Odisha Link
Bridging the Missing Links in Odisha
Browsing Tag

EARTH QUAKE

ଚୀନରେ ବଡ଼ଧରଣର ଭୂକମ୍ପ; ଗଲାଣି ୧୧୧ ଜୀବନ

ଓଏଲ୍‌ ବ୍ୟୁରୋ: ସୋମବାର ବିଳମ୍ବିତ ରାତିରେ ଚୀନରେ ବଡ଼ ଧରଣର ଭୂକମ୍ପ। ଯାହାଫଳରେ ଏପର୍ଯ୍ୟନ୍ତ ୧୧୧ ଛୁଇଁଲାଣି ମୃତ୍ୟୁ ସଂଖ୍ୟା। ଏପରିକି ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧିପାଇବ ବୋଲି ଆଶଙ୍କା କରାଯାଉଛି। ସେହିପରି ୨୦୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ରହିଛି। ସୋମବାର ୧୧ଟା ୫୯ ମିନିଟରେ ଉତ୍ତର ପଶ୍ଚିମୀ…

ନେପାଳ ଭୂକମ୍ପ: ଗଲାଣି ୧୨୮ ଜୀବନ; ୧୦୦ରୁ…

ଓଏଲ୍‌ ବ୍ୟୁରୋ: ରାତି ଅଧରେ ଥରିଲା ଭାରତର ପଡ଼ୋଶୀ ଦେଶ ନେପାଳ। ଶୁକ୍ରବାର ମଧ୍ୟରାତ୍ରରେ ବଡ଼ ଧରଣର ଭୂକମ୍ପ ଝଟକା। ଯାହାଫଳରେ ଏପର୍ଯ୍ୟନ୍ତ ୧୨୮ ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ଶହେରୁ ଅଧିକ ଗୁରୁତର ଭାବେ ଆହତ ହୋଇଛନ୍ତି। ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ି ପାରେ ବୋଲି ଅନୁମାନ କରାଯାଉଛି। ଗତକାଲି…

ତୁର୍କୀରେ ପ୍ରକୃତିର ତାଣ୍ଡବ; ମୃତ୍ୟୁ…

ଓଏଲ୍‌ ବ୍ୟୁରୋ : ତୁର୍କୀରେ ପ୍ରକୃତିର ତାଣ୍ଡବ କାରଣରୁ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି। ଭୂକମ୍ପରେ ଥରି ଉଠିଛି ତୁର୍କୀ ଓ ସିରିଆ। ଭୂକମ୍ପ କାରଣରୁ ୨୫ ହଜାର ଟପିଲାଣି ମୃତକଙ୍କ ସଂଖ୍ୟା। ଏବେ ବି ଧ୍ୱଂସାବଶେଷ ତଳେ ଚାପିହୋଇ ରହିଛି ଅନେକ ଜୀବନ। ଅନ୍ୟପକ୍ଷେ ତୁର୍କୀରେ ତୁଷାରପାତ ହେବାରେ…

ପୁଣିଥରେ ତୁର୍କୀରେ ଭୂମିକମ୍ପର ଝଟକା

ଓଏଲ୍‌ ବ୍ୟୁରୋ : ପୁଣିଥରେ ଭୂକମ୍ପ ଝଟକାରେ ଥରି ଉଠିଲା ତୁର୍କୀ। ବଡ ଧରଣର ଭୂକମ୍ପ ରିକ୍ଟର ସ୍କେଲରେ ତୀବ୍ରତା ୭.୭ ରେକର୍ଡ କରାଯାଇଛି। ଭାରତୀୟ ସମୟ ଅନୁସାରେ ସମୟ ଅପରାହ୍ନ ୩ଟା ୪୫ମିନିଟ ପାଖାପାଖି ସମୟରେ ପୁଣିଥରେ ଭୂମିକମ୍ପ ଅନୁଭୂତ ହୋଇଛି। ପୂର୍ବରୁ ହୋଇଥିବା ଭୁକମ୍ପରେ ୧୩୦୦ ଲୋକ ପ୍ରାଣ…