦ୍ଧାଙ୍କୁ କେନ୍ଦ୍ର ସରକାରଙ୍କ…

ନୂଆଦିଲ୍ଲୀ: କୋଭିଡ୍‌ ଯୋଦ୍ଧାଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ଉପହାର। ଦେଶରେ କୋଭିଡ୍ ଯୋଦ୍ଧା ଭାବେ ଆଗଧାଡିରେ ଲଢୁଥିବା ବ୍ୟକ୍ତିଙ୍କ ପିଲାଙ୍କ ପାଇଁ ଏମବିବିଏସ ରେ ୫ ଟି ସିଟ୍ ସଂରକ୍ଷିତ ରଖାଯିବ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ ଘୋଷଣା କରିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ…

ଉହାନ ହିଁ କରୋନାର ଉତ୍ପତ୍ତିସ୍ଥଳ: ହର୍ଷ…

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ହର୍ଷ ବର୍ଦ୍ଧନ ‘ରବିବାର ସମ୍ବାଦ’ର ଷଷ୍ଠ ଭାଗରେ ଯୋଗ ଦେଇ ଅନେକ ପ୍ରଶ୍ନର ଉତ୍ତର ଦେବା ବେଳେ କହିଛନ୍ତି ଯେ, ଚୀନର ହୁଆନ ହିଁ କରୋନାର ଉତ୍ପତ୍ତିସ୍ଥଳ। ସାରା ବିଶ୍ୱରେ ଏକା ସମୟରେ କରୋନା ଆରମ୍ଭ ହୋଇଥିବା ଚୀନର ଦାବିକୁ ହର୍ଷ…

WHO କାର୍ଯ୍ୟକାରୀ ବୋର୍ଡ ଅଧ୍ୟକ୍ଷ ହେଲେ…

ନୂଆଦିଲ୍ଲୀ: ଆଜି ଭାରତର କେନ୍ଦ୍ରୀୟ ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ(WHO)ର କାର୍ଯ୍ୟକାରୀ ବୋର୍ଡ ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ସେ ଜାପାନର ଡ. ହିରୋକି ନିକୋଟିନଙ୍କ ସ୍ଥାନରେ ଦାୟିତ୍ବ ଗ୍ରହଣ କରିଛନ୍ତି। ଦାୟିତ୍ୱ ନେବା ପରେ ସ୍ବାସ୍ଥ୍ୟମନ୍ତ୍ରୀ…

ମେ’ ୨୨ରେ WHO କାର୍ଯ୍ୟକାରୀ…

ନୂଆଦିଲ୍ଲୀ: ଭାରତର କେନ୍ଦ୍ରୀୟ ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଖୁବଶୀଘ୍ର ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ(WHO)ର କାର୍ଯ୍ୟକାରୀ ବୋର୍ଡ ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିବେ। WHO ମୁତାବିକ ଭାରତର କରୋନା ଲଢ଼େଇରେ ଗୁରୁତ୍ବପୁର୍ଣ୍ଣ ଭୂମିକା ନିର୍ବାହ କରୁଥିବା ଡ. ଡର୍ଷବର୍ଦ୍ଧନ ମେ ୨୨ ତାରିଖରେ…

ଭଲ ଖବର: ୭ ଦିନ ମଧ୍ୟରେ ୮୦ ଜିଲ୍ଲାରେ…

ନୂଆଦିଲ୍ଲୀ: ଦିନକୁ ଦିନ ମହାମାରୀ କରୋନା ଭାଇରସ ସଂକ୍ରମଣ ଦେଶରେ ବଢ଼ିବାକୁ ଲାଗିଛି। ଏପରିକି ୨୯ ହାଜର ଟପିଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏପରିକି ୯୦୦ ଟପିଲାଣି କରୋନା ମୃତକଙ୍କ ସଂଖ୍ୟା। ଅପରପକ୍ଷେ ୬୮୬୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଯାହା ଏକ ଆଶ୍ବସ୍ତିକର ଖବର। କରୋନା ମୁକାବିଲା…

ସରକାରଙ୍କ ବଡ଼ ନିଷ୍ପତ୍ତି: ଫେରସ୍ତ ହେବ…

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି। ଭାରତକୁ ଆସିଥିବା ଖରାପ ଆଣ୍ଟିବଡି ଟେଷ୍ଟ କିଟ୍‌କୁ ନେଇ ବଡ଼ ନିଷ୍ପତ୍ତି ନେଲେ ସରକାର। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ଯେ, ଖରାପ ଆଣ୍ଟିବଡି ଟେଷ୍ଟ କିଟ୍‌ ଗୁଡ଼ିକ ଯେଉଁ ଦେଶର ଆସିଛି ସେହି ଦେଶକୁ ଫରୋଇ ଦିଆଯିବ। ସେହି ମଧ୍ୟରେ…