Odisha Link
Bridging the Missing Links in Odisha
Browsing Tag

Education

ଜାନୁଆରୀ ୩ରୁ ଖୋଲିବ ପ୍ରଥମରୁ-୫ମ ଶ୍ରେଣୀ

ଭୁବନେଶ୍ବର: ଦେଶରେ ଓମିକ୍ରନ୍‌ ମାମଲା ବଢ଼ୁଥିବା ବେଳେ ପ୍ରଥମରୁ ୫ମ ଶ୍ରେଣୀ ସ୍କୁଲ ଖୋଲିବା ନେଇ ଘୋଷଣା କରିଛନ୍ତି ସରକାର। ରାଜ୍ୟରେ ଥିବା ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ୨୭ ହଜାର ବିଦ୍ୟାୟକୁ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଯେଉଁ ବିଦ୍ୟାଳୟରେ ଦଶମ ଶ୍ରେଣୀ ନିମନ୍ତେ ୫ ତାରିଖରୁ ୮…

ରାଜ୍ୟରେ ଖାଲି ପଡ଼ିଛି ୯୦ ହଜାର ଶିକ୍ଷକ…

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଫୋକସରେ ଶିକ୍ଷା। ସେଥିପାଇଁ ଗୋଟିଏ ପରେ ଗୋଟିଏ ସ୍କୁଲକୁ ସ୍ମାର୍ଟରୂପ ଦିଆଯାଉଛି। ଯାହା ରାଜ୍ୟର ଶିକ୍ଷାକ୍ଷେତ୍ର ପାଇଁ ବହୁତ ଭଲ। ହେଲେ ପିଲାଙ୍କୁ ପଢ଼ାଇବାକୁ ସ୍କୁଲରେ ନାହାନ୍ତି ଶିକ୍ଷକ। ରାଜ୍ୟରେ ଖାଲି ପଡ଼ିଛି ହଜାର ହଜାର ଶିକ୍ଷକ ପଦବି। ଅନ୍ୟପଟେ ମାଳ ମାଳ ଆଶାୟୀ…

ଆରମ୍ଭ ହେଲା ‘ଶିକ୍ଷକ ପର୍ବ’

ନୂଆଦିଲ୍ଲୀ: କୌଣସି ଦେଶର ବିକାଶ ପାଇଁ ଶିକ୍ଷା ସର୍ବସ୍ପର୍ଶୀ ଏବଂ ସର୍ବବ୍ୟାପୀ ହେବା ଉଚିତ୍‌ । ତେଣୁ ଆଜି ଦେଶ ଟକିଂ ବୁକ୍ସ ଏବଂ ଅଡ଼ିଓ ବୁକ୍ସ ଭଳି ଟେକ୍ନୋଲୋଜି ଶିକ୍ଷାକୁ ଏକ ଅଙ୍ଗ ଭାବରେ ଗ୍ରହଣ କରୁଅଛି ବୋଲି ମଙ୍ଗଳବାର ଭିଡିଓ କନ୍‌ଫରେନ୍ସିଂ ଜରିଆରେ ‘ଶିକ୍ଷକ ପର୍ବ’ର ଉଦ୍‌ଘାଟନୀ ଆଲୋଚନାଚକ୍ରରେ…

ଆଜିଠୁ ଯୁକ୍ତ ୨ ସ୍ବତନ୍ତ୍ର ପରୀକ୍ଷା…

ଭୁବନେଶ୍ବର: କରୋନା କାଳରେ ବିନା ପରୀକ୍ଷାରେ ପ୍ରକାଶ ପାଇ ସାରିଛି ଯୁକ୍ତ ୨ ପରୀକ୍ଷା ଫଳ। ହେଲେ କିଛି ଛାତ୍ରଛାତ୍ରୀ ତାଙ୍କ ମାର୍କକୁ ନେଇ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି। ଯୁକ୍ତ ଦୁଇ ବିକଳ୍ପ ମୂଲ୍ୟାୟରେ ମିଳିଥିବା ମାର୍କକୁ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ଓ ଆଦୌ ପରୀକ୍ଷା ଦେଇନଥିବା…

୫୦ଟି ରୂପାନ୍ତରିତ ସରକାରୀ ସ୍କୁଲ…

ଭୁବନେଶ୍ବର: ୫-T କାର୍ଯ୍ୟକ୍ରମ ର ହିଞ୍ଜିଳିର ସମସ୍ତ ୫୦ଟି ରୂପାନ୍ତରିତ ସ୍କୁଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି। ସୋମବାର ପଞ୍ଚମ ଓ ଶେଷ ପର୍ଯ୍ୟାୟରେ ସେ ଆଉ ୧୦ଟି ସ୍କୁଲକୁ ଆଜି ଲୋକାର୍ପିତ କରିଛନ୍ତି । ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ସବୁ ଛାତ୍ରଛାତ୍ରୀ…

ସ୍ବପ୍ନ ଓ ସମ୍ଭାବନା ହେଉଛି ଛାତ୍ର ଜୀବନର…

ଭୁବନେଶ୍ବର: ସ୍ବପ୍ନ ଓ ସମ୍ଭାବନା ହେଉଛି ଛାତ୍ର ଜୀବନର ପରିଚୟ। ତୁମେମାନେ ବଡ ବଡ ସ୍ବପ୍ନ ଦେଖ । ତୁମ ଭିତରେ ଥିବା ବିପୁଳ ପ୍ରତିଭାକୁ ଉପଯୋଗ କରି ସ୍ବପ୍ନକୁ ସାକାର କର । ତୁମର ସଫଳତା ଆମ ସମାଜର ଗୌରବ। ବିଦ୍ୟାଳୟର ଗୌରବ। ପରିବାରର ଗୌରବ। ତେଣୁ ତୁମ ଜୀବନର ଲକ୍ଷ୍ୟ ପୂରଣ ହେବା ପର୍ଯ୍ୟନ୍ତ ପରିଶ୍ରମ…

ଏ ବର୍ଷ ବି କମିଲା ଯୁକ୍ତ ୨ ସିଲାବସ୍

ଭୁବନେଶ୍ବର: ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ହ୍ରାସ ପାଇବ ଯୁକ୍ତ ଦୁଇ ସିଲାବସ୍‌। ଏ ବର୍ଷ ବି ୩୦ ପ୍ରତିଶତ ସିଲାବସ୍ ହ୍ରାସ କରାଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାଉନସିଲ ବୈଠକରେ ଗୁରୁବାର ଏ ସଂପର୍କରେ ନିଷ୍ପତ୍ତି ନିଆଯାଇଛି। ଏଥିସହ ଛାତ୍ର-ଛାତ୍ରୀ ଇଣ୍ଟରନାଲ ପରୀକ୍ଷା ଦେବେ। ଏ ବିଷୟରେ…

ନୂୂୂଆ ଜାତୀୟ ଶିକ୍ଷା ନୀତିକୁ ଲାଗୁ…

ନୂଆଦିଲ୍ଲୀ: ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତନ ଆଣିବା ପାଇଁ ଦେଶର ପ୍ରଥମ ରାଜ୍ୟ ଭାବେ କର୍ଣ୍ଣାଟକ ନୂଆ ଜାତୀୟ ଶିକ୍ଷା ନୀତି (ଏନଇପି-୨୦୨୦)କୁ ଲାଗୁ କରି ଅନ୍ୟ ରାଜ୍ୟ ଗୁଡିକ ପାଇଁ ଉଦାହରଣ ତିଆରି କରିଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର…

ଆମ ଓଡ଼ିଶାର ପିଲାମାନେ କାହା ଠାରୁ କମ୍…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରେ ଆଜି ଦ୍ବିତୀୟ ପର୍ଯ୍ୟାୟରେ ଆଉ ୧୦ଟି ରୂପାନ୍ତରୀତ ସ୍କୁଲକୁ ଲୋକାର୍ପିତ କରିଛନ୍ତି। ସୂଚନାଯୋଗ୍ୟ ଯେ ଗତ ୨୧ ତାରିଖରେ ରାଜ୍ୟ ସରକାରଙ୍କର ଉଚ୍ଚାକାଂକ୍ଷୀ ସ୍କୁଲ ରୂପାନ୍ତରଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୫-ଟି ଉପକ୍ରମରେ…

ଶିକ୍ଷା ବ୍ୟବସ୍ଥାର ହେବ ନବକଳେବର,…

ବ୍ରହ୍ମପୁର: ସ୍କୁଲ ଛାତ୍ରଛାତ୍ରୀ ଏଣିକି ସ୍ମାର୍ଟ ସ୍କୁଲରେ ପଢ଼ିବେ ପାଠ। ଶନିବାର ସ୍ମାର୍ଟ ସ୍କୁଲର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବ୍ରହ୍ମପୁର ଜିଲ୍ଲାର ଶେରଗଡ଼ ଓ ହିଞ୍ଜିଳିକାଟୁର ୫ଟି ଲେଖାଏଁ ରୂପାନ୍ତରୀକରଣ ସ୍ମାର୍ଟ ହାଇସ୍କୁଲକୁ ଶନିବାର ଭର୍ଚୁଆଲ୍‌ ମୋଡରେ ଉଦଘାଟନ କରିବେ…