Odisha Link
Bridging the Missing Links in Odisha
Browsing Tag

Electric Bill

ଖୁସି ଖବର: ହ୍ରାସ ପାଇଲା ବିଜୁଳି ଦର,…

ଓଏଲ୍‌ ବ୍ୟୁରୋ: ନିର୍ବାଚନ ପୂର୍ବରୁ ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର। କମିଲା ବିଜୁଳି ଦର। ଆଜି ବିଜୁଳି ଦର ହ୍ରାସ କଲେ ଓଇଆରସି। ଘରୋଇ ଉପଭୋକାକ୍ତ ପାଇଁ ବିଜୁଳି ଦର ହ୍ରାସ ପାଇଛି। ପ୍ରତ୍ୟକ ସ୍ଲାବରେ ହ୍ରାସ ପାଇଛି ୧୦ ପଇସା। ସେହିପରି ଅନ୍ୟ କ୍ୟାଟାଗୋରୀ ଉପଭୋକ୍ତାଙ୍କ ପାଇଁ ଦର ଅପରିବର୍ତ୍ତିତ…

ଏଣିକି ଓଡ଼ିଆରେ ବିଦ୍ୟୁତ୍‌…

ନୟାଗଡ଼: ଏଣିକି ରାଜ୍ୟର ସବୁ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆରେ ନାମଫଳକ ବାଧ୍ୟତାମୂଳକ ଭାବେ ରହିବ । ଏନେଇ ଖବର ପ୍ରସାରଣ ମଧ୍ୟ ହୋଇଛି। ଏସବୁ ମଧ୍ୟରେ ଓଡ଼ିଆରେ ମଧ୍ୟ ବିଦ୍ୟୁତ୍‌ ବିଲ୍‌ ପାଇବେ ଉପଭୋକ୍ତା । ଏଭଳି ଏକ ପଦକ୍ଷେପ ନେଇଛି ଟିପିସିଓଡିଏଲ୍ ନୟାଗଡ଼ ବିଦ୍ୟୁତ୍‌ ଡିଭିଜନ l ଏହି…

ସ୍କୁଲ୍‌କୁ ୬ କୋଟି ଟଙ୍କାର ବିଜୁଳି…

ନିଆଳି: ୟୁପି ସ୍କୁଲକୁ ୬ କୋଟି ଟଙ୍କାର ବିଜୁଳି ବିଲ୍‌। ବିଜୁଳି ବିଲ୍‌କୁ ନେଇ ଚିନ୍ତାରେ ବିଦ୍ୟାଳୟ କର୍ତ୍ତୃପକ୍ଷ। ଏପରି ଅଭିଯୋଗ ଆସିଛି କଟକ ଜିଲ୍ଲା ଶିଶୁଆ ଉଚ୍ଚପ୍ରାଥମିକ ବିଦ୍ୟାଳୟରୁ। ୨୦୨୦ ଫେବୃଆରୀ ୧୨ ତାରିଖରେ ଅଡ଼ଶପୁର ବିଦ୍ୟୁତ କାର୍ଯ୍ୟାଳୟ ପକ୍ଷରୁ ଶିଶୁଆ ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ ୫…

୭ ବର୍ଷ ପରେ ୪% ବଢ଼ିଛି : ଶକ୍ତିମନ୍ତ୍ରୀ

ଭୁବନେଶ୍ବର: ବିଦ୍ୟୁତ୍‌ ଶୁକ୍ଳ ବୃଦ୍ଧି ନେଇ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଦିବ୍ୟଶଙ୍କର କହିଛନ୍ତି ଯେ, ବିଦ୍ୟୁତ ଶୁକ୍ଲ ବୃଦ୍ଧି ନିଷ୍ପତ୍ତି ଓଇଆରସି ନେଇଥାନ୍ତି। ଦୀର୍ଘ ୭ ବର୍ଷ ପରେ ୪ ପ୍ରତିଶତ ଶୁକ୍ଳ ବୃଦ୍ଧି କରାଯାଇଛି। ଉତ୍ପାଦନ ପ୍ରସାରଣ ଏବଂ ବଣ୍ଟନ…

ବକେୟା ବିଲ୍‌ ପୈଠକୁ ନେଇ ଅରୁଣ…

ଭୁବନେଶ୍ବର: ବକେୟା ବିଲ୍‌ ପୈଠକୁ ନେଇ ସେସୁ ସିଇଓ ଅରୁଣ ବୋଥ୍ରାଙ୍କ ପ୍ରେସମିଟ୍। ବକେୟା ବିଲ୍‌ ପୈଠ ପାଇଁ ୧୦ ଦିନ ସମୟ ଦେଲା ସେସୁ। ପ୍ରେସମିଟ୍‌ରେ ବୋଥ୍ରା ସୂଚନା ଦେଇ କହିଛନ୍ତି ଯେ, ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ବିଦ୍ୟୁତ ଖିଲାପକାରୀଙ୍କ ବିଦ୍ୟୁତ କାଟ ହେବନି। ଏହି ସମୟ ମଧ୍ୟରେ ବକେୟା ବିଲ୍‌…

ବିଦ୍ୟୁତ୍‌ ବିଲ୍‌ ଦେଇ ଭିକାରି…

ଭଦ୍ରକ: ବଡ଼ ବଡ଼ କମ୍ପାନୀ ଏବଂ ପ୍ରତିଷ୍ଠିତ ଲୋକମାନେ ବିଦ୍ୟୁତ୍‌ ବିଲ୍‌ ପଇଠ କରୁନଥିବା ବେଳେ ଭଦ୍ରକ ସଲିପୁରର କାର୍ତ୍ତିକ ନାଥ ଏକ୍ଷେତ୍ରରେ ଉଦାହରଣ ସାଜିଛନ୍ତି। କାର୍ତ୍ତିକ ଭିକ୍ଷା ବୃତ୍ତି କରି ନିଜର ତଥା ପରିବାର ଲୋକଙ୍କ ପେଟ ପୋଷୁଥିବା ବେଳେ ନିଜ ସ୍ୱଳ୍ପ ଆୟରୁ କିନ୍ତୁ ବିଦ୍ୟୁତ୍‌ ବିଲ୍‌ ପଇଠ…

ଦିଲ୍ଳୀରେ ୨୦୦ ୟୁନିଟ୍‌ ବିଜୁଳି ବ୍ୟବହାର…

ନୂଆଦିଲ୍ଲୀ: ଦିଲ୍ଲୀବାସୀଙ୍କ ପାଇଁ ଖୁସି ଖବର। କାରଣ ଦିଲ୍ଲୀରେ ୨୦୦ ୟୁନିଟ୍‌ ପର୍ଯ୍ୟନ୍ତ ବିଜୁଳି ବ୍ୟବହାର ମାଗଣା କରିଛନ୍ତି ଦିଲ୍ଲୀ ସରକାର। ଏନେଇ ଆଜି (ଗୁରୁବାର) ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ ଘୋଷଣା କରିଛନ୍ତି। ଦିଲ୍ଲୀ ଇଲେକ୍ଟ୍ରିସିଟି ରେଗୁଲେଟୋରି କମିସନ୍‌ ଘରୋଇ ସଂଯୋଗ ନିମନ୍ତେ…