Odisha Link
Bridging the Missing Links in Odisha
Browsing Tag

Fake Note

୩ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ, ଜଣେ…

କୋରାପୁଟ: କୋରାପୁଟରୁ ବିପୁଳ ପରିମାଣର ନକଲି ନୋଟ୍ ଜବତ। କୋରାପୁଟ ଜିଲ୍ଲା ସୁନାବେଡା ବସଷ୍ଟାଣ୍ଡରୁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଏହି ନକଲି ନୋଟ୍ ଜବତ କରିଛି। ଏହି ମାମଲାରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍ ଜଣଙ୍କୁ ଗିରଫ କରିଛି। ସୂଚନା ମୁତାବକ, କୋରାପୁଟ ଜିଲ୍ଲା ସୁନାବେଡା ବସଷ୍ଟାଣ୍ଡରୁ ୩…

ଜାଲ୍‌ନୋଟ୍ କାରବାରର ପର୍ଦ୍ଦାଫାସ, ୨…

ଭଦ୍ରକ: ବୁସୁଦେବପୁର ପୁଲିସ ନକଲି ଟଙ୍କା କାରବାରରେ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଦୁଇ ଜଣଙ୍କ ମଧ୍ୟରୁ ଜଣେ କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ କୌଡ଼କୁଳ ଗ୍ରାମର ପ୍ରିୟ ରଞ୍ଜନ ନାୟକ ହୋଇଥିବା ବେଳେ ଅନ୍ୟ ଜଣେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିସ ଥାନା ଆନ୍ତର୍ଗତ ସ୍ୟାମସୁନ୍ଦର ଗ୍ରାମର ବିଜୟ କୁମାର…

ପୂର୍ବତନ ବିଧାୟକ ସ୍ତ୍ରୀଙ୍କ କଳା…

ଚାଇଁବସା: ଚାଇଁବସାର ପୂର୍ବତନ ବିଜେପି ବିଧାୟକଙ୍କ ସ୍ତ୍ରୀଙ୍କ ନାମରେ ଅଭିଯୋଗ। ନକଲି ନୋଟ୍ ଛାପୁଥିବା ନେଇ ତାଙ୍କ ନାମରେ ହୋଇଛି ଥାନାରେ ଅଭିଯୋଗ। ଅଭିଯୁକ୍ତ ମହିଳାଙ୍କ ପୂର୍ବତନ ବିଧାୟକ ପୁତତ୍କରଙ୍କର ଦ୍ୱିତୀୟ ସ୍ତ୍ରୀ। ତାଙ୍କ ନାମ ମଲାୟା ହେମ୍ବ୍ରମ୍। ମଲାୟା ହେମ୍ବ୍ରମ୍‌ ନକଲି ନୋଟ୍ ଛାପୁଥିବା…

ଜାଲ ନୋଟ ଜବତ

କଟକ: ମୋଟା ଅଙ୍କର ଜାଲ ନୋଟ ଜଣେ ଜଣେ ବ୍ୟକ୍ତିଙ୍କ ଠାରୁ ଜବତ କରାଯାଇଛି। ହଜାରେ କି ଦୁଇ ହଜାର ଟଙ୍କା ନୁହେଁ। ପୁରାପୁରି ୧ଲକ୍ଷ ୬୦ ହଜାର ଟଙ୍କାର ଜାଲ ନୋଟ ଜବତ କରାଯାଇଛି। ମର୍କତନଗର ଅଞ୍ଚଳରେ ଏକ ବ୍ୟାଙ୍କରେ ଟଙ୍କା ଜମା ବେଳେ ଏହା ଧରାପଡ଼ିଛି। ଜାଲ ନୋଟ ଜମା କରିବା ପାଇଁ ଆସିଥିବା ସମ୍ପୃକ୍ତ…

ଦୁଇ ବର୍ଷରେ ୪୬.୦୬ କୋଟିର ନକଲି ନୋଟ୍‌…

ନୂଆଦିଲ୍ଲୀ : ଦୁର୍ନୀତି ଏବଂ ନକଲି ନୋଟ୍ ରୢାକେଟ୍‌ର ମୁକାବିଲା କରିବା ପାଇଁ ସରକାର ବିମୁଦ୍ରୀକରଣ ଘୋଷଣା କରି ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ଅଚଳ କରି ଉନ୍ନତ ସୁରକ୍ଷା ବ୍ୟବସ୍ଥା ଥିବା ନୂଆ ୫୦୦ ଟଙ୍କିଆ ଓ ୨୦୦୦ ଟଙ୍କିଆ ନୋଟ୍ ଆଣିଥିଲେ। ସହଜରେ ଏହି ନୋଟ୍‌କୁ ନକଲ କରାଯାଇପାରିବ ନାହିଁ…